Browsing Category

Breaking News

କଂଗ୍ରେସରେ ଯୋଗଦେବେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ…

ବିଜେଡି ନେତାଙ୍କୁ ଦାୟିତ୍ୱ: ନୂଆ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ…

ଭୂମିକମ୍ପରେ ଥରି ଉଠିଲା ୩ଟି ଦେଶ: ପାକିସ୍ତାନ, ଚୀନ ସହ ନିଉ ଗିନିରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ: ପୁଣିଥରେ ଭୂମିକମ୍ପରେ ଥରି ଉଠିଛି ଭାରତର ପଡ଼ୋଶୀ ରାଷ୍ଟ୍ର । ଏକାସାଙ୍ଗରେ ୩ଟି ଦେଶରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ । ପାକିସ୍ତାନ ସମେତ ନିଉ ଗିନି ଏବଂ ଚୀନର କିଛି ଅଞ୍ଚଳରେ ଏହି ଭୂମିକମ୍ପର ଝଟକା…

ରାଜ୍ୟ ପାଇଁ ଗୌରବର ବିଷୟ: ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଜିତିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଓଡ଼ିଶାକୁ ମିଳିଛି ଏକ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର । ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୂର୍ବରୁ ଓଡ଼ିଶା ବହୁ ଜାତୀୟ ତଥା ଅନ୍ତର୍ଜାତୀୟ…

ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା! ବଙ୍ଗୋପସାଗରରେ ବାତ୍ୟା ନେଇ ସତର୍କ କରାଇଲା IMD

ଭୁବନେଶ୍ୱର: ସାରା ଓଡ଼ିଶା ପାଇଁ ଘାରିଛି ସମ୍ଭାବ୍ୟ ବାତ୍ୟାର ଭୟ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀକୂଳ ପର୍ଯ୍ୟନ୍ତ ବାତ୍ୟା ଭୟରେ ରହିଛନ୍ତି । ବଙ୍ଗୋପସାଗରେ ଏହି ବାତ୍ୟା ସମ୍ଭାବନା ଦେଖିବାକୁ ମିଳିଛି ।…

ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି, ଆସନ୍ତାକାଲିଠୁ ହୋଇପାରେ ପ୍ରକ୍ରିୟା ଆରମ୍ଭ

ଓଡିଶା ଭାସ୍କର: ଆସନ୍ତାକାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ। ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ…

ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ଥାନାଧିକାରୀ, ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଫେରୁଥିଲେ

କୋରାପୁଟ: ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ଥାନାଧିକାରୀ। ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଫେରୁଥିବା ବେଳେ ଅଧା ବାଟରେ ଧରିପକାଇଛି ଭିଜିଲାନ୍ସ ବିଭାଗ। ସଂପୃକ୍ତ ଥାନାଧିକାରୀଙ୍କୁ ବସ୍‌ରୁ ଓହ୍ଲାଇ…

ରାମ ମନ୍ଦିରରେ ମହାଯଜ୍ଞ ଏବଂ ଆରତୀ ପାଇଁ ଏହିଠାରୁ ପଠାଗଲା ୬୦୦ କିଲୋ ଶୁଦ୍ଧ ଗୁଆଘିଅ, ଜାଣନ୍ତୁ ଏହା ପଛରେ ଥିବା କାହାଣୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଗର୍ଭ ଗୃହରେ ରାମଙ୍କ ପ୍ରାଣ ପ୍ରତିଷ୍ଠା…

ବିଦେଶ ବୁଲିବାକୁ ଚାହୁଁଛନ୍ତି କି? ତାହେଲେ ଜାଣନ୍ତୁ କେଉଁ ସବୁ ଦେଶକୁ ଆପଣ ବିନା ଭିସାରେ ଯାଇ ପାରିବେ

ଓଡିଶା ଭାସ୍କର: ଯେତେବେଳେ ବି ଆପଣ ବିଦେଶ ଯାଆନ୍ତି, ସେତେବେଳେ ଭିସା ଓ ପାସପୋର୍ଟ (ଠସଗ୍ଦବ ଇଦ୍ଭୟ ଚବଗ୍ଦଗ୍ଦକ୍ଟ୍ରକ୍ଟକ୍ସଗ୍ଧ) ସର୍ବଦା ଆବଶ୍ୟକତା ଥାଏ । ଆପଣ ଅନ୍ୟ ଦେଶକୁ ଯେଉଁ କାରଣ ପାଇଁ ଯାଆନ୍ତୁ ନା କାହିଁକି,…

ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧି ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଫ୍ୟାନ୍ସ କ’ଣ କହିଲେ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ପାଣ୍ଡ୍ୟାଙ୍କୁ ଆଇପିଏଲ ୨୦୨୪ ପାଇଁ ଦଳରେ ସାମିଲ କରିଛି। ହାର୍ଦ୍ଦିକ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସହିତ ଥିଲେ।…