Browsing Category

Breaking News

ଟଙ୍କା-ସୁନାରେ ହାତ ବି ମାରିଲାନି; 30 ଲିଟର ନଡ଼ିଆ ତେଲ ନେଇ ଫେରାର ହେଲା ଚୋର, ସତ ଜାଣିଲେ ଉଡ଼ିଯିବ ହୋସ୍

କେରଳ: କୋଚି (କେରଳ)ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଅଳଙ୍କାର କିମ୍ବା ଟଙ୍କା ନୁହେଁ, ନଡ଼ିଆ ତେଲ ଚୋରି କରି ଫେରାର ହୋଇଛି। ଏହା ଶୁଣିବାକୁ ଯଦିଓ ଅଜବ ଲାଗୁଛି, କିନ୍ତୁ ଏହି ଚୋରି ପଛର…

ଚାକିରି ପାଇଁ ଆସି ଶବ ହୋଇ ଫେରିଲେ, ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ହୋମାଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଖୋର୍ଦ୍ଧା ତରତୁଆ ରିଜର୍ଭ ପଡ଼ିଆରେ ଶରୀରିକ ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ । ଦୌଡ଼ୁଥିବାବେଳେ ଅସୁସ୍ଥ…

ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା; ରାକ୍ଷୀ ପୂର୍ଣ୍ଣିମାରେ ସରକାର ଦେବେ ୩ୟ କିସ୍ତି, ଏହି ସମୟରେ ଆସିବ ଟଙ୍କା

ଭୁବନେଶ୍ବର: ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଆଉ ମାତ୍ର ଗୋଟିଏ ଦିନ ବାକି । ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ…

ପୁରୁଣା ଝାଡ଼ୁ ଫୋପାଡ଼ିବା ସମୟରେ କରନ୍ତୁ ନାହିଁ ଏହି ବଡ଼ ଭୁଲ, ରାଗିଯିବେ ମା’ ଲକ୍ଷ୍ମୀ

ଓଡ଼ିଶା ଭାସ୍କର: ଏକ ସାଧାରଣ ଘରକରଣା ଜିନିଷ ପରି ମନେ ହେଉଥିବା ଝାଡୁକୁ ବାସ୍ତୁ ଏବଂ ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ପୁରୁଣା ଗ୍ରନ୍ଥଗୁଡ଼ିକରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଯେଉଁ ଘରେ ଝାଡୁର…

ରାଗିଗଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ବଢ଼ୁଥିବା ଅପରାଧକୁ ନେଇ ବସିବ ଜରୁରୀ କାଳୀନ ବୈଠକ

ଭୁବନେଶ୍ୱର: ବଢ଼ୁଥିବା ଅପରାଧକୁ ନେଇ ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ଅପରାହ୍ନରେ ବସିବ ଜରୁରୀ କାଳୀନ ବୈଠକ। ଅପରାହ୍ନ 3 ଟାରେ ଲୋକସଭା ଭବନରେ ଏହି ବୈଠକ ବସିବାକୁ ଯାଉଥିବାବେଳେ ବର୍ଷକର ତଥ୍ୟ…

ପୂର୍ବତନ ମନ୍ତ୍ରୀ ବଡିଗାର୍ଡଙ୍କ ଦବଙ୍ଗଗିରି, ବାରରେ ଭୋଜପୁରୀ ଗୀତ ନ ବାଜିବାରୁ କଲେ ଗୁଳି ବର୍ଷା

ରାଞ୍ଚି: ବାରରେ ଫୁଟିଲା ଗୁଳି । ଭୋଜପୁରୀ ଗୀତ ନ ବାଜିବାରୁ ଝାଡ଼ଖଣ୍ଡର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବାରରେ ଗୁଳି ଚଳାଇଛନ୍ତି । ଗୁଳିକାଣ୍ଡ ଘଟଣା ବାରରେ ଆତଙ୍କ ଖେଳି ଯାଇଛି । ବାର୍ ମାଲିକ…

ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା; ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ୍

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା ପୋଲିସର ସ୍ବତନ୍ତ୍ର ଟିମ ଯୁବକଙ୍କୁ ଧରିଛି । ଯୁବକ କେନ୍ଦ୍ରାପଡ଼ାର ତେରହି…

ଦଗାଦିଆ ଥାନାବାବୁ; ନାବାଳିକା ଝିଅକୁ ବାହା ହେଲେ, ମନ ଭରିଗଲାରୁ ମାଡ଼ ମାରି ଘରୁ ତଡ଼ି ଦେଲେ

ଜଗତସିଂହପୁର: ଦଗାଦେଇଦେଲେ ଥାନାବାବୁ, ବିବାହ କରି ମାଡ଼ ମାରି ଘରୁ ତଡ଼ିଦେଲେ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରରେ। ପୋଲିସ ଏସଆଇଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ। ନାବାଳିକା…

ପରିସ୍ରାରୁ ଅତ୍ୟଧିକ ଦୁର୍ଗନ୍ଧ ବାହାରୁଛି କି ? ସାବଧାନ…ହୋଇପାରେ ଏହି ବଡ଼ ରୋଗ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ପରିସ୍ରାରୁ ଏକ ଅଦ୍ଭୁତ ଗନ୍ଧ ବାହାରୁଥିବା ଅନୁଭବ କରିଥିବେ । ଯଦି ଏହା ଥରେ କିମ୍ବା ଦୁଇଥର ହୁଏ, ତେବେ ଏହା ସ୍ୱାଭାବିକ ହୋଇପାରେ । କିନ୍ତୁ ଯଦି ପରିସ୍ରାରେ ବାରମ୍ବାର କିମ୍ବା…

ଟାରିଫ୍ ବିବାଦ ମଧ୍ୟରେ ଆସିଲା ବଡ଼ ଅପଡେଟ୍, ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପ୍‌ଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ଆହୁରି ଗଭୀର ହେବାରେ ଲାଗିଛି । ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା ହେବ…