fbpx
BSKY
BJD SHG SKY
BJD YOUTH SKY
Browsing Category

Breaking News

ଖାଲିପାଦରେ ଦୁଇକିମି ଚାଲି ଥାନାରେ ପହଁଚିଲା ପୁଅ, କହିଲା ମୋ ବାପାଙ୍କ ଠାରୁ ମାଆଙ୍କୁ…

ନୂଆଦିଲ୍ଲୀ:ତୁମେ ମୋ ମାଆ ଙ୍କୁ , ବାପା, ଜେଜେବାପା ଏବଂ ଜେଜେମା’ଙ୍କ ଠାରୁ ରକ୍ଷା କର। ସୋମବାର ଦିନ ଏକ ପାଞ୍ଚ ବର୍ଷର ଶିଶୁ ଦୁଇ କିଲୋମିଟର ଚାଲିବା ପରେ ଥାନାର ଦ୍ୱାରସ୍ତ ହେଇଥିଲା। ଯେଉଁଠାରେ ସେ ତା ମାଆଙ୍କୁ…

UIDAI ଆଣିଲା ନୂଆ ସେବା, ଏଣିକି ଆପଣଙ୍କ ଆଧାର ସହ କେଉଁ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଆଧାର ସହିତ ଲିଙ୍କ୍ ରହିଛି ସହଜରେ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ କେଉଁ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଆପଣଙ୍କ ଆଧାର ସହିତ ଲିଙ୍କ୍ ହୋଇଛି, ଆପଣ ଏହାକୁ ସହଜରେ ଯାଞ୍ଚ କରି ପାରିବେ । UIDAI (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ନାଗରିକଙ୍କ…

ଲିଷ୍ଟେରିଆ ଭୟ: ବଜାରରୁ ବିପୁଳ ମାତ୍ରାରେ ପ୍ରଡକ୍ଟ ଫେରାଇ ନେଲା କାଡବରୀ, କିଣିଥିଲେ ନଖାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଲିଷ୍ଟେରିଆ ଭୟରେ ବ୍ରିଟେନ୍ ବଜାରରୁ ବିପୁଳ ମାତ୍ରାରେ ପ୍ରଡକ୍ଟ ଫେରାଇ ନେଇଛି କାଡବରୀ ଚକୋଲେଟ । ଏହା ସହିତ ଏହି ବ୍ୟାଚ୍‌ର ପ୍ରଡକ୍ଟ କିଣିଥିବା ଲୋକମାନଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି ଏବଂ ଏହାକୁ…

ଦେବାଳିଆ ହୋଇପାରେ ଦେଶର ଆଉ ଏକ ବିମାନ କମ୍ପାନୀ! ୩ ଏବଂ ୪ ତାରିଖରେ ସମସ୍ତ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଦେଶର ଆଉ ଏକ ଏୟାର ଲାଇନ୍ କମ୍ପାନୀ ଦେବାଳିୟା ସ୍ଥିତିର ସମ୍ମୁଖିନ ହୋଇପାରେ। ଘରୋଇ କ୍ଷେତ୍ରର ଏୟାରଲାଇନ୍ ଗୋ ଫାଷ୍ଟ(Go First) ଫଣ୍ଡ ସମସ୍ୟା ପାଇଁ ମେ ୩ ଏବଂ ୪ ତାରିଖରେ ନିଜର ଫ୍ଲାଇଟ୍ ଅପରେସନ୍ ବନ୍ଦ…

୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ହେବାକୁ ଯାଉଛି ଏହି ବର୍ଷର ମହାସଂଯୋଗ; ମାଲାମାଲ ହେବେ ଏହି ରାଶି, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ନୂଆଦିଲ୍ଲୀ: ମଇ ୫, ୨୦୨୩ ରେ, ବୁଦ୍ଧ ପୂର୍ଣ୍ଣିମା ହେବାକୁ ଯାଉଛି। ଦେଖବାକୁ ଗଲେ ପ୍ରାୟ ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମା ଦିନ ଏହି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ କିଛି ରାଶିଙ୍କ ପାଇଁ…

ଝାଡୁର ଏହି ଚମତ୍କାର ଆପଣଙ୍କୁ କ୍ଷଣିକରେ ଧନୀ ତ ପୁଣି କ୍ଷଣିକରେ କରିଦେବ ଦାଣ୍ଡର ଭିକାରୀ , ବାସ ଜାଣି ନିଅନ୍ତୁ ଏହାର କିଛି ନିୟମ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦେବୀ ଲକ୍ଷ୍ମୀ ଝାଡୁରେ ରୁହନ୍ତି ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଝାଡୁ ବିଷୟରେ ଅନେକ ନିୟମ ଅଛି । କିନ୍ତୁ କେବଳ ଘରର ମଇଳା ନୁହେଁ ବରଂ ତୁମର ଦାରିଦ୍ର୍ୟକୁ ମଧ୍ୟ ଦୂର କରିବାରେ…

ରାହୁଲ ଗାନ୍ଧୀଙ୍କୁ ଝଟକା: ‘ମୋଦୀ ସରନେମ୍’ ମାମଲାରେ ମିଳିଲାନି ଆଶ୍ବସ୍ତି, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: 'ମୋଦୀ ସରନେମ୍' ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା। ଏହି ମାମଲାରେ ପୁନର୍ବିଚାର କରିବାକୁ ରାହୁଲଙ୍କ ଆବେଦନ ଉପରେ ସୁରତ କୋର୍ଟ ରାୟକୁ ସଂରକ୍ଷିତ…

କମ ବୟସରେ ମୃତ୍ୟୁର କାରଣ ମାଇକ୍ରୋପ୍ଲାଷ୍ଟିକ୍ସ! ଏହାର ବ୍ୟବହାର ପାଇଁ ନଷ୍ଟ ହେଉଛି ମଣିଷ ଅଙ୍ଗ

ନୂଆଦିଲ୍ଲୀ: ସକାଳୁ ଉଠିବା ଠାରୁ ଆରମ୍ଭ କରି ଦାନ୍ତ ଘଷିବା ପର୍ଯ୍ୟନ୍ତ ଆମେ ଦିନସାରା ଅନେକ ଉପାୟରେ ପ୍ଲାଷ୍ଟିକ୍ ବ୍ୟବହାର କରୁ । ପନିପରିବା ବ୍ୟାଗଠାରୁ ଆରମ୍ଭ କରି ଖାଦ୍ୟ ପ୍ୟାକେଜିଂ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍…

କଲମା ବ୍ୟାରେଜ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଆଜି ଛତିଶଗଡ଼ର କଲମା ବ୍ୟାରେଜ ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ସଦସ୍ୟମାନେ…

ଚିଲିକାରେ ଚାଲିବ ସୌରଶକ୍ତି ଏବଂ ବିଦ୍ୟୁତ୍‍ ଚାଳିତ ନୌକା: କେନ୍ଦ୍ରୀୟ ଢାଞ୍ଚାରେ ନୌକା ଅଧିନିୟମ ଆଣିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ପରେ ଓଡ଼ିଶା ନୌକା ଆଇନ ବଦଳିବାକୁ ଯାଉଛି । ଆସନ୍ତା ୨ ମାସ ଭିତରେ ରାଜ୍ୟ ସରକାର ଓଡ଼ିଶା ନୌକା ଅଧିନିୟମ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହିଅଧିନିୟମ…