CHARIDHAM
Browsing Category

Breaking News

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

AICTE ଅଧ୍ୟକ୍ଷଙ୍କ ସୂଚନା: ଚାକିରି କରିଥିବା ପିଲାମାନେ ମଧ୍ୟ ନିୟମିତ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପଢ଼ିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଶିକ୍ଷା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଯଦି ଆପଣମାନେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତେବେ ଏନେଇ ଆସିଛି ଏ ଖୁସି ଖବର । ଅନେକ ସମୟରେ ଚାକିରି କରୁଥିବା…

ଜୁନିୟର ହକି ବିଶ୍ୱକପ ସେମିରେ ଭାରତ: ନେଦରଲାଣ୍ଡସକୁ ୪-୩ରେ ପରାସ୍ତ କଲା ଟିମ୍ ଇଣ୍ଡିଆର ଯୁବ ବାହିନୀ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଜୁନିୟର ହକି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ପ୍ରତିପକ୍ଷ ନେଦରଲାଣ୍ଡସକୁ ୪-୩ ଗୋଲରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏହି ସୌଭାଗ୍ୟ ଅର୍ଜନ…

ବୋମାମାଡ଼ କରିବାକୁ କର୍ଣ୍ଣାଟକ ରାଜଭବନକୁ ମିଳିଲା ଧମକପୂର୍ଣ୍ଣ କଲ: ସର୍ଚ୍ଚ ଅପରେଶନ ଜାରି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜଭବନକୁ ବୋମା ମାଡ଼ କରିବା ନେଇ ମିଳିଛି ଧମକ । ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ କରି ରାଜଭବନକୁ ବୋମା ମାଡ଼ କରି ଉଡ଼ାଇଦେବା ଧମକ ଦେଇଥିଲେ । ତେବେ ଏପରି ଧମକ ପାଇବା ପରେ…

ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ ହେବେ ଜଣେ ନୂଆ ଚେହେରା? ଆସିଲା ବଡ଼ ଅପଡେଟ୍, ପୁଣି ନିରାଶ ହେବେ ଅନେକ ଆଶାୟୀ

ନୂଆଦିଲ୍ଲୀ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ପରେ ଏବେ ରାଜସ୍ଥାନ ଉପରେ ଦେଶବାସୀଙ୍କ ନଜର ରହିଛି । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଷ୍ଣୁଦେଓ ସାଏ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ସୂଚନା: ସୁବ୍ରତ ରାୟଙ୍କ ମୃତ୍ୟୁର ମାସକ ପରେ ସାହାରା ନିବେଶକଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ସାହାରା ଗ୍ରୁପରେ ଦେଶର ଲକ୍ଷାଧିକ ନିବେଶକଙ୍କର କୋଟି କୋଟି ଜମା ଅର୍ଥ ପଡ଼ି ରହିଛି । କିଛିମାସ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ କିଛି ନିବେଶକଙ୍କୁ ଜମା ଅର୍ଥ…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ମୋଦୀ ପଶ୍ଚିମ ଓଡ଼ିଶା…

ବ୍ଲକ ସଭାପତି ଓ ପର୍ଯ୍ୟବେକ୍ଷଙ୍କୁ ନିଯୁକ୍ତି ଦେଲା ବିଜେଡି: ୬ଟି ଜିଲ୍ଲାରେ ନୂଆ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏନେଇ ଶାସକ ବିଜେଡି ତା’ର ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଦଳ ତା’ର ସଂଗଠନରେ ଅନେକ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ…

ଜାରି ହେଲା ଆଡମିଟ୍ କାର୍ଡ: ଅମିନ, ବୈଷୟିକ ସହାୟକ ଓ ବୁଣାକାର ସୁପରଭାଇଜର ପଦ ପାଇଁ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର,…

ଆଫଗାନିସ୍ତାନ ଭୂକମ୍ପର ଜୋରଦାର ଝଟକା: ସକାଳୁ ସକାଳୁ କମ୍ପିଉଠିଲା ପୃଥିବୀ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ (୧୨ ଡିସେମ୍ବର )ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି…