
Browsing Category
Breaking News
କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି: ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗରେ ବାହାରିଲା ଅନେକ ଚାକିରି
ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ କିଛି ପଦରେ ଭିର୍ତ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶାର…
OSSC ପକ୍ଷରୁ ପରୀକ୍ଷା ନୋଟିସ୍: ଡିସେମ୍ବର ୮ରୁ ଅମିନ ଓ ବୁଣାକାର ପଦ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର,…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ସଚିନ-ବିରାଟ: ୮ ହଜାର ଭିଭିଆଇପିଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶରୁ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼…
ରତନ ଟାଟାଙ୍କ ନାମର ଦୁରୂପଯୋଗ: ନିବେଶ ସୁପାରିଶର ‘Fake’ ସାକ୍ଷାତକାରକୁ ଚିହ୍ନଟ କରି ପୋଷ୍ଟ ଶେୟାର କଲେ ଟାଟା
ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଓ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ତାଙ୍କର ଏକ ଫେକ୍ ଭିଡିଓକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସୋନା ଅଗ୍ରୱାଲ ନାମକ ଜଣେ ୟୁଜର ଟାଟାଙ୍କର ଏକ…
Big Breaking: ଭୁବନେଶ୍ୱରରୁ ହାଓଡ଼ା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
କଟକ: ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱରରୁ ହାଓଡ଼ା ଯାଉଥିବା ଏହି ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଥିଲା । ହାଓଡ଼ା ଯାଉଥିବା ସମୟରେ ଟ୍ରେନଟି କଟକ ଷ୍ଟେସନରେ ଅଟକିଥିଲା । ତେବେ କଟକ…
ବାଲକନାଥ ଯୋଗୀ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ଲେଟରହେଡରେ ଭାଇରାଲ ହେଉଛି ଏକ ଚିଠି, ଏହା କେତେ ସତ
ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ନିକଟରେ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି । ବିଶେଷ କରି ବିଜେପି ବହୁମତ ହାସଲ କରିଥିବା ତିନୋଟି ରାଜ୍ୟ…
ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ Prabandhostav-2023 ଅନୁଷ୍ଠିତ
ଓଡିଶା ଭାସ୍କର: ଭୁବନେଶ୍ୱର ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ SIP(Summer Internship Program Contest) କାର୍ୟ୍ୟକ୍ରମ Prabandhostav ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି…
ପ୍ରଥମ କିଡନୀ ପ୍ରତିରୋପଣ କରି ସଫଳ ହେଲା ଉତ୍କଳ ହସ୍ପିଟାଲ
ଓଡିଶା ଭାସ୍କର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ପ୍ରଥମ ତଥା ଜଣେ ପୁରୁଷ ରୋଗୀ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି।…
(Video) ମହିଳାଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହି କାନ୍ଦି ପକାଇଲେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍
ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍ ତାଙ୍କରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ବହୁ ଚିନ୍ତିତ ଅଛନ୍ତି। ଦେଶର ଜନ୍ମ ହାରରେ ହ୍ରାସ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।…
ଦୁଇ ମାସ ପାଇଁ ଏହି ସବୁ ଟ୍ରେନ ଆଂଶିକ ବାତିଲ୍ ଓ ହେବ ମାର୍ଗ ପରିବର୍ତ୍ତନ
ଓଡିଶା ଭାସ୍କର: ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ୍ର ମାର୍ଗ ପରିବର୍ତ୍ତନ କରାଯାଇଛି। ସେହିପରି ହାଓଡ଼ା-ଏସ୍ଏସ୍ପିଏନ୍ ଏକ୍ସପ୍ରେସ୍ର ଆଂଶିକ ବାତିଲ କରାଯାଇଛି। ଟ୍ରେନ୍ ନମ୍ବର ୨୨୮୩୧/୨୨୮୩୨…