Browsing Category
Breaking News
ଏବେ 58 ନୁହେଁ, 65 ବର୍ଷରେ ନେବେ ଅବସର; ପାଇଲଟଙ୍କ ଅବସର ବୟସ ବଢାଇଲା ଟାଟା କମ୍ପାନୀ
ନୂଆଦିଲ୍ଲୀ: ପାଇଲଟଙ୍କ ପାଇଁ ଖୁସି ଖବର । ବଢିଲା ପାଇଲଟଙ୍କ ଅବସର ବୟସ ସୀମା । ଟାଟା ଗ୍ରୁପର ଏକ ଅଂଶ ବନିଥିବା ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହାର ପାଇଲଟମାନଙ୍କ ଅବସର ବୟସ ବୃଦ୍ଧି କରିଛି। ଏବେ ପାଇଲଟମାନେ…
କୁକୁରଙ୍କ ଟେନସନ୍ ଖତମ୍: ଏଥର ସେଲ୍ଟର ହୋମରେ ରହିବେ ବୁଲା କୁକୁର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବୁଲା କୁକୁରମାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡ଼ାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ…
୧୫ ଅଗଷ୍ଟ ଏବଂ ଜନ୍ମାଷ୍ଟମୀରେ ସବୁ ମାଂସ ଦୋକାନ ରହିବ ବନ୍ଦ, ଏହି ସହରରେ ନିଆଗଲା ନିଷ୍ପତ୍ତି
ମୁମ୍ବାଇ: ଭାରତରେ ଏବେ ପର୍ବ ଏବଂ ଉତ୍ସବର ଋତୁ ଆରମ୍ଭ ହୋଇଛି। ଆସନ୍ତା ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହା ପରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ଆସୁଛି। ସାରା ଦେଶରେ ଏହି ବିଶେଷ ଦିନଗୁଡ଼ିକ ପାଇଁ ପ୍ରସ୍ତୁତି…
ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ, 9 ସୈନିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ 9 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି…
(VIDEO)ବଡ଼ ବିମାନ ଦୁର୍ଘଟଣା; ଏୟାରପୋର୍ଟରେ ଦୁଇ ବିମାନ ମୁହାଁ ମୁହିଁ ଧକ୍କା, ଭୟଙ୍କର ବିସ୍ଫୋରଣ ପରେ ଲାଗିଲା ନିଆଁ
ୱାଶିଂଟନ: ପୁଣି ବଡ଼ ବିମାନ ଦୁର୍ଘଟଣା । ଆମେରିକାର ମୋଣ୍ଟାନାର କାଲିସପେଲ୍ ସିଟି ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
ରିପୋର୍ଟ ଅନୁସାରେ, ବିମାନବନ୍ଦରରେ ଅବତରଣ…
(Video) ଏ କଣ କଲେ ଜୟା…ସେଲ୍ଫି ନେଉଥିବା ଫ୍ୟାନ୍ସଙ୍କୁ ଠେଲିଦେଲେ, ରାଗରେ ପଚାରିଲେ ‘What are you doing, what is…
ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟା ଜୟା ବଚ୍ଚନ ପ୍ରାୟତଃ ତାଙ୍କ ଆଚରଣ ପାଇଁ ଶିରୋନାମାରେ ରହିଥାନ୍ତି । ଏହାରି ଭିତରେ ତାଙ୍କର ନୂତନ ଭିଡିଓ ଭାଇରାଲ ହେଉଛି । ଏଥିରେ ସେ ଜଣେ ବ୍ୟକ୍ତିଙ୍କୁ ଠେଲାପେଲା କରି କହୁଛନ୍ତି -…
ମେଦ ବହୁଳତାରୁ ମୁକ୍ତି ଦେବ ଏହି ଦେଶୀ ଡ୍ରିଙ୍କ୍ସ; ପ୍ରତିଦିନ ପ୍ରସ୍ତୁତ କରନ୍ତୁ ଭିନ୍ନ ଭିନ୍ନ ରେସିପି
ଓଡ଼ିଶା ଭାସ୍କର: ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ, ସକାଳେ ଖାଲି ପେଟରେ ଲୋକେ ଜିରା ପାଣି କିମ୍ବା ମେଥି ପାଣି ପିଇବା ବହୁତ ଲାଭଦାୟକ ବୋଲି କହିଥାନ୍ତିୁ। ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା ମେଦବହୁଳତା…
ବ୍ୟବହାର ହେବନି ଆଉ ହରିଜନ ଶବ୍ଦ, ରେକର୍ଡ ପତ୍ରରେ ରହିବ ଅନୁସୂଚିତ ଜାତି
ଭୁବନେଶ୍ୱର: ବ୍ୟବହାର ହେବନି ଆଉ ହରିଜନ ଶବ୍ଦ। ଏସ୍ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଚିଠି। ସମସ୍ତ ବିଭାଗୀୟ ସଚିବଙ୍କୁ ଲେଖାଗଲା ଚିଠି।
ଏହା ସହ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଚିଠି ଲେଖାଯାଇଛି। ସମସ୍ତ…
ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ; 3ଦିନ ପ୍ରବଳ ବର୍ଷିବ, 40 କିମି ବେଗରେ ବହିବ ପବନ
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ତ୍ସଲଗ୍ନ…
ମୋଦି କ୍ୟାବିନେଟରେ 4 ନୂଆ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ, ବ୍ୟୟ ହେବ ୪ ହଜାର ୬ ଶହ କୋଟି
ଭୁବନେଶ୍ବର: ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ।
କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ…