fbpx
Browsing Category

Breaking News

NSCSର ବଡ଼ ଖୁଲାସା: ଚୀନ କମ୍ପାନୀ ସହ ୨୦୦ କୋଟିର ଡିଲ୍ କରିଛି ଭୋଡ଼ାଫୋନ!

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦…

ଓଡ଼ିଆ ଝିଅଙ୍କୁ ନେଇ ବଲିଉଡରେ ଚର୍ଚ୍ଚା: ଓଡ଼ିଆ ଭାଷାରେ ରିଲିଜ୍ ହେବ ‘Sir Madam Sarpanch’ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଝିଅ ଆରତୀ ଦେବୀଙ୍କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ାର ପୂର୍ବତନ ସରପଞ୍ଚ ଆରତୀ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ…

ଆସନ୍ତାକାଲି ଠାରୁ ଖୋଲିବ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି: ଗ୍ରୀଷ୍ମର ପ୍ରକୋପ ବଢ଼ିଲେ ହେବ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ଗରମର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଫଳରେ ଜନସାଧାରଣ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ସେଥିପାଇଁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଲି ବୋତଲ, ଓଦା…

ଯାଇଥିଲେ ଚାକିରି ପାଇଁ, ଫେରିଲେ ଶବ ହୋଇ: ଦୁବାଇ ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । ପ୍ରତିବର୍ଷ ଅର୍ଥ ରୋଜଗାରର ଲକ୍ଷ୍ୟ ନେଇ ବିଦେଶକୁ ହଜାର ହଜାର ଭାରତୀୟ ଯୁବକ, ଯୁବତୀ ଚାକିରି ସନ୍ଧାନରେ ଯାଇଥାନ୍ତି । ଆମେରିକା, କାନାଡ଼ା,…

Data Entry Operator ଓ ଲ୍ୟାବ ଆଟେଣ୍ଡାଣ୍ଟ ପଦ ଖାଲି: ଆସନ୍ତା ୨୪ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଜୈବିକ ପ୍ରତିଷ୍ଠାନ (ଏନଆଇବି) ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ସହଯୋଗୀ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଓ…

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ 186 ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା, ଆଇପିଏଲରେ ପ୍ରଥମ ଶତକ ହାସଲ କଲେ ଭେଙ୍କଟେଶ ଆୟାର

ମୁମ୍ବାଇ: ଆଜି ସପ୍ତାହନ୍ତରେ ଆଇପିଏଲ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋଲକାତା ପାଇଁ ଭେଙ୍କେଟେସ୍ ଆୟର…

ଅତିକ ଅହମଦ ହତ୍ୟା ମାମଲା: ନ୍ୟାୟିକ କମିଶନ ଗଠନ କଲେ ୟୁପି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ରାତିରେ ତିନିଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ । ସାମ୍ବାଦିକ ବେଶରେ ଆସିଥିବା ଶୁଟରମାନେ ପ୍ରୟାଗରାଜର ଏକ ମେଡିକାଲ ବାହାରେ ଅତିକ ଓ…

ଦିଲ୍ଲୀ ଅବକାରୀ ନୀତି ମାମଲା: ସିବିଆଇ କାର୍ଯ୍ୟାଳୟ ବାହାରେ ବିରୋଧ କରୁଥିବା ସମସ୍ତ AAP ନେତାଙ୍କୁ ଅଟକ ରଖିଲା ପୋଲିସ

ନୁଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟୀ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଜି ସିବିଆଇ ପଚରା ଉଚରା କରୁଛି । ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଜେରାକୁ ବିରୋଧ କରି ଆପ୍ ନେତା…

ଓଡ଼ିଶାରୁ ଆବିଷ୍କାର ହେଲା ନୂଆ ପ୍ରଜାତିର ମାଛ: CEO ଏବଂ ZSI ଗବେଷକଙ୍କ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଧରିତ୍ରୀ ବକ୍ଷରେ ବହୁ ପ୍ରଜାତିର ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ସାମୁଦ୍ରିକ ପ୍ରାଣୀ ରହିଛନ୍ତି । ତେବେ ବିଶ୍ୱରେ ଏପରି ଅନେକ ଜୀବ ରହିଛନ୍ତି, ଯେଉଁମାନଙ୍କ ବିଷୟରେ ଆଜି ଆମେ…

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ଶୋଇଥାନ୍ତି : ରିସର୍ଚ୍ଚରୁ ଖୁଲାସା

ଭଲ ସ୍ୱାସ୍ଥ୍ୟ ପାଇଁ ଯେପରି, ଉତ୍ତମ ଖାଦ୍ୟ, ପାନୀୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଜୀବନଶୈଳୀ ଯେପରି ଆବଶ୍ୟକ, ସେହିପରି, ନିଦ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ । କର୍ମମୟ ଜୀବନରେ ବିଶ୍ରାମ ନେବା…