
Browsing Category
Breaking News
ହଷ୍ଟେଲରେ ବମ୍ ତିଆରି ବେଳେ ହଠାତ୍ ବିସ୍ଫୋରଣ, ଛାତ୍ର ଗୁରୁତର
ଓଡ଼ିଶା ଭାସ୍କର: ହଷ୍ଟେଲରେ ପିଜି ଛାତ୍ରଙ୍କ ଅଜବ କାରନାମା। ପାଠ ପଢ଼ିବା ବଦଳରେ ବମ୍ ତିଆରି କରୁଥିଲେ ଛାତ୍ର। ଭିଡ଼ୁ ଭିଡ଼ୁ ଅଚାନକ ଫୁଟିଲା ବମ୍, ଛାତ୍ର ଗୁରୁତର। ସୂଚନା ଅନୁସାରେ ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ…
ଏକ ବିରଳ ଓ ଭୟଙ୍କର ଘଟଣା: ଛିଙ୍କକୁ ରୋକିବାରୁ ଯୁବକଙ୍କର ଶ୍ୱାସନଳୀ ଫାଟିଗଲା ଓ ଛିଦ୍ର ସୃଷ୍ଟି ହେଲା
ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, କାଶ, କଫ ଓ ଛିଙ୍କ ଆଦି ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ତେବେ ଅଧିକାଂଶ ଲୋକ ଛିଙ୍କକୁ ଏକ ସାଧାରଣ ପ୍ରକ୍ରିୟା ଭାବେ…
ଗ୍ରାହକଙ୍କୁ ଲାଗିଲା ମହଙ୍ଗା ଝଟକା: ପୁଣି ବଢ଼ିଲା CNG ଦର
ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୁଣି ଜନତାଙ୍କୁ ଲାଗିଛି ମହଙ୍ଗା ଝଟକା । ପୁଣି ବୃଦ୍ଧି ପାଇଛି କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଦାମ୍ । ସିଏନଜି ଦାମରେ ୧ ଟଙ୍କା ବୃଦ୍ଧି ହୋଇଥିବା…
ରେଳ ବିଭାଗରେ ୩୦୯୩ ପଦ ଖାଲି: ଆରମ୍ଭ ହେଲା ଅନଲାଇନ୍ ଆବେଦନ
ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଦକ୍ଷିଣ ରେଳବାଇ ପକ୍ଷରୁ ଆକ୍ଟ ଆପ୍ରେଣ୍ଟିସ ପଦରେ…
ପୁଣି ହେଲା ନୂଆ ଖୁଲାସା: ଇଣ୍ଡିଆ ଗେଟରେ ବଣ୍ଟାଯାଇଥିଲା ସ୍ମଗ୍ ବମ୍, ୨ ଜଣ ଅଭିଯୁକ୍ତ ପାଇଥିଲେ ଦର୍ଶକ ପାସ୍
ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଦେଖାଦେଇଥିବା ବଡ଼ଧରଣର ସୁରକ୍ଷା ତ୍ରୁଟିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ସଂସଦର କଡ଼ା ସୁରକ୍ଷାକୁ ଭେଦ କରିବା ପଛରେ ୬ ଜଣଙ୍କ ନାମ ସାମ୍ନାକୁ ଆସିଛି । ପୋଲିସ ଏହି…
ଜାଡ଼ ଭାଙ୍ଗୁଛି ହାଡ଼; ରାଜ୍ୟର ଅନେକ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ, କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖସିଲା ପାରଦ । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ, ଅନେକ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା…
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ: ଭାରତର ୫୭ ପ୍ରତିଶତ ମୃତ୍ୟୁ ଘଟଣା ପାଇଁ ସିଗାରେଟ୍ ଦାୟୀ
ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଖୁବଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଛୁଇଁବ ବୋଲି କୁହାଯାଉଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ସମାନ…
ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣା; ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଗତକାଲି ଲୋକସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ହଠାତ ଲୋକସଭା ଭିତରକୁ ପଶିଆସିଥିଲେ୨ ଜଣ ଅଜଣା ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ…
ଭଦ୍ରକ: ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଭଦ୍ରକ: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ । ଭଦ୍ରଦ ଜିଲ୍ଲା ବାସୁଦେବପୁର ଇରମ ପଞ୍ଚାୟତରେ ଅଘଟଣ । ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ଦୋକାନର…
ଧୂଆଁ ମାଡ଼ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ କ’ଣ କରୁଥିଲେ? ସାମ୍ନାକୁ ଆସିଲା ଚିତ୍ର
ନୂଆଦିଲ୍ଲୀ: ଆଜି ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ହଠାତ୍ ୨ ଜଣ ଅଜଣା ବ୍ୟକ୍ତି ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ। ଏହା ସହ ଉକ୍ତ ୨ ଜଣ ଯୁବକ ଏକ କଲର ଗ୍ୟାସ୍ ମଧ୍ୟ ସ୍ପ୍ରେ କରିଥିଲେ ।…