Browsing Category
ଖେଳ
ବିଶ୍ୱକପରେ ଭାଙ୍ଗିଲେ ଶିଖର ଧୱନଙ୍କ ୧୪ ବର୍ଷ ପୁରୁଣା ରେକର୍ଡ: ବର୍ତ୍ତମାନ ଆଇପିଏଲରେ ଛାଣିବେ ଟଙ୍କା
ନୂଆଦିଲ୍ଳୀ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପରେ ବେବି ଏବି ନାମରେ ପ୍ରସିଦ୍ଧି ହାସଲ କରିଥିବା ଡେୱାଲ୍ଡ ବ୍ରେଭିସ୍ ପୁଣି ଥରେ ଚର୍ଚ୍ଚାରେ । ଦୀର୍ଘ ୧୪ ବର୍ଷ ତଳର ବିଶ୍ୱକପ୍ ରେକର୍ଡ ଭାଙ୍ଗିଥିବା ବେଳେ ଶିଖର ଧୱନଙ୍କୁ…
ମେଗା ଅକ୍ସନ ପାଇଁ PSL ଛାଡି ଦଳରେ ଯୋଗ ଦେଲେ ସୁପର ଜିଆଣ୍ଟସର ସୁପରଷ୍ଟାର
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ଆରମ୍ଭ ହୋଇସାରିଛି ଅଙ୍କକଷା । ଷ୍ଟାର ଖେଳାଳିମାନଙ୍କ ନିଜ ଦଳରେ ସାମିଲ କରିବା ପାଇଁ ହିସାବ କରୁଛନ୍ତି ୧୦ଟି ଦଳ । ଏହି ସମୟରେ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳ ତରଫରୁ ଆସି…
ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: BCCIର ସହମତି ପରେ ସୂଚନା ଦେଲେ OCA ସମ୍ପାଦକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । କଟକର ବାରବାଟୀ ଷ୍ଟାଡିମୟରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…
ବିବାହ କାରଣରୁ ପ୍ରଥମ ଦିନିକିଆ ଖେଳିବେନି କେଏଲ୍ ରାହୁଲ!
ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟି ମ୍ୟାଚ୍ ର ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୱାନଡେ ସିରିଜ୍ ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବି ଖେଳାଯିବ । ୱେଷ୍ଟ…
ବେଜିଂରେ ଶୀତକାଳୀନ ଅଲିମ୍ପିକକୁ ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବନି ଦୂରଦର୍ଶନ
ନୂଆଦିଲ୍ଲୀ: ଚୀନର ବେଜିଂରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତ କାଳୀନ ଅଲିମ୍ପିକ୍ କ୍ରୀଡାର ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବ ନାହିଁ ଦୂରଦର୍ଶନ । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀ ଶେଖର…
କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର: ବାରବାଟୀକୁ ଫେରିବ ରଣଜୀ ଟ୍ରଫି,ଫେବୃୟାରୀ ୧୦ରୁ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର । ରାଜ୍ୟକୁ ଫେରୁଛି ରଣଜୀ ଟ୍ରଫି । ଗୁରୁବାର ବିସିସିଆଇ ପକ୍ଷରୁ ଏହାର ରଣଜୀ ଟ୍ରଫି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଚଳିତ ବର୍ଷ ରଣଜୀ ଟ୍ରଫି…
ଦିନିକିଆ ବିଶ୍ୱକପରେ ରୋହିତ ଶର୍ମାଙ୍କୁ ପଛରେ ପକାଇଥିଲେ ଟେଷ୍ଟର ଏହି ସୁପରଷ୍ଟାର: ଜାଣନ୍ତୁ କିଏ ?
ନୂଆଦିଲ୍ଲୀ: କ୍ରିକେଟ ଦୁନିଆରେ ଖୁବ ନାଁ କମାଇଛନ୍ତି ହିଟମ୍ୟାନ ରୋହିତ ଶର୍ମା । କ୍ରିକେଟ୍ର ସବୁ ଫର୍ମାଟରେ ଶତକ ଲଗାଇ ସେ ପାଲଟିଯାଇଛନ୍ତି ୟୁଥ ଆଇକନ । ଆଜିର କ୍ରିକେଟରେ ସର୍ବଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ…
କେଉଁଠି ଆୟୋଜନ ହେବ IPL: ମୁହଁ ଖୋଲିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ । ଆଉ ତା ପରେ IPL ମହାସମର । ପ୍ରତିବର୍ଷ ଅପେକ୍ଷା ଚଳିତ ସିଜନ ହେବ ସବୁଠୁ ରୋଚକ । କାରଣ ଚଳିତ ବର୍ଷ ୧୦ଟି ଟିମ ମଧ୍ୟରେ ହେବ…
ଦାଦାଙ୍କ ଉପସ୍ଥିତି ଚୟନ କମିଟି ଉପରେ ସୃଷ୍ଟି କରୁଛି ଅଜଣା ଭୟ: ଅଧିକାରୀ
ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ସୌରଭ ଦାଦା । ଦଳ ଚୟନ କମିଟି ବୈଠକରେ ସାମିଲ ହେବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ବୋର୍ହର ଅଧ୍ୟକ୍ଷଭାବେ ଏପରି କିଛି କାର୍ଯ୍ୟ ଗାଙ୍ଗୁଲି କରିପାରିବେ ନାହିଁ ବୋଲି…
ମାତ୍ର ୪ଟି ବଲ୍ ଖେଳି ସମସ୍ତଙ୍କ ହୃଦୟ ଜିତି ନେଲେ: ୧୪ ଛକା ମାରି ଟିମରେ ସାମିଲ ହୋଇଥିଲେ
ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଅଧିନାୟକ ୟଶ ଧୁଲ ଶତକ ହାସଲ କରିଥିଲେ । କୋହଲି ଏବଂ ଉନ୍ମୁକ୍ତ ଚାନ୍ଦଙ୍କ ପରେ ତୃତୀୟ ଭାରତୀୟ…