CHARIDHAM
Browsing Category

Breaking News

ରହସ୍ୟ ଜମା ବୁଝି ହେଉନି: ଭୋକରେ ପ୍ରାଣ ହରାଇଲା ଭିକାରୀ, ଶବ ନିକଟରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ ଭିକ୍ଷାବୃତ୍ତି କେବଳ ଗରିବମାନେ ହିଁ ଆପଣାଇଥାନ୍ତି ବୋଲି ଅନେକଙ୍କର ଧାରଣା ରହିଥାଏ । ତେବେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । କିଛି ଲୋକ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଥିବା ବେଳେ…

ଫେଲ ମାରିଲା ୯ ଘଣ୍ଟାର ପରିଶ୍ରମ: ରେସ୍କ୍ୟୁ ପରେ ଚିକିତ୍ସା ସମୟରେ ଆଖିବୁଜିଲେ ନାବାଳିକା

ମଧ୍ୟପ୍ରଦେଶ: ବୋରୱେଲରେ ଖସିପଡ଼ିଥିବା ଜଣେ ୫ ବର୍ଷର ବାଳିକାକୁ ଆଜି ସଫଳତାର ସହ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ୨:୩୦ ରେ ନାବାଳିକାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା ।…

ସେଲଫି ମିଛ କହୁଛି! ମୁହଁର ଗଠନକୁ ବିଗାଡ଼ିବା ସହିତ ନାକକୁ ଲମ୍ବା ଓ ଚଉଡ଼ା କରିଦେଉଛି, ରିସର୍ଚ୍ଚ ଖୋଲିଲା ନୂଆ ରହସ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଓ ଇଣ୍ଟରନେଟର ବ୍ୟବହାର ବହୁଳ ଭାବେ ବଢ଼ିବାରେ ଲାଗିଛି । ତେଣୁ ଯୁବପୀଢ଼ିଙ୍କ ମଧ୍ୟରେ ସେଲଫି ନେବାର ଏକପ୍ରକାରର ପ୍ରତିଯୋଗିତା ଚାଲିଛି । ନୂଆ ସ୍ଥାନକୁ ବୁଲିବାକୁ ଗଲେ, ନୂଆ…

Honduras Bus Crash: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୧୨ ମୃତ, ୬୦ ଆହତ

ନୂଆଦିଲ୍ଲୀ: ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନଦୀରେ ଖସିପଡି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣାରେ ୨୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମଳିଛି । ଏହି ପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

IGNOU ପକ୍ଷରୁ ନିଯୁକ୍ତି: ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷର ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ…

ଟେଲିକମ୍ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ବଦଳିଗଲା ମୋବାଇଲ ସଂଯୋଗ କରିବାର ନିୟମ, ଜାନୁଆରୀ ପହିଲାରୁ ହେବ ଲାଗୁ

ନୂଆଦିଲ୍ଲୀ: ମୋବାଇଲ ସଂଯୋଗ କରିବାର ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ସଂଯୋଗ କରିବାର ନିୟମ ପରିବର୍ତ୍ତନ କରାଯାଇଥିବା ବେଳେ ତାହା ଆସନ୍ତା…

୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା: ନୂଆ ବର୍ଷରେ ନୂଆ ଘୋଷଣା କରିବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ବିଜେପିର ଏହି ସଫଳତା ପରେ କେବଳ ଶେୟାର ବଜାର…

(Video) ମାଛ ଶରୀରରେ ଲାଗିଛି କି ମଣିଷ ଚେହେରା? କେବେ ଦେଖି ନଥିବେ ଏଭଳି ଅଜବ ଜନ୍ତୁ

ନୂଆଦିଲ୍ଲୀ: ଦୁନିଆରେ ମାଛ ମାନଙ୍କର ଅନେକ ପ୍ରକାରର ପ୍ରଜାତି ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କିଛି ମାଛର ଗଢଣୀ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏଭଳି ମାଛଗୁଡ଼ିକର ଭିଡିଓ ଅଅନେକ ସମୟରେ ସୋସିଆଲ ମିଡିଆରେ ଭାିରାଲ…

‘ବିଜେପି କେବଳ ଗୌମୂତ୍ର ରାଜ୍ୟରୁ ନିର୍ବାଚନ ଜିତି ପାରିବ’: ସଂସଦରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ମହଲରେ ଉଷ୍ମତା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସର ଲଢେଇ ମଧ୍ୟରେ ଆଞ୍ଚଳିକ ଦଳ ମାନଙ୍କର ବୟାନ ବି…

ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ସାରା ଭାରତ ବର୍ଷରେ ଏକ ନମ୍ବର

ଓଡିଶା ଭାସ୍କର: ସାରା ଦେଶରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଛି। କାରଣ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ତଥ୍ୟ ଆଜି ଓଡ଼ିଶା ଭିଜିଲାନ୍ସକୁ ଏକ ନମ୍ବରରେ ପହଞ୍ଚାଇଛି। ଯେଉଁଥିରେ…