fbpx
Browsing Category

Breaking News

ଭାରତରେ ପ୍ରଥମଥର ଡିଜିଟାଲ ହେବ ଜଣଗଣନା, ମୋବାଇଲ ଫୋନରେ ଦେଇପାରିବେ ସୂଚନା

ନୂଆଦିଲ୍ଲୀ: ଡିଜିଟାଲ ଜଣଗଣନା ମାଧ୍ୟମରେ ନିଜ ପରିବାର ସଦସ୍ୟଙ୍କ ସୂଚନା ବଦଳାଇବା ସହିତ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଓ ପରିବାର ସଦସ୍ୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବାରେ ଆପଣ ସକ୍ଷମ ହେବେ । ଏହିପରି ଜନଗଣନା କରିବାକୁ…

ଅଶୁଭ ସୋମବାର! ଘଟିଗଲା ଦୁଇଟି ବଡ଼ ଦୁର୍ଘଟଣା, ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହିପାରିବେ ନାହିଁ । ଆଜିକାଲି ଜନଗହଳିପୂର୍ଣ୍ଣ ରାସ୍ତାଘାଟରେ ମଦ୍ୟପାନ, ଅସାବଧାନତା ଆଦି କାରଣରୁ ଅନେକ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଟ୍ରେନ…

ଓଡ଼ିଶାରେ ଦେଖିବାକୁ ମିଳିଲା ‘ଦି କେରଳ ଷ୍ଟୋରି’ର ସତ କାହାଣୀ! ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଗଲା, ରାଜି ନ ହେବାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଦି କେରଳ ଷ୍ଟୋରି’କୁ ସାରା ଦେଶରେ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଫିଲ୍ମକୁ ବ୍ୟାନ କରିବା ପାଇଁ କେରଳ ହାଇକୋର୍ଟରେ ଯାଚିକା ମଧ୍ୟ ଦାୟର ହୋଇଥିଲା…

ପୁଟିନଙ୍କ ସହ ମିଟିଂ ପରେ ହସ୍ପିଟାଲରେ ଭର୍ତ୍ତି ବେଲାରୁଷ ରାଷ୍ଟ୍ରପତି, ଜହର ଦିଆଯାଇଥିବାର ଆଶଙ୍କା

ମସ୍କୋ:ରୁଷରୁ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଳୁକାସେଙ୍କୋଙ୍କୁ ତତ୍୍କାଳ ମସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ନିଜର ରୁଷୀୟ ସମକକ୍ଷ ବ୍ଲାଦିମିର ପୁଟିନଙ୍କ ସହ…

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା କ’ଣ? କେଉଁମାନେ ଏବଂ କିପରି ପାଇବେ ଏହାର ଫାଇଦା

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି ୧୮ଟି ପ୍ରସ୍ତାବ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ହେଉଛି 'ମୋ ଘର' ଯୋଜନା । ଏହି ବୈଠକରେ ସରକାର…

ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ: ପରବର୍ତ୍ତୀ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସରୁଛି ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗତ ୨୦୧୮ ମସିହା ମେ ମାସ ୨୯ ତାରିଖରେ ପ୍ରଫେସର ଲାଲ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ…

Video: ୪୦ ଥର ଛୁରୀ ଭୁଷି ଓ ପରେ ପଥରରେ ଛେଚି ହତ୍ୟା, ପୋଲିସ କହୁଛି ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ

ନୂଆଦିଲ୍ଲୀ:ରାଜଧାନୀ ନୂଆଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଜଣେ ନାବଳାଳିକାଙ୍କୁ ହତ୍ୟା କରାଯାଇଛି । ଏହି ନୃଶଂସ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ହତ୍ୟାକାରୀ ନାବାଳିକାଙ୍କୁ ଥରେ…

ବିନା ଆଇଡିରେ ୨୦୦୦ ନୋଟ୍ ବଦଳାଇବା ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍ଲିପ୍ ଏବଂ ପରିଚୟ ପତ୍ର ବିନା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅନୁମତି ଦେଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପରିଚୟ ପ୍ରମାଣ ବିନା ୨୦୦୦ ଟଙ୍କା ନୋଟ୍ ବଦଳାଇବା ପାଇଁ ଆରବିଆଇ…

ଚାରିଆଡ଼େ ବଜ୍ରକାପ୍ତା ଚୋରା ଚାଲାଣ ବଢ଼ୁଛି କାହିଁକି: ବଜ୍ରକାପ୍ତା ଶରୀରରେ କ’ଣ ରହିଛି, ଏହି ଜୀବକୁ କ’ଣ ପାଇଁ ଶିକାର କରାଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜ୍ରକାପ୍ତା ପରି ଏକ ସ୍ତନ୍ୟପାୟୀ ପ୍ରାଣୀ ସାଧାରଣରେ ଦେଖିବା ଖୁବ୍ ବିରଳ । ବଜ୍ରକାପ୍ତର ଶରୀରରେ ବଡ଼ ବଡ଼ କାତି ରହିଛି ଯାହାକି ତା’ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଯଦି କେହି…

ଅନର କିଲିଂର ଭୟଙ୍କର ମାମଲା, ବାପା ଓ ଭାଇ ମିଶି ଯୁବତୀଙ୍କୁ ରଶିରେ ବାନ୍ଧି ଫିଙ୍ଗିଦେଲେ ନିଆଁକୁ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ଭୟଙ୍କର ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ନିଆଁରେ ଜଳାଇ ଦିଆଯାଇଛି । ଏହା ଏକ ଅନର କିଲିଂ ବୋଲି ପୋଲିସ ଗତକାଲି ସୂଚନା…