Browsing Category

Breaking News

ଆଜି ପୁରୀ ଆସିବେ ୧୫ ଲକ୍ଷ ଶ୍ରଦ୍ଧାଳୁ, ସୁନାବେଶକୁ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ। ନିଜର ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଏହି ସୁନାବେଶ ଦେଖିବା ଲାଗି ପୁରୀରେ ଆଜି ଜନସମୁଦ୍ର ଦେଖିବାକୁ ମିଳିବ। ସୁନାବେଶକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା…

ଯୁଦ୍ଧ ହେଲେ ଏହି ଶତ୍ରୁ ଦେଶ ଛାଡ଼ିବ ବିପଜ୍ଜନକ ଭାଇରସ, ଚିନ୍ତାରେ ସାରା ବିଶ୍ବ …

ଓଡ଼ିଶା ଭାସ୍କର: ଗତ କିଛି ବର୍ଷ ମଧ୍ୟରେ, ଜୈବିକ ଅସ୍ତ୍ରକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢିବାରେ ଲାଗିଛି । ବିଶେଷକରି କୋଭିଡ୍-19 ଭଳି ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । କିନ୍ତୁ ଏବେ ଆଉ ଏକ ଆଶଙ୍କା…

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି; 7ରେ ନାମାଙ୍କନ, 8ରେ ଫଳାଫଳ

ଭୁବନେଶ୍ବର: ଜୁଲାଇ 8ରେ ଓଡ଼ିଶା ବିଜେପି ପାଇବ ନୂଆ ମୁଖିଆ । ଘୋଷଣା ହେବ କିଏ ହେବେ ବିଜେପି ସଭାପତି । ଏନେଇ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ନିର୍ବାଚନ ପାଇଁ…

ସୋସିଆଲ ମିଡିଆରେ ଭ୍ୟୁଜ୍ କ୍ରେଜ୍: ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ, ଆଉ ତା’ପରେ…

ବୌଦ୍ଧ: ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁଜ୍ ନିଶାରେ ଏବେ ଯୁବପୀଢୀ । ଫେମସ ହେବାର ନିଶା ଯେ କେତେ ଭୟଙ୍କର ହୋଇପାରେ ତାର ଆଶ୍ଚର୍ଯ୍ୟଜନକ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ତିନି ଜଣ ନାବାଳକ ଏକ…

ବ୍ରିକ୍ସରୁ ଭାରତକୁ କ’ଣ ଫାଇଦା ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ରାଜିଲ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ବ୍ରିକ୍ସ ଶିଖର ସମ୍ମେଳନରେ ଯୋଗ ଦେବା ପାଇଁ ଜୁଲାଇ ୫, ୨୦୨୫ରେ ବ୍ରାଜିଲର ରିଓ ଡି ଜେନେରୋରେ ପହଞ୍ଚିଛନ୍ତି। ଜୁଲାଇ ୬ ଓ ୭ ତାରିଖରେ ଅନୁଷ୍ଠିତ ଏହି ସମ୍ମେଳନ…

ଇଂଲଣ୍ଡରେ ‘ବୈଭବ’ ବିସ୍ଫୋରଣ: ଭାଙ୍ଗିଲେ 12 ବର୍ଷର ପୁରୁଣା ରେକର୍ଡ, ବାବର ଆଜମଙ୍କୁ ବି ପଛରେ ପକାଇଲେ

ନୂଆଦିଲ୍ଲୀ: ଇଂଲଣ୍ଡରେ ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ। ଭାରତ ଅଣ୍ଡର 19 ପାଇଁ ଖେଳୁଥିବା 14 ବର୍ଷୀୟ ଜଣେ ପ୍ରତିଭାଶାଳୀ ବ୍ୟାଟର ବୈଭବ ଇଂଲଣ୍ଡ ଅଣ୍ଡର ୧୯ ଦଳ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ।…

‘ଆମେରିକା ପାର୍ଟି’-ମସ୍କଙ୍କ ନୂଆ ରାଜନୈତିକ ଦଳ, ପଲିଟିକାଲ ମୈଦାନରେ ଟ୍ରମ୍ପଙ୍କୁ ଦେବେ ସିଧା ଟକ୍କର

ନୂଆଦିଲ୍ଲୀ: ଆମେରିକାର ୨୪୯ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁ ଚର୍ଚ୍ଚିତ "One Big Beautiful" ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହି ସମୟରେ, ତାଙ୍କର ପୂର୍ବତନ ସହଯୋଗୀ ତଥା ଶିଳ୍ପପତି…

ଦଲାଇ ଲାମାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ , କହିଲେ- ଆପଣ ପ୍ରେମ, କରୁଣା, ଧୈର୍ଯ୍ୟ ଓ ନୈତିକ ଅନୁଶାସନର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିବ୍ବତୀୟ ଆଧ୍ୟାତ୍ମିକ ନେତା ତଥା ୧୪ତମ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନ ଅବସରରେ ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଜୁଲାଇ ୬, ୨୦୨୫ରେ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଆଜି ଖୋଲିବ ହୀରାକୁଦର 12ଟି ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ । ଜଳଭଣ୍ଡାରରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ସକାଳ 10ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର 7…

ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ମାରିଦେଲେ!

ବାଲେଶ୍ୱର: ମହିଳାଙ୍କୁ ଜାଳିଦେଲେ! ଘର ଭିତରୁ ଉଦ୍ଧାର କରାଗଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଟାଉନ ଥାନା ବଙ୍କାଖଜୁରୀ ଗାଁରେ। ମହିଳା ଜଣଙ୍କ…