fbpx
Browsing Category

Breaking News

ବୁର୍କିନା ଫାସୋରେ ଥମୁନି ହିଂସା: ଜିହାଦୀମାନେ କଲେ ପୁନର୍ବାର ଆକ୍ରମଣ, ୪୦ ମୃତ୍ୟୁ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଜିହାଦୀମାନେ ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଏକ ବଡ଼ ଅଘଟଣ କରିଥିବା କଥା ସାମ୍ନାକୁ ଆସିଛି। ଜିହାଦୀମାନେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହା ବୁର୍କିନା ଫାସୋ ରାଜ୍ୟପାଳ ନିଜେ ସୂଚନା…

ବାଜିଲା ସତର୍କଘଣ୍ଟି ! କରୋନା ପାଇଁ ଚାଲି ଯାଉଛି ଲୋକଙ୍କ ଶୁଣିବା ଶକ୍ତି, ରିସର୍ଚ୍ଚରୁ ମିଳିଲା ଏଭଳି ବଡ଼ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ 10 ହଜାରରୁ ଅଧିକ ମାମଲା ଦେଖାଯାଉଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି କରୋନା ଆଉ ବିଗତ ବର୍ଷ ଭଳି ବିପଦଜନକ ନୁହେଁ । କିନ୍ତୁ ଚିନ୍ତାର…

ପୁଣି ଭୂକମ୍ପ : ସୋମବାର ସକାଳୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ଏତିକି ଥିଲା ତୀବ୍ରତା…

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ତୁର୍କୀକୁ ପୁଣି ଭୂକମ୍ପ ଝଟକା ଲାଗିଛି ।  ସୋମବାର ସକାଳେ ତୁର୍କୀର ଆଫସିନ୍, ଦକ୍ଷିଣ-ପଶ୍ଚିମ ଦିଗରେ ୨୩ କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି, ଯାହାର ତୀବ୍ରତା…

ଘର ସାମ୍ନାରେ ଥିବା ମସଜିଦର ଲାଉଡସ୍ପିକର ଶବ୍ଦ ପାଇଁ ଶୋଇପାରିଲେ ନାହିଁ ବୃଦ୍ଧ, ବାରମ୍ଵାର ଅଭିଯୋଗ ପରେ ଶେଷରେ ହାଇକୋର୍ଟଙ୍କ ଲୋଡିଲେ ସାହାଯ୍ୟ

ନୂଆଦିଲ୍ଲୀ: ଉଚ୍ଚ ସ୍ୱରରେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣକୁ ନେଇ ଅନେକ ଥର ସ୍ୱର ଉତ୍ତୋଳନ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିୟନ୍ତ୍ରଣ ସମ୍ଭବ ହେଇ ନାହିଁ । ଲାଉଡ଼ସ୍ପିକର ବିବାଦ ପ୍ରଥମ ନୁହେଁ ଏହା…

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ

ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି…

ଭୁବନେଶ୍ୱର, କଟକ, ପୁରୀ ବାସିନ୍ଦା ସାବଧାନ: ୩ଟି କେନାଲ ଜଳ ଗାଧୋଇବା ଯୋଗ୍ୟ ନୁହେଁ, ପିଇବା କଥା ଛାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ…

ଓଡ଼ିଶାକୁ ଅନ୍ତର୍ଜାତୀୟ ପୁରସ୍କାର: ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଆମେରିକାରୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର…

ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ: ୨ଟି କମିଟି ଗଠନ କଲା BJP, ୨୨ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର…

ଦିଲ୍ଲୀ ଅବକାରୀ ନୀତି ମାମାଲ: ୯ ଘଣ୍ଟା ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ

ନୁଆଦିଲ୍ଲୀ: ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମାଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ଶେଷ ହୋଇଛି । ସିବିଆଇ କାର୍ଯ୍ୟାଳୟରେ ଦିର୍ଘ ୯ ଘଣ୍ଟା ପ୍ରଶ୍ନ ଉତ୍ତର ପରେ ଅରବିନ୍ଦ କେଜ୍ରିବାଲ ସିବିଆଇ କାର୍ଯ୍ୟାଳୟ…

ଭାରତୀୟ ଘରୋଇ କ୍ରିକେଟରେ ବଢିଲା ପୁରସ୍କାର ରାଶି, ଜୟ ଶାହା କଲେ ଐତିହାସିକ ଘୋଷଣା

ମୁମ୍ବାଇ: ଭାରତରେ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି । ଯାହାଦ୍ୱାରା ଘରୋଇ କ୍ରିକେଟ୍‌କୁ ଏକ ନୂଆ ଉର୍ଜା ଏବଂ…