Browsing Category
ଖେଳ
କୁଚ୍ ବିହାର ପାଇଁ ୧୯ ବର୍ଷରୁ କମ୍ ଓଡ଼ିଶା ଟିମ୍ ଘୋଷିତ: ବିଦର୍ଭ ସହ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର: କୁଚ୍ ବେହାର ଟ୍ରଫି କ୍ରିକେଟ ପାଇଁ ୧୯ ବର୍ଷରୁ କମ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ଘୋଷିତ ୨୨ ଜଣିଆ ଟିମରେ ଶ୍ରେଷ୍ଠ ସିଂହଙ୍କୁ ଅଧିନାୟକ ଦାୟିତ୍ୱ । ନଭେମ୍ବର ୨୯ରୁ ଇନ୍ଦୋରରେ ଆରମ୍ଭ ହେବ କୁଚ୍ ବେହାର…
ଏହି ଟିମ୍ ଜିତିବ ଟି-୨୦ ୱାର୍ଲ୍ଡ କପ୍, ପୂର୍ବତନ ଭାରତୀୟ କ୍ରିକେଟର କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ଚାଲିଥିବା ବେଳେ ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପର ୱିନର କେଉଁ ଦେଶ ହେବ, ସେନେଇ ଭବିଷ୍ୟବାଣୀ କରିଛନ୍ତି…
ସ୍କଟଲାଣ୍ଡ ବିପକ୍ଷ ମୁକାବିଲାରେ ଭାରତକୁ ଦରକାର ବିଶାଳ ବିଜୟ, ମଇଦାନକୁ ଓହ୍ଲାଇବେ ଏହି ପ୍ଲେଇଙ୍ଗ୍ ଇଲେଭେନ !
ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ୬୬ ରନରେ ହରାଇ ଭାରତ ଟି-୨୦ ବିଶ୍ୱ କପରେ ନିଜର ପ୍ରଥମ ବିଜୟ ହାସଲ କରିଛି । ଆଫଗାନିସ୍ତାନ ବିପକ୍ଷରେ ବଡ ବିଜୟ ସତ୍ତେ୍ୱ ଭାରତର ସେମି ଫାଇନାଲ ରାସ୍ତା ସହଜ ନୁହେଁ । ଦଳକୁ ନିଜର…
କ୍ରମାଗତ ପରାଜୟ ପରେ ମର୍ମାହତ ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର, ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଦଳ ଟି-୨୦ ବିଶ୍ୱ କପରୁ ବାହାର ହୋଇ ଯାଇଛି । ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ଶ୍ରୀଲଙ୍କା ୨୦ ରନରେ ହରାଇଛି । ଟୁର୍ଣ୍ଣାମେଣ୍ଟରେ ଏହା ଇଣ୍ଡିଜର ତୃତୀୟ ପରାଜୟ । ଲଗାତାର…
୨୩ ବର୍ଷ ବୟସରେ ଜିତିଛନ୍ତି ୨ଟି ବିଶ୍ୱକପ୍ ଟାଇଟଲ୍, ଆଜି ସବୁଠାରୁ ସଫଳ କ୍ୟାପଟେନ୍
ନୂଆଦିଲ୍ଳୀ: ବିରାଟ କୋହଲୀ, କେବଳ ନାମ ହିଁ ଯଥେଷ୍ଟ । ଆଜି ନଭେମ୍ବର ୫ ତାରିଖ ହେଉଛି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲୀଙ୍କ ଜନ୍ମଦିନ । ସେ ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ହେଲେ ସେ ୨୩ ବର୍ଷ ବୟସରେ…
ଭାରତର ପ୍ରଥମ ବିଜୟରେ ବଦଳିଗଲା ସେମି ଫାଇନାଲର ସମୀକରଣ, ଜାଣନ୍ତୁ ଏବେ ଦଳକୁ କଣ କରିବାକୁ ପଡିବ ?
ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ କ୍ରମାଗତ ଦୁଇଟି ଶୋଚନୀୟ ପରାଜୟ ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି । ଭାରତ ନିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁକ ୬୬ ରନର ବଡ ବ୍ୟବଧାନରେ ହରାଇଛି । ଏଥିସହିତ ଭାରତର ସେମି…
T-20 World Cup: ଏହି ପାଞ୍ଚଟି କାରଣ ପାଇଁ ଟିମ୍ ଇଣ୍ଡିଆ ବିଜୟ ଟ୍ରାକକୁ ଫେରିବାକୁ ସକ୍ଷମ ହେଲା
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ସମାଲୋଚନାର ପାତ୍ର ହୋଇଥିଲା । ଏଥିପାଇଁ ଖେଳାଳିଙ୍କ ମନୋବଳ, ମ୍ୟାନେଜେମେଣ୍ଟ ଆଦିରେ…
ଦେଶର ପ୍ରଥମ ଫୁଟବଲ୍ ଖେଳାଳି ଭାବେ ଖେଳରତ୍ନ ପୁରସ୍କାର ପାଇବାରେ ଛେତ୍ରୀ
ନୂଆଦିଲ୍ଲୀ: ସୁନିଲ ଛେତ୍ରୀ ଦେଶର ପ୍ରଥମ ଫୁଟବଲ ଖେଳାଳି ଭାବେ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ଅନ୍ୟ କୌଣସି ଫୁଟବଲ ଖେଳାଳି ଆଜି…
ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଫ୍ୟାନ ମାନଙ୍କୁ ବିଜୟ ଭେଟି ଦେଇଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ଦଳ ହାସଲ କରିଛି ବୃହତ ବିଜୟ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ୨୧୦ ରନର ବୃହତ ସ୍କୋର କରିବା ପରେ…
ଶତକୀୟ ଭାଗିଦାରୀରେ ରୋହିତ ରାହୁଲଙ୍କ ନୂଆ ରେକର୍ଡ; ପଛରେ ପଡିଲେ ସେହ୍ୱାଗ-ଗମ୍ଭୀର
ନୂଆଦିଲ୍ଲୀ: ଭାରତୀୟ ଓପନର ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ୨୦୦ ରନ ପୂରଣ କରିଥିଲା । ଏହି ଶତକୀୟ ଭାଗିଦାରୀ ଜରିଆରେ ଉଭୟ ଖେଳାଳି ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ…