Browsing Category

Breaking News

OSSC ଜାରି କଲା ସୂଚନା: ଷ୍ଟେନୋ, ଟାଇପିଷ୍ଟ ଓ DEO ପଦ ପାଇଁ ଅନଲାଇନ୍ ଆବେଦନ ପୂର୍ବରୁ ପ୍ରାର୍ଥୀଙ୍କ ପାଇଁ ଜରୁରୀ ଖବର

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଗତ ୧୦ ତାରିଖରେ ଓଏସଏସସି ପକ୍ଷରୁ ଜୁନିୟର ଷ୍ଟେନୋଗ୍ରାଫର,…

Alert from SBI: ଠକାମିର ୩ ଦିନ ଭିତରେ ସୂଚନା ଦିଅନ୍ତୁ, ନଚେତ୍ କ୍ଷତିରେ ପଡ଼ିବେ, ୫୦ କୋଟି ଗ୍ରାହକଙ୍କୁ ବ୍ୟାଙ୍କର ଚେତାବନୀ

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢ଼ି ଚାଲିଥିବା ବେଳେ ସାଇବର ଫ୍ରଡଙ୍କ କାରନାମା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ସାମାନ୍ୟ ଭୁଲ୍ କାରଣରୁ ବ୍ୟାଙ୍କ ଗ୍ରାହକମାନେ ହଜାର ହଜାର ଟଙ୍କାର କ୍ଷତି…

ଘାଟିରୁ ଖସିଲା କାର: ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ପଟାଙ୍ଗୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଘାଟିରୁ କାର ଖସି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ କାର ଯାତ୍ରା କରୁଥିବା ଜଣାପଡିଛି ।…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ନଭେମ୍ବର ୧୬ ଆବେଦନର ଅନ୍ତିମ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ହାଇକୋର୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଦିଆଯିବ ।…

କୋଟି କୋଟି ନିବେଶକ ଚିନ୍ତାରେ: ସୁବ୍ରତଙ୍କ ମୃତ୍ୟୁ ପରେ ନିବେଶ ଅର୍ଥ ମିଳିବ ନା ନାହିଁ, କ’ଣ କହୁଛି SEBIର ନିୟମ

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ୭୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଦେଶ ବିଦେଶରୁ ବହୁ…

କିଛି ସମୟ ପରେ ଅବପାତ! ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଲଘୁଚାପ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତ ରୂପ ନେବ । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ ।…

ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର: ଆଜି ଯଦି ବର୍ଷା ହୁଏ ବା ମ୍ୟାଚ ଟାଇ ହୁଏ, ତେବେ, କାହାକୁ ବିଜେତା ଘୋଷଣା କରାଯିବ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଦିନିକିଆ ବିଶ୍ୱକପର ପ୍ରଥମ ସେମିଫାଇନାଲ ଖେଳାଯିବ । ସେମିରେ ବିଜୟ ହାସଲ କରି ଫାଇନାଲ ଖେଳିବା ପାଇଁ ଦୁଇ ଟିମ୍ ଜୋରଦାର ଭାବେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଗତ…

ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ: ୭୫ ବର୍ଷରେ ବୁଜିଲେ ଆଖି

ମୁମ୍ବାଇ: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ଘଟିଛି । ସେ ୭୫ ବର୍ଷରେ ଆଖିବୁଜି ଜଗତରୁ ବିଦାୟ ନେଇଛନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେଣୁ ସୁବ୍ରତ ରାୟଙ୍କୁ ରବିବାର ଦିନ ମୁମ୍ବାଇର କୋକିଲା ବେନ…

ଭୂମିକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଇସଲାମାବାଦ: ଆଜି ସକାଳ ୫:୩୫ ରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୫.୨ ତୀବ୍ରତା ମାପ କରାଯାଇଛି। ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି। ରିପୋର୍ଟ ଅନୁଯାୟୀ,…

କ୍ରିକେଟ ଚୟନ କମିଟିକୁ ଭାଙ୍ଗିଲା ପିସିବି; ୨୦୨୩ ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନରେ ଅସନ୍ତୋଷର ନିଆଁ

ଓଡିଶା ଭାସ୍କର: ବିଶ୍ୱକପ-୨୦୨୩ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ପାକିସ୍ତାନ ଦଳ। ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ…