Browsing Category
Breaking News
ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ କରାଗଲା ହତ୍ୟା, ନକ୍ସଲମାନେ କୁରାଢ଼ୀରେ କଲେ ଆକ୍ରମଣ
ରାୟପୁର: ନରାୟଣପୁର ଜିଲ୍ଲାରେ ଛତିଶଗଡ ବିଜେପି ନେତା ରତନ ଦୁବେଙ୍କୁ ଅଜ୍ଞାତ ନକ୍ସଲମାନେ ହତ୍ୟା କରିଛନ୍ତି। ନଭେମ୍ବର ୭ ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ତିନି ଦିନ ପୂର୍ବରୁ ଏହି ଘଟଣା…
ଚିଠା ବିଜ୍ଞପ୍ତି ଜାରି କଲା ରାଜସ୍ୱ ବିଭାଗ: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଆସିବ ‘ବଟା’ ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଆବଣ୍ଟନ ନେଇ ରହିଥିବା ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସର୍ଭେ ଓ…
(Video) ଚାଲିଯିବ ଶ୍ରୀଲଙ୍କା ଖେଳାଳିଙ୍କ ଚାକିରି! ବୋର୍ଡ ତରଫରୁ କାରଣ ଦର୍ଶାଅ ନୋଟିସ
ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କାରେ ଅସନ୍ତୋଷ ଦେଖା ଦେଇଛି । ଭାରତ ବିପକ୍ଷରେ ଶୋଚନୀୟ ଭାବେ ବିଫଳ ହୋଇଛି ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର । ୩୫୮ ରନର ପିଛା କରି ମାତ୍ର ୫ ରନରେ ଅଲଆଉଟ…
କରୋନା ଟୀକା ହେଉଛି Heart Attackର କାରଣ! ହୃଦଘାତ ସମସ୍ୟାର କାରଣ କହିଲେ ଡାକ୍ତର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହୃଦଘାତ ସମସ୍ୟା ଖୁବ ବୃଦ୍ଧି ପାଇଛି । ଏହି ମାମଲାକୁ ନଜରରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ହୃଷିକେଶ ପଟେଲ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଅହମ୍ମଦାବାଦର ୟୁ.ଏନ ମେହେଟ୍ଟା…
BJD ନେତାଙ୍କୁ ନିଯୁକ୍ତି: ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ନେଲେ ଅନେକ ନେତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ…
ଏହି ମନ୍ଦିରରେ ଖାଇବା ପାଇଁ ପଡ଼େନି ପତ୍ର: ମାଟି ଉପରେ ପ୍ରସାଦ ସେବନ କରନ୍ତି ଭକ୍ତ, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଭରପୂର ହୋଇ ରହିଛି ଆମ ଦେଶ ଭାରତ । ସମସ୍ତ ମନ୍ଦିରରେ ଥିବା କିଛି ନା କିଛି ପରମ୍ପରା ଏବଂ ସଂସ୍କୃତି ପାଇଁ ଭାରତ ଆଜି ବିଦେଶରେ ମଧ୍ୟ ପୂଜ୍ୟ ହୋଇ ରହିଛି । ସେହିଭଳି ଏକ…
DLSରେ ଜିତିଲା ପାକିସ୍ତାନ, ଏତିକି ରନରେ ହାରିଲା ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁ: ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । DLSମେଥଡରେ ନ୍ୟୁଜିଲାଣ୍ଡକୁ ୨୧ ରନରେ ପାକିସ୍ତାନ ହରାଇଛି । ୨୫.୩ ଓଭରରେ ଗୋଟିଏ ୱିକେଟରେ ୨୦୦ ରନ କରି ଜିତିଲା ପାକିସ୍ତାନ…
ଦୁର୍ଘଟଣାଗ୍ରସ୍ତ ହେଲା ବିଜେପି ସାଂସଦଙ୍କ ଗାଡ଼ି, କେବଳ ଏହି କାରଣରୁ ବଞ୍ଚିଗଲା ଜୀବନ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ସାଂସଦ ଅଶୋକ ନେଟଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗାଡଚିରୋଲି-ଚିମୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ନାଗପୁରରୁ ଗାଡଚିରୋଲି ଯାଉଥିଲେ। ଆଜି ସକାଳ ପ୍ରାୟ ୧୦…
ବିଶ୍ୱକପରେ ମାସ୍କ ପିନ୍ଧି ଖେଳିବେ ଉଭୟ ଦଳର କ୍ରିକେଟର! ଦୁଇ ଦଳ ନେଲେ ଏଭଳି ନିଷ୍ପତ୍ତି
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଖେଳାଯାଇପାରେ ଏକ ଐତିହାସିକ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଇତିହାସରେ ଲେଖାଯାଇପାରେ । କାରଣ ଏହି ମ୍ୟାଚରେ ଉଭୟ ଦେଶର ଖେଳାଳି ମାସ୍କ…
(Video) ହତ୍ୟାକାଣ୍ଡର ଛାତିଥରା ଭିଡିଓ ସେୟାର କଲା ହମାସ: ଅକ୍ଟୋବର ୭ର ଭୟଙ୍କର ଦୃଶ୍ୟ ଭାଇରାଲ
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟାନକ ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦର ଶବ୍ଦ ସହିତ ଦେଖିବାକୁ ମିଳୁଛି ଲୋକଙ୍କ ମୃତ୍ୟୁର ତାଣ୍ଡବ । ଉଭୟ ଦେଶର ହଜାର ହଜାର ଲୋକ ଏହି ଯୁଦ୍ଧରେ ବଳି ପଡ଼ୁଛନ୍ତି ।…