Browsing Category

Breaking News

ଲାଲୁ, ରାବଡି ଏବଂ ତେଜସ୍ୱୀଙ୍କୁ ବଡ ଆଶ୍ଵସ୍ତି , ରାଉସ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସହ ବିହାର ଉପ-ମୁଖ୍ୟମନ୍ତ୍ରୀ…

ପୁଣି ଏକ ଟ୍ରେନ ଦୁର୍ଘଟଣା : ଟ୍ରାକ ନିକଟରେ ଧସିଲା ମାଟି

ବାଲେଶ୍ୱର : କିଛି ମାସ ପୂର୍ବେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାକୁ ଏବେ ପର୍ଯ୍ୟନ୍ତ ଲୋକେ ଭୁଲି ପାରୁ ନାହାନ୍ତି । ବାହାନଗା ଘଟଣାର କଥା ଶୁଣିବା ମାତ୍ର ଲୋକଙ୍କ ରୁମ ଟାଙ୍କୁରି ଉଠୁଛି । ସେହିଭଳି ଆଜି ସକାଳେ ରେଳ…

+୨ ନାମଲେଖା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଖାଲିଥିବା ସିଟରେ ତୃତୀୟ ପର୍ଯ୍ୟାୟ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆବେଦନ…

(Video) ବନ୍ୟାରେ ଭାସିଗଲେ ୨୩ ଜଣ ଯବାନ, ଦେଖନ୍ତୁ ବିପର୍ଯ୍ୟୟର ଭୟଙ୍କର ଦୃଶ୍ୟ

ସିକିମ : ସିକିମରେ ବଦଳାଫଟା ବର୍ଷା ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ଭୟଙ୍କର ବନ୍ୟାରେ ଦେଶର ୨୩ ଜଣ ଯବାନ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏହା ଦେଶର ସବୁଠାରୁ ଦୁଖଦଃ ଖବରରେ ପରିଣତ ହୋଇଛି ।…

ୱାଲ୍ଡକପରେ ଟିମ୍ ଇଣ୍ଡିଆ ସହ ବଡ଼ ଧୋକା ! ବର୍ଷା ପାଇଁ କୌଣସି ୱାର୍ମ ଅପ୍ ମ୍ୟାଚ୍ ନ ଖେଳି ମଇଦାନକୁ ଓହ୍ଲାଇବ

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ୱାଲକପ୍ -୨୦୨୩ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ନିଜର ଯାତ୍ରା ଅକ୍ଟୋବର ୮ ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହିତ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଅଷ୍ଟ୍ରେଲିଆ ଭଳି ଏକ…

ତୀରନ୍ଦାଜରେ ଜ୍ୟୋତି ଏବଂ ଓଜସ୍ ଜିତିଲେ ସ୍ୱର୍ଣ୍ଣ : ଆଥଲେଟିକ୍ସରେ ମଞ୍ଜୁ ରାନୀ ଏବଂ ରାମ ବାବୁ ପାଇଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆଜି ହେଉଛି ଏସିଆନ୍ ଗେମ୍ସର ଏକାଦଶ ଦିନ । ତୀରନ୍ଦାଜରେ ଓଜାସ୍ ଦେଓତାଲେ ଏବଂ ଜ୍ୟୋତି ଭେନ୍ନମ୍ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଯୋଡି ଦକ୍ଷିଣ କୋରିଆ ଦଳକୁ ପରାସ୍ତ କରି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଏବଂ ଟ୍ରକ ମୁହାଁମୁହିଁ ହୋଇ ୮ଜଣଙ୍କ ମୃତ୍ୟୁ

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ ବୁଧବାର ଦିନ ସକାଳୁ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁକୁ ହସ୍ପିଟାଲରେ…

ଟ୍ରମ୍ପଙ୍କ ଉପରେ ଜରିମନା ଲଗାଇବାକୁ ଦାବି : ଲାଗିଲା ଦୁର୍ନୀତି କରିଥିବାର ଅଭିଯୋଗ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଲା ଅଭିଯୋଗ । ଏନେଇ ଟ୍ରମ୍ପଙ୍କ ବିରୋଧରେ ସୋମବାର ନ୍ୟୁୟର୍କ କୋର୍ଟରେ ମାମଲା ଚାଲିଥିଲା । ସେ ୧୦୦ ମିଲିୟନ ଡଲାର ଅର୍ଥାତ ୮୩୨ କୋଟି…

ଆୟକର ବିଭାଗ LIC ଉପରେ ଲଗାଇଲା ୮୪ କୋଟି ଟଙ୍କାର ଜରିମାନା, ବୀମାକର୍ତ୍ତା କୋର୍ଟରେ କରିବେ ଅପିଲ

ନୂଆଦିଲ୍ଲୀ: ଆୟକର ବିଭାଗ ସରକାରୀ କମ୍ପାନୀ ଜୀବନ ବୀମା ନିଗମ (ଏଲଆଇସି) ଉପରେ ୮୪ କୋଟି ଟଙ୍କା ଜରିମାନା ଲଗାଇଛି। LIC ଏହାର ବିନିମୟ ଦାଖଲରେ କହିଛି ଯେ, ୨୦୧୨-୧୩, ୨୦୧୮-୧୯ ଏବଂ ୨୦୧୯-୨୦ ଆସେସମେଣ୍ଟ ଇୟର ପାଇଁ ଏହି…

ବାଲ୍ୟ ବିବାହ କରାଇ ୮୦୦ ଗିରଫ : ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଦିଶପୁର : ଅନେକ ବର୍ଷ ପୂର୍ବରୁ ଚାଲିଥିଲା ବାଲ୍ୟ ବିବାହ ପ୍ରଥା । ଏହି ପ୍ରଥା ଅନୁଯାୟୀ ଝିଅ ଏବଂ ପୁଅଙ୍କୁ ଛୋଟ ବେଳୁ ବିବାହ କରି ଦେଉଥିଲେ । କିନ୍ତୁ ସୂଚନା ମିଳିଛି ଯେ, ଏହି ପ୍ରଥା ଏବେ ବି ଆସାମରେ ଜାରି ରହିଛି ।…