Browsing Category

Breaking News

ରାଜଧାନୀରେ ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା: ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା, ଯାହାର ଘୋଷଣା କରିଛନ୍ତି କେଜରିୱାଲ ସରକାର । ଏହା ଅଧୀନରେ ସପ୍ତାହରେ କିଛି ଦିନ କେବଳ ଇଭିନ୍ ନମ୍ବର ପ୍ଲେଟ୍…

କାମ ଦେଉନି ଇଣ୍ଡିଆ ମେଣ୍ଟ; ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦି ପାର୍ଟି ଓ କଂଗ୍ରେସ ଭିତରେ ଲଢେଇ

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ…

POKରେ ମିଳିଲା ଆତଙ୍କବାଦୀର ମୁଣ୍ଡବିହୀନ ଶବ, ୨୦୧୮ରେ ଜାମ୍ମୁର ସେନା କ୍ୟାମ୍ପ ଉପରେ କରିଥିଲା ଆକ୍ରମଣ

ନୂଆଦିଲ୍ଲୀ:ପାକିସ୍ତାନ ଅଧିକୃତ କାଶ୍ମୀରରେ ପୁଣି ଜଣେ ମୋଷ୍ଟ ୱାଣ୍ଟେଡ୍ ଲସ୍କର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର ପାକିସ୍ତାନ ଅଧିକୃତ କାଶ୍ମୀରରେ ଖ୍ୱାଜା ଶାହିଦ ନାମକ ଜଣେ…

ଯାହା କହିଥିଲା ତାହା କରି ଦେଖାଇଲା ଇସ୍ରାଏଲ: ୨ ଭାଗ ହେଲା ଗାଜା ପଟି

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇତି ମଧ୍ୟରେ ବଡ଼ ଖବର ଆସିଛି ଯେ ଗାଜାକୁ ଇସ୍ରାଏଲ ୨ ଭାଗରେ ଭାଗ କରିଦେଇଛି । ଗାଜା ପଟିକୁ ଦୁଇ ଭାଗରେ ବିଭକ୍ତ କରିଦେବା ଦ୍ୱାରା ହମାସକୁ…

ଭାରତର ମୁଖ୍ୟ ସୂଚନା କମିଶନର ହେଲେ ହୀରାଲାଲ ସାମରିଆ, ଏହି ପଦବୀରେ ଦଳିତ ଶ୍ରେଣୀରୁ ପ୍ରଥମ ବ୍ୟକ୍ତି

ନୂଆଦିଲ୍ଲୀ:ଆଇଏଏସ୍ ଅଧିକାରୀ ହୀରାଲାଲ ସାମରିଆଙ୍କୁ ଭାରତର ସୂଚନା କମିଶନର ଭାବରେ ନିଯୁକ୍ତି ଦିଆଯାଇଛି । ସେ ଦେଶର ପ୍ରଥମ ଦଳିତ ସୂଚନା କମିଶନର ଅଟନ୍ତି । ହୀରାଲାଲ ୧୯୮୫ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଓ ତାଙ୍କ ଘର…

ସାମ୍ବାଦିକଙ୍କ ଲାଗି ସବୁଠୁ ବିପଦପୂର୍ଣ୍ଣ ଏହି ଦେଶ , ୧୭ ମାସ ମଧ୍ୟରେ କରାଗଲାଣି ବହୁ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କ ସହିତ ବହୁ ସାମ୍ବାଦିକଙ୍କ ବି ହତ୍ୟାର ଶିକାର ହୋଇଛନ୍ତି । କିନ୍ତୁ ଆମ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ବିନା ଯୁଦ୍ଧରେ ବି ବହୁ…

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସସପେଣ୍ଡ୍ : ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ପରେ ନିଆଗଲା ବଡ଼ ଆକ୍ସନ୍

ନୂଆଦିଲ୍ଲୀ: ବିଶ୍ୱକପ ୨୦୨୩ ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ କାହାଠାରୁ ଅଛପା ନାହିଁ । ଦଳର ଖରାପ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଏହାର ଜବାବରେ ଶ୍ରୀଲଙ୍କାର କ୍ରୀଡ଼ା…

ସାପ ବିଷ ଶୋଷି ମହିଳା ଗୁରୁତର; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା

ଓଡିଶା ଭାସ୍କର; ସାପ ବିଷ ଶୋଷି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ…

ଶସ୍ତା ସୁଧରେ ୧୦ ଲକ୍ଷ ଟଙ୍କାର ଲୋନ୍ ଦେଉଛନ୍ତି ମୋଦୀ ସରକାର: ପାର୍ବଣ ଋତୁରେ ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଯଦି ଆପଣ ଏହି ପାର୍ବଣ ଋତୁରେ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କାର ଅଭାବ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ ଗତ ୯ ବର୍ଷ ମଧ୍ୟରେ…

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ଭଣ୍ଡାରିପୋଖରୀ: ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ । ମିଳିଥିବା ସୂଚନା ଅନୁଯାୟୀ, ମୃତ…