Browsing Category
ରାଜ୍ୟ
ଭଦ୍ରକରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍
ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା ୫ଜଣ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ୨୮ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ୫ଜଣ ଯାକ କୋଲକାତାରୁ ଭଦ୍ରକ ଆସିଛନ୍ତି । ସେମାନେ ଟାଟା ମ୍ୟାଜିକ୍…
ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ
ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି । ଭଦ୍ରକ ସ୍ଥିତ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀର ୨ ପଞ୍ଚାୟତ ସିଲ୍ ହୋଇଥିବା ସୂଚନା ମିଳିଛି । ଏହାସହ ଦୁଇଟି ବ୍ଲକରେ କଡ଼ା…
ଚିହ୍ନଟ ୭ କରୋନା ରୋଗୀ ଭଦ୍ରକ ଓ ବାଲେଶ୍ୱର ର
ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର…
ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ ହେଲା କାଳ , ଥାନା ବାବୁ ସସପେଣ୍ଡ
ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ବଡଚଣା ଥାନା ଅଧିକାରୀ ଦୀପକ ଜେନା ସସପେଣ୍ଡ । ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ତଛଡା ତାଙ୍କ ବିରୋଧରେ ପୂରୀ ସିଂହଦ୍ୱାର ଥାନାରେ ୪୦/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି…
ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ…
ଟୁଇନ୍ସିଟିରେ କୋହଳ ହେବନି କଟକଣା
ଭୁବନେଶ୍ୱର, ୧୯ା୪ (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଭୁବନେଶ୍ୱର ଓ କଟକରେ କଟକଣା କୋହଳ ହେବନାହିିଁ ବୋଲି ବିଏମ୍ସି ଓ କମିଶନରେଟ…
ଶ୍ରୀମନ୍ଦିରରେ କରୋନା କଟକଣା ଉଲ୍ଲଂଘନ କରି ଥାନାବାବୁ ଅଟକ
ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ ହୋଇ ପଶିଥିଲେ ଥାନାବାବୁ ।…
ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ
ଭୁବନେଶ୍ୱର:୧୯ । ୪(ଓଡିଶା ଭାସ୍କର):କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ…
ଲକ୍ଷାଧିକ ଟଙ୍କାର ବିଦେଶୀମଦ ଜବତ ମାଲିକକୁ ଗିରଫ କଲା ପୋଲିସ
ବିଦେଶୀ ଚୋରାମଦ ଗୋଦାମ ଉପରେ ଅତର୍କିତ ପୋଲିସ ଚଢ଼ାଉ। ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଚ୍ଛିତ ଥିବା ବେଆଇନ ବିଦେଶୀମଦ ଜବତ। ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ର ଘଟଣା। ଏଠାରେ ଥିବା…
କରୋନା ମୁକାବିଲା, ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା
ଭୁବନେଶ୍ୱର, ୧୯ା୪(ଓଡ଼ିଶାଭାସ୍କର): ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।…