Browsing Category

Breaking News

ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା, ୨ ମୃତ, ୨ ଗୁରୁତର

ବାଲେଶ୍ୱର: ସକାଳୁ ସକାଳୁ ବାଇକ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଗୁଜୁରି ବଜାର ନିକଟରେ ଏହି ବାଇକ୍ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଅଛନ୍ତି ।…

୪ ଯୁବକଙ୍କ ଅଜବ ବୁଦ୍ଧି! ଇନସ୍ୟୁରାନ୍ସ କ୍ଲେମ୍ ପାଇବା ଲୋଭରେ ନକଲି ଭାଲୁ ସାଜି ନିଜ ଗାଡ଼ି ଉପରେ କଲେ ଆକ୍ରମଣ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜକୁ ସବୁଠାରୁ ବେଶି ବୁଦ୍ଧିଆ ଭାବି ଅର୍ଥ ପାଇବା ପାଇଁ କିଛି ଅଜବ ତରିକା ଆପଣାଇଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗାଡ଼ିର ଇନସ୍ୟୁରାନ୍ସ ପାଇବା…

କ୍ରୀଡ଼ା ଜଗତରୁ ଦୁଃଖ: ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂଙ୍କର ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଫୁଟବଲ କିମ୍ବଦନ୍ତୀ ଶେଷ ନିଃଶ୍ୱାସ ତ୍ୟାଗ…

ମାନବ ଜାତିର ସମୃଦ୍ଧ ଭବିଷ୍ୟତ ପାଇଁ ସହମତି ସୃଷ୍ଟି କରିବା ନିମନ୍ତେ ‘ସାଗରମନ୍ଥନ’ର ସଫଳତା ନିମନ୍ତେ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀରେ ଆୟୋଜିତ ପ୍ରଥମ ସାମୁଦ୍ରିକ କାର୍ଯ୍ୟକ୍ରମ - ସାଗରମନ୍ଥନ, ମହାସାଗରର ବିତର୍କର ସଫଳ ଆୟୋଜନ ବିଷୟରେ ତାଙ୍କର ବାର୍ତ୍ତା ଦେଇଛନ୍ତି ମାନବ ଜାତିର ଏକ…

ବିଶିଷ୍ଟ ସଙ୍ଗୀତଜ୍ଞ ଏଆର ରହମାନଙ୍କ ବିବାହ ବିଚ୍ଛେଦ: ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କଲେ ପତ୍ନୀ ସାୟରା

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରହମାନଙ୍କ ଡିଭୋର୍ସ ହେବ । ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ରହମାନଙ୍କ ପତ୍ନୀ ସାୟରା ଘୋଷଣା…

ରାଜନୀତିର ଖବର: ୬୨ ବର୍ଷୀୟ ପୂର୍ବତନ ବିଧାୟକ ୨୫ ବର୍ଷୀୟ ଯୁବତୀଙ୍କୁ ଦ୍ୱିତୀୟ ବିବାହ କଲେ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ୬୨ ବର୍ଷ ବୟସରେ ଜଣେ ପୂର୍ବତନ ବିଧାୟକ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ପୂର୍ବତନ ବିଧାୟକ ପୂର୍ବରୁ ବିବାହ କରିଥିବା…

ବୋତଲରେ ଥିଲା ‘ଟଏଲେଟ୍ କ୍ଲିନର’, ମଦ ଭାବି ଢ଼କ ଢ଼କ କରି ପିଇଗଲେ ବୃଦ୍ଧ, ଆଉ ତା’ପରେ…

ଉତ୍ତରାଖଣ୍ଡର ପୌଡୀ ଜିଲ୍ଲାରେ ନିଶା ଅବସ୍ଥାରେ ଜଣେ ବୃଦ୍ଧ ମଦ ଭାବି ‘ଟଏଲେଟ୍ କ୍ଲିନର’ ପିଇଦେଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତକଙ୍କ ନାମ ୬୭ ବର୍ଷିୟ ଭଗବାନ୍ ସିଂ, ଯିଏ ଜାମଲା ଗାଁର ବାସିନ୍ଦା ଥିଲେ ।…

ଶିବଲିଙ୍ଗ ଉପରେ ଅଭିଷେକ ସମୟରେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍, ଘଟଣାସ୍ଥଳରେ ହିଁ ମୃତ୍ୟୁ-Video

ଗୁଜୁରାଟର ଭାଲସାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ ହୋଇଛି । ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କଟକ ବାଲିଯାତ୍ରାର ଅବଧି ଗୋଟିଏ ଦିନ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଥିଲା । ଏନେଇ ମଧ୍ୟ ସମସ୍ତ…

ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା, ପର୍ଯ୍ୟବେକ୍ଷକଙ୍କୁ କରାଗଲା ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲିଠାରୁ ବରଗଡ଼ ଏବଂ ଗୁରୁବାରଠାରୁ ସମ୍ବଲପୁରରେ ଧାନକିଣା ଆରମ୍ଭ ହେବ…