Browsing Category
Breaking News
ସମ୍ଭାଲ ହିଂସା ସହ ପାକିସ୍ତାନୀ ସଂପୃକ୍ତି: ବ୍ୟବହୃତ ବିଦେଶୀ ଗୁଳି-ପିସ୍ତଲ ଠାବ କଲା ତଦନ୍ତକାରୀ ଟିମ୍
ନୂଆଦିଲ୍ଲୀ: ଜାମା ମସଜିଦ ସର୍ଭେ ସମୟରେ ହଙ୍ଗାମାରେ ଏକ ୯ ଏମଏମ ପିସ୍ତଲ ମଧ୍ୟ ବ୍ୟବହୃତ ହୋଇଥିଲା। ମଙ୍ଗଳବାର ପୁଲିସ ତଦନ୍ତ ବେଳେ ମୋହଲ୍ଲା କୋଟଗାର୍ଭିର ଟାଙ୍କି ରୋଡ୍ ରେ ଥିବା ଏକ ଅଳିଆ ଗଦା ଭିତରୁ ପାକିସ୍ତାନ…
ଉତ୍କଳ ହସ୍ପିଟାଲର ପ୍ରଥମ Cadaveric kidney ପ୍ରତିରୋପଣରେ ସଫଳତା
ଭୁବନେଶ୍ବର: ଭୁବେଶ୍ବର ନିଳାଦ୍ରୀ ବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍ କିଡନୀ ପ୍ରତିରୋପଣ ସଫଳତାର ସମ୍ପନ୍ନ ହୋଇଛି। ଜଣେ ମହିଳା, ବୟସ ୩୬ ଅନେକ…
ଆଖିର ଏହି ଭୟଙ୍କର ରୋଗ, ୮ ଦିନରେ ହୁଏ ରୋଗୀଙ୍କ ମୃତ୍ୟୁ: ଜାଣି ରଖନ୍ତୁ ରୋଗର କାରଣ ଓ ଉପଚାର
ନୂଆଦିଲ୍ଲୀ: କରୋନା ଏବଂ ମଙ୍କିପକ୍ସକୁ ସାମନା କରି ବିଜୟ ହାସଲ କରିଛି ପୃଥିବୀ । ଏଭଳି ଦୁଇଟି ଭୟଙ୍କର ରୋଗକୁ ଅତିକ୍ରମ କରି ଆମେରିକା ଏବଂ ଭାରତ ଭଳି ରାଷ୍ଟ୍ର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ…
ବିଧାୟକଙ୍କର ଦରମା ଓ ପେନସନ୍ ବଢ଼ିବ: ଗଠନ ହେଲା ନୂଆ କମିଟି, ବିଧାନସଭାରେ ସୂଚନା ଦେଲେ ବାଚସ୍ପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନଙ୍କର ଦରମା ଓ ପେନସନ୍ ବଢ଼ିବ । ଏନେଇ ନୂଆ କମିଟି ଗଠନ ହୋଇଛି । ଏ ବାବଦରେ ବିଧାନସଭା ଗୃହରେ ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଦରମା ଓ ପେନସନ ବୃଦ୍ଧି…
ରାଜନୈତିକ ଅସ୍ଥିରତା ଭିତରେ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସଂସଦକୁ ନିୟନ୍ତ୍ରଣ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ପ୍ରକାଶ କରିବା ଏବଂ ସରକାରଙ୍କୁ ପଙ୍ଗୁ କରିବା ଭଳି କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ କରି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍…
ଡିସେମ୍ବର ୪ରେ ସ୍କୁଲ ଛୁଟି ଘୋଷଣା: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…
ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ: ଆଗଭଳି ମାର୍କେଟକୁ ଆସିବ ଆଳୁ
କୋଲକାତା: ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ । କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ଆଳୁ ବ୍ୟବସାୟୀ । ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ । କାଲିଠୁ ଶୀତଳ ଭଣ୍ଡାରରୁ…
ଖୁସି ଖବର, ଓଡ଼ିଶାକୁ ୭୩,୭୨୩ କୋଟିର ଉପହାର: ଆରମ୍ଭ ହେବ ୮ଟି ନୂଆ ରେଳ ପ୍ରକଳ୍ପ
ଭୁବନେଶ୍ୱର: ଓଡ଼ିଶାକୁ ଏକ ବଡ଼ ଉପହାର ଦେଇଛି କ୍ୟାବିନେଟ । ଓଡ଼ିଶାରେ ୮ଟି ନୂଆ ରେଳ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ରେଳ ବିକାଶ କରିବା ପାଇଁ ମୋଟ ୭୩,୭୨୩ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି…
ଟିମ୍ ଇଣ୍ଡିଆ ପାଇଁ ହ୍ୟାଟ୍ରିକ୍ ଖୁସି: ଆଉ ୨ଟି ଟେଷ୍ଟରେ ଜିତିଲେ WTC ଫାଇନାଲରେ ପହଞ୍ଚିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍…
ପ୍ରାଇଭେଟ ଚାକିରିଆଙ୍କ ମୂଳ ବେତନ ସୀମା ବଢାଇବେ ସରକାର: ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ: ପ୍ରାଇଭେଟ କ୍ଷେତ୍ରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ କର୍ମଚାରୀଙ୍କ ମାସିକ…