CHARIDHAM
Browsing Category

Breaking News

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କ ନାମ ଘୋଷଣା କରାଯାଇଛି । ରାହୁଲ ଦ୍ରାବିଡ଼ ଏହି ସିରିଜ ପାଇଁ କୋଚିଂ କରିବେ ନାହିଁ ।…

କ୍ରିକେଟରେ ହାରିଲେ ଭାରତ-ପାକିସ୍ତାନ: ପ୍ରଶଂସକଙ୍କ ହୃଦୟ ଭାଙ୍ଗିଲା, ବାଜି ମାରିଲେ ଛୋଟ ଟିମ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମ୍ୟାଚ ସବୁବେଳେ…

OPSC ଜାରି କଲା ମେଡିକାଲ ଅଫିସର ପରୀକ୍ଷା ଫଳ: ୨୩୯୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ଅଫିସର ପଦର ପରୀକ୍ଷା ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ନଭେମ୍ବର ମାସ ୮ ତାରିଖରେ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ମୋଟ…

ଶକ୍ତିଶାଳୀ ହେବ ଗ୍ରାମ୍ୟ ଅର୍ଥନୀତି: ରାଜ୍ୟର ୮୨ଟି ବ୍ଲକରେ ନିର୍ମାଣ ହେବ ଶିଳ୍ପ ପାର୍କ, ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମ୍ୟ ଅର୍ଥନୀତିର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ ଅନେକ ଯୋଜନା ହାତକୁ ନେଉଛନ୍ତି । ତେବେ ଗ୍ରାମାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା, ଲୋକଙ୍କୁ…

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମାକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ…

ପ୍ରଥମେ ଦୁଇ ପିଲା ଓ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ, ଶେଷରେ ନିଜେ ଜୀବନ ହାରିଲେ

ଆନ୍ଧ୍ରପ୍ରଦେଶ: ପରିବାରକୁ ଶେଷ କରିବା ପରେ ନିଜେ ଆତ୍ମହତ୍ୟା କରିବା ଭଳି ଘଟଣା ଆଜି ସାମ୍ନାକୁ ଆସିଛି । ଏଭଳି ଏକ ହୃଦୟ ବିଦାରକ ପଦକ୍ଷେପ ନେଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ଜିଲ୍ଲାପାଳଙ୍କ ପିଏସଓ । ମୃତକ ଜଣଙ୍କ ହେଲେ…

ଆମେ ଚାହୁଁନାହୁଁ ଭଡ଼ାରେ କୋଳ ଦେଉଥିବା ଦେଶ ହେଉ ଭାରତ: ସରୋଗେସି ମାମଲାରେ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସରୋଗେସିର ଧାରା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ଏକ ଦମ୍ପତିଙ୍କ ସରୋଗେସି…

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଅଭିନବ ବନ୍ଧୁତ୍ବ ମାଧ୍ୟମରେ ନବସୃଜନ ଇକୋସିଷ୍ଟମକୁ ବୃଦ୍ଧି…

ସେନାରେ ବାହାରିବାକୁ ଯାଉଛି ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂତନ ବର୍ଷରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିପାରିବେ।…

ଅସୁରକ୍ଷିତ କୋର୍ଟ ପରିସର: ଶୁଣାଣି ପାଇଁ ଆସିଥିବା କଏଦୀଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଚାରପତିଙ୍କ ସାମ୍ନାରେ ହାଜର କରିବା ପାଇଁ ନିଆଯାଉଥିବା କଏଦୀଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣା…