Browsing Category

ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଶତକରୁ ବଞ୍ଚିତ ହେଲେ କେଏଲ ରାହୁଲ

ହାଇଦ୍ରାବାଦ: ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୫ ୱିକେଟ୍ ହରାଇ ୩୦୩ ରନ୍ କରିଛନ୍ତି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ହେଁ ସେ ୮୬ ରନ୍…

ସୋଏବ ମଲିକଙ୍କୁ ଦଳରୁ ହଟାଗଲା, ଫିକ୍ସିଂ ମାମଲାରେ ଜଡ଼ିତ: ରିପୋର୍ଟ

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଅଲରାଉଣ୍ଡର ସୋଏବ ମଲିକ ହେଡଲାଇନରେ ରହିଛନ୍ତି । ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ଛାଡପତ୍ର ପରେ ତୃତୀୟ ଥର ପାଇଁ ବିବାହ କରିଥିବା ସୋଏବ ମଲିକଙ୍କ ଉପରେ ଏବେ…

ଅଷ୍ଟ୍ରେଲିଆ ଓପନରେ ବଡ଼ ବିପର୍ଯ୍ୟୟ: ସେମିରେ ହାରିଲେ ଜୋକୋଭିକ, ଫାଇନାଲରେ ପହଞ୍ଚିଲେ ଇଟାଲି ତାରକା ୟାନିକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତାରକା ନୋଭାକ ଡି’ଜୋକୋଭିକ୍ ସେମିଫାଇନାଲରେ ପରାସ୍ତ ହୋଇ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଅପରପକ୍ଷରେ…

ଶୋଏବ ମଲିକ କଠୋର ଦଣ୍ଡରେ ଦଣ୍ଡିତ ହେବେ: ଆସିଲା ମ୍ୟାଚ ଫିକ୍ସିଂ ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ସନା ଜାଭେଦଙ୍କୁ ତୃତୀୟ ବିବାହ କରିବା ପରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ବେଶ୍ ଚର୍ଚ୍ଚାରେ ରହିଥିଲେ । ଟେନିସ ତାରକା ସାନିଆ ମିର୍ଜାଙ୍କୁ ଶୋଏବ ପୂର୍ବରୁ ବିବାହ କରିଥିବା ବେଳେ ବିନା…

ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଏହି ୨ ଖେଳାଳିଙ୍କ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ନିଷିଦ୍ଧ ଡ୍ରଗ୍ସ୍ ବ୍ୟବହାର କରିବା ଅଭିଯୋଗ ନେଇ ବୋର୍ଡ଼ ପକ୍ଷରୁ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଅପରପକ୍ଷରେ ଏହି ଦୁଇ ଖେଳାଳୀ ଯାଞ୍ଚ…

U-19 ବିଶ୍ୱକପ: ସୁପର-୬ରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଆୟର୍ଲାଣ୍ଡ ୨୦୧ ରନରେ ହାରିଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ସହ ପଏଣ୍ଟସ୍ ଟେବୁଲରେ ଟପରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବାଂଲାଦେଶକୁ…

Team Indiaକୁ ଫେରି ଆସିଲେ ‘ଋଷଭ ପନ୍ତ’… ପ୍ରଥମ ଟେଷ୍ଟରେ ଏମିତି କହିଦେଲେ ଅଶ୍ୱୀନ

ନୂଆଦିଲ୍ଲୀ: ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ବୋଲିଂ ଡିପାର୍ଟମେଣ୍ଟରେ ସୁନ୍ଦର ପ୍ରଦର୍ଶନ ପରେ ବ୍ୟାଟିଂରେ ମଧ୍ୟ ନିଜ ଜଲୱା ଦେଖାଇଛି ରୋହିତ ସେନା । ବିଶେଷ କରି ଯୁବ…

କିଙ୍ଗ କୋହଲି Cricketer Of The Year-2023: ଦିନିକିଆ କ୍ରିକେଟରେ ପୁଣି ଫେରିଲା ‘ବିରାଟ’ ରାଜୁତି 

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣିଥରେ କ୍ରିକେଟ ଜଗତରେ ନିଜ ରାଜୁତି ଆରମ୍ଭ କରିଛନ୍ତି । ଦିନିକିଆ କ୍ରିକେଟରେ ହାସଲ କରିଛନ୍ତି ଏକ ବଡ଼ ଉପଲବ୍ଧି । ୨୦୨୩ ମସିହା ପାଇଁ ଆଇସିସି ତରଫରୁ…

ମାତ୍ର ୨୯ ରନ କରି ଇତିହାସ ଲେଖିଲେ ଇଂଲଣ୍ଡର ଜୋ ରୁଟ୍: ହାଇଦ୍ରାବାଦରେ ମହା ରେକର୍ଡ

ନୂଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ…

ଇଂଲଣ୍ଡ ୨୪୬ ରନରେ ଅଲଆଉଟ୍: ମ୍ୟାଚକୁ ୨ ଦିନରେ ସମାପ୍ତ କରିଦେବେ କି ଭାରତୀୟ ସ୍ପିନ ବାହିନୀ, ସତ ହେବ କି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠାରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି । ତେବେ ସିରିଜ୍ ଆରମ୍ଭରୁ ହିଁ ଭ୍ରମଣକାରୀ ଦଳ ଘରୋଇ ଦଳ ସମ୍ମୁଖରେ ଆତ୍ମସମର୍ପଣ କରିଦେଇଛି । ଇଂଲଣ୍ଡ ଅଧିନାୟକ…