Browsing Category
Breaking News
ଅତ୍ୟଧିକ ଆତ୍ମବିଶ୍ୱାସ, ଅଧୈର୍ଯ୍ୟ ଓ ଚାପ ବିଶ୍ୱକପରେ ବିଫଳତାର ବଡ଼ କାରଣ: ପରାଜୟରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା... ସବୁ କିଛି କେଇ ଘଣ୍ଟାରେ ମିଳେଇ ଗଲା । ଅହମଦାବାଦର…
ଲସ୍କର-ଏ-ତୋଏବାକୁ ବ୍ୟାନ କଲା ଇସ୍ରାଏଲ, କହିଲା ‘ଭାରତୀୟଙ୍କ ହତ୍ୟା ପାଇଁ ଏହି ସଂଗଠନ ଦାୟୀ’
ନୂଆଦିଲ୍ଲୀ: ଇସ୍ରାଏଲ- ହମାସର ଯୁଦ୍ଧ ମଧ୍ୟରେ ଲସ୍କର-ଏ-ତୋଏବାକୁ ବର୍ତ୍ତମାନ ଇସ୍ରାଏଲ ବ୍ୟାନ କରିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଲସ୍କର ବ୍ୟାନ କରାଯିବା ଜଣାପଡିଛି । ସବୁଠାରୁ ବଡ଼ କଥା…
Big Breaking: ହସ୍ପିଟାଲ ନେବା ବାହାନାରେ ଚଳନ୍ତା ବସରେ ନାବାଳିକାକୁ କଲେ ଦୁଷ୍କର୍ମ
ଯାଜପୁର: ଚଳନ୍ତା ବସରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଳା ଦଶରଥପୁର ଅଞ୍ଚଳରେ । ଭଦ୍ରକରୁ କୋଲକାତା ଯାଉଥିବା ସମୟରେ…
ଯେଉଁ କୃଷକ ନଡ଼ା ଜାଳୁଛନ୍ତି ସେମାନଙ୍କୁ ମିଳିବନି MSPର ଲାଭ: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏବଂ ପଡୋଶୀ ରାଜ୍ୟରେ ନଡ଼ା ଜଳିବା ପ୍ରସଙ୍ଗରେ ଶୁଣାଣି ହୋଇଛି। ଅନେକ ଥର ଅଟକାଯିବା ସତ୍ତ୍ୱେ ନଡ଼ା ଜଳିବା ଉପରେ ଏକ ଦୃଢ ମନ୍ତବ୍ୟ ଦେଇ…
କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଯୁକ୍ତି: ୭୫୭୬୮ ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି
ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୭୫,୭୬୮ଟି ପଦ ପୂରଣ ପାଇଁ ଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ବିଧାନସଭାରେ ଆରମ୍ଭ ହେଲା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭାରେ ଆଜିଠୁ ଆରମ୍ଭ ହୋଇଯାଇଛି ଶୀତ ଅଧିବେଶନ । ପ୍ରଥମେ ଗୃହରେ ଉପବାଚସ୍ପତି ନିର୍ବାଚନ ପରେ ଏହି ଅଧିବେଶନ ଆରମ୍ଭ ହୋଇଛି । ନୂତନ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ଆଜି ନିଜର ଦାୟିତ୍ୱ ଗ୍ରହଣ…
(Video) ବୀର ଦାସ ଏବଂ ଏକତା କପୂର ଜିତିଲେ ଇଣ୍ଟରନେସନାଲ ଆୱାର୍ଡ, ଭାବପ୍ରବଣ ହେଲେ ଫିଲ୍ମମେକର
ନୂଆଦିଲ୍ଲୀ: ଭାରତୀୟ ଷ୍ଟାଣ୍ଡ-ଅପ କମେଡିଆନ ଦୀର ଦାସ ଇଣ୍ଟରନେସନାଲ ଏମୀ ଆୱାର୍ଡ ୨୦୨୩ ଜିତିଛନ୍ତି । ତାଙ୍କୁ ଏହି ଆୱାର୍ଡ ବେଷ୍ଟ ୟୁନିକ କମେଡିର କାଟାଗୋରୀରେ ମିଳିଛି । ବୀର ଦାସଙ୍କୁ ଏହି ଆୱାର୍ଡ ନେଟଫ୍ଲିକ୍ସ…
Big Breaking: ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ
ଭୁବନେଶ୍ୱର: ସାଲୁଗା ପ୍ରଧାନ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଆଜି ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆଜି ଏହି ପଦବୀ ପାଇଁ ସେ…
OSEPAର ଜରୁରୀ ସୂଚନା: କନିଷ୍ଠ ଶିକ୍ଷକ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଠାରୁ Objection ଗ୍ରହଣ ପାଇଁ ଧାର୍ଯ୍ୟ ହେଲା ସମୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଖବର । ଗତ ସେପ୍ଟେମ୍ବର ମାସ ୧୩ରୁ…
(Video) ଭାରତ ଆସୁଥିବା ଇସ୍ରାଏଲୀ ଜାହାଜକୁ ଅପହରଣ କଲେ ୟେମେନର ହଉତୀ ବିଦ୍ରୋହୀ, ଜାରି କଲେ ଭିଡିଓ
ନୂଆଦିଲ୍ଲୀ: ତର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ଗତକାଲି ଅପହରଣ କରାଯାଇଛି । ୟେମେନର ହଉତୀ ବିଦ୍ରୋହୀମାନେ ଉକ୍ତ ଜାହାଜକୁ ଅପହରଣ କରିଥିବା ବେଳେ ସେନେଇ ଏକ ଭିଡିଓ ଜାରି କରାଯାଇଛି । ହମାସ ବିରୋଧରେ…