Browsing Category

ରାଜ୍ୟ

୪ ବିିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଉଛନ୍ତି ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ । ନିର୍ବାଚିତ ହୋଇଥିବାର…

ପଞ୍ଜୀକୃତ ହେଲେ ନବୀନଙ୍କ ଭଉଣୀ ଗୀତା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ଯୋଗୁ ଲୋକମାନଙ୍କ ମନରେ ଭୟର ଆତଙ୍କ ସୃଷ୍ଟ ହେବାରେ ଲାଗିଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ବିଦେଶରୁ…

ବନ୍ଦ ସତ୍ୱେ ଅଙ୍ଗନବାଡି ଶିଶୁଙ୍କୁ ମିଳିବ ଖାଦ୍ୟ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ଭାଇରସ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସବୁଆଡେ ସ୍କୁଲ କଲେଜ ବନ୍ଦ ହୋଇଛି । କିନ୍ତୁ ବନ୍ଦ ସତ୍ୱେ ଅଙ୍ଗନବାଡି ଶିଶୁଙ୍କୁ ଖାଦ୍ୟ ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି ।…

କରୋନା ମୁକାବିଲା ପାଇଁ ୨୦ ଓଏସଡି ନିଯୁକ୍ତ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଚିନ୍ତା ବଢାଇଦେଇଛି କରୋନା ଭାଇରସ୍ । ଦେଶରେ ତୀବ୍ର ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।…

କରୋନା ଭାଇରସ୍, ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି- ଏସଏଲବିସିକୁ ରାଜ୍ୟ ଅର୍ଥ ବିଭାଗ କରୋନା ନେଇ ଚିଠି ଲେଖିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି ।…

ସନ୍ଧ୍ୟା ୬ଟା ପରେ ରାଜଧାନୀରେ ଖୋଲିବନି ହାଟ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭାଇରସ ସତର୍କତା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ସମସ୍ତ ହାଟ ଉପରେ ବିଏମସି କଟକଣା ଲଗାଇଛି ।…

ଗଜପତି ଓ ଭଦ୍ରକରେ ୧୪୪ଧାରା ପ୍ରତ୍ୟାହୃତ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସତର୍କତା ନେଇ କେତେକ ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିଲା । ଆଜି ଗଜପତି ଓ ଭଦ୍ରକରେ ଲାଗିଥିବା…

ରାଜ୍ୟର ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ…