Browsing Category

Breaking News

ଏହିମାନଙ୍କୁ ନିମୋନିଆ ହେବାର ରହିଛି ସବୁଠାରୁ ଅଧିକ ଆଶଙ୍କା, ଜାଣିନିଅନ୍ତୁ ଲକ୍ଷଣ ଓ ସୁରକ୍ଷାର ଉପାୟ

ଓଡ଼ିଶା ଭାସ୍କର: ଶୀତଦିନ ଆସିଗଲାଣି । ଏହି ସମୟରେ ଥଣ୍ଡା କାଶ ସମସ୍ୟା ଅଧିକ ଦେଖାଦେଇଥାଏ । କିନ୍ତୁ ଏହି ସମସ୍ୟା ଆପଣଙ୍କୁ ଅଧିକ ସମୟ ଧରି ଲାଗି ରହିଲେ ବଡ ବିପଦର କାରଣ ପାଲଟି ପାରେ । କିଛି ସ୍ଥିତିରେ କାଶ ଓ…

Airtel ଏବଂ Jio ପରେ 5G ସର୍ଭିସ ଲାଇଭ କଲା VI, ଏହି ସହରରେ ସର୍ବପ୍ରଥମେ ମିଳିବ ନେଟୱର୍କ

ନୂଆଦିଲ୍ଲୀ: ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଦିଲ୍ଲୀ ଏବଂ ପୁନେର କିଛି ଅଞ୍ଚଳରେ କମ୍ପାନୀ ଏହାର 5G ସେବା ଆରମ୍ଭ କରିଛି। ଏହି ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି। ତେବେ…

ଦେଶବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି ପର୍ବ ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧତା ଆଣୁ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ X ରେ ପୋଷ୍ଟ କରି ଲେଖିଛନ୍ତି, "ଦେଶର ସମସ୍ତ ପରିବାର ସଦସ୍ୟଙ୍କୁ ଦିୱାଲୀ ଶୁଭେଚ୍ଛା। ଏହି ବିଶେଷ ପର୍ବ…

ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା…

ମହିଳାମାନଙ୍କ ପାଇଁ ଖୁସି ଖବର! ଏଣିକି ଟଙ୍କା ସାଙ୍ଗକୁ ମିଳିବ ପକ୍କା ଘର: ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ: ସାରା ଦେଶରେ ମହିଳାଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର । ଏହାମଧ୍ୟରେ…

IIMC ଢେଙ୍କାନାଳର ସବୁ ଠିକା କର୍ମଚାରୀଙ୍କ ଚାକିରି ରେଗୁଲାର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଢେଙ୍କାନାଳ ସ୍ଥିତ ଇଣ୍ଡିଆନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମାସ କମ୍ୟୁନିକେସନ (ଆଇଆଇଏମସି)ରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର…

ଭାରତ ସରକାରଙ୍କ ବଡ଼ ଯୋଜନା: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ‘Air Taxi’, ଘଣ୍ଟା ପ୍ରତି ୧୬୦ କିମି ବେଗରେ ଉଡ଼ିବ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶରେ ‘ଏୟାର ଟ୍ୟାକ୍ସି’ ସେବା ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି…

World Cup-2023 ରୁ ନିରାଶ ହୋଇ ପେରିଲା ପାକିସ୍ତାନ: ଶେଷ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ 

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପର ଶେଷ ମ୍ୟାଚରେ ମଧ୍ୟ ନିରାଶ ହୋଇଛି ବାବର ଆର୍ମି । ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଦଳ ବିଶ୍ୱକପରେ ଯାତ୍ରା ଶେଷ କରିଛି । ଏହାସହିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ…

ଓଡ଼ିଶାରେ ବ୍ୟାନ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍: ରାଜ୍ୟ ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ଦୋକାନ, ବଜାରମାନଙ୍କରେ ଆଉ କମ୍ ଓଜନର ଖାଇବା ତେଲ ପ୍ୟାକେଟ ବିକ୍ରି ହୋଇ ପାରିବ ନାହିଁ । ଏକ ଲିଟରିଆ ପ୍ୟାକେଟରେ କେବଳ ୯୧୦ ଗ୍ରାମ ବା ୮୭୦ ଗ୍ରାମ ଓଜନର ତେଲ ପ୍ରସ୍ତୁତ…

World Cup-2023 ସେମି-ଫାଇନାଲରେ ମୁହାଁମୁହିଁ ହେବେ ପୁରୁଣା ଶତ୍ରୁ: ୪ ବର୍ଷର ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ: ବିଶ୍ୱକପ ସେମି ଫାଇନାଲରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲକୁ ଯିବାକୁ ପାକିସ୍ତାନର ଶେଷ ଆଶା ମଉଳି ଯିବା ପରେ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ସ୍ଥାନ ପକ୍କା କରି…