Browsing Category

ରାଜ୍ୟ

୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନା ଫଣ୍ଡକୁ ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଫଣ୍ଡକୁ ଦାନ ପାଇଁ…

ରାଜ୍ୟର ୧୪ଟି ଜିଲ୍ଲା କାଲିଠାରୁ ଲକ୍-ଡାଉନ୍

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ କରୋନା ଭାଇରସ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲକ୍-ଡାଉନ୍ ଲାଗୁହେବ । ପୂର୍ବରୁ ୫ଟି…

କାଲିଠାରୁ ରାଜ୍ୟରେ ଗଡିବନି ବସ୍

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ଆଉ ଗଡିବନି ବସ୍ । କାଲି ଦିନ ୧୧ଟାରୁ ସମସ୍ତ ବସ୍ ସେବା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଜି ରାତି…

୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଓଡ଼ିଶାର ବର୍ତ୍ତମାନ ପର୍ଯ୍ୟନ୍ତ ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା…

ଘରୋଇ ଗାଡି ପାଇଁ କଟକଣା, କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ଆଣନ୍ତୁ ପାସ୍: ସିପି

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ଲକ୍-ଡାଉନ୍ ଘୋଷଣା କରାଯିବା ପରେ କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । କିଛି ଲୋକ ସହଯୋଗ କରୁନଥିବାରୁ ଘରୋଇ ଗାଡି ଚଳାଚଳ ପାଇଁ କଟକଣା ଲାଗୁ…

କରୋନା ଭାଇରସ୍ , ୬ମାସ ପାଇଁ ଏସମା ଲାଗୁ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): କରୋନା ସ୍ଥିିତିକି ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜଳଯୋଗାଣ ଓ ପରିମଳ ସେବା ପାଇଁ ଲାଗୁ ହେବ ଏସମା । ରାଜ୍ୟର ସବୁ ସହରାଞ୍ଚଳରେ ୬ମାସ…

୨୪ଘଣ୍ଟା ଖୋଲା ରହିବ ଛତ୍ରବଜାର ଓ ମାଲଗୋଦାମ୍

କଟକ, ୨୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟର କେତେକ ଜିଲ୍ଳା ସହ ସହର ଲକ୍ ଡାଉନ ରହିଛି । ଏହାସହ କେବଳ ଜରୁରୀ ଓ ଆବଶ୍ୟକୀୟ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ସବୁ ମାର୍କେଟ ସନ୍ଧ୍ୟା ୬ଟା ପରେ…

ହାଇକୋର୍ଟରେ ନୂଆ ମାମଲା ମନା

କଟକ, ୨୩ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରେନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କରୋନା ପାଇଁ ଆଜିଠୁ ହାଇକୋର୍ଟରେ ନୂଆ ମାମଲା ଦାୟର ପାଇଁ ବାରଣ ହୋଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ନୂଆ ମାମଲା ଗ୍ରହଣ…