Browsing Category
Breaking News
Google ଏବଂ HP ମିଳାଇଲେ ହାତ, ଭାରତରେ ଆରମ୍ଭ ହେଲା କ୍ରୋମବୁକର ପ୍ରଡକସନ
ନୂଆଦିଲ୍ଲୀ: ଦୁନିଆର ବଡ଼ କମ୍ପାନୀ ଗୁଗୁଲ ପିସି ମେକର ଏଚପି ସହ ମିଶି ଭାରତରେ କ୍ରୋମବୁକର ମାନ୍ୟୁଫ୍ୟାକ୍ଚରିଙ୍ଗ ଆରମ୍ଭ କରିଛି । ପର୍ସନାଲ କମ୍ପ୍ୟୁଟର ମାନ୍ୟୁଫ୍ୟାକ୍ଚର ସୋମବାର ଦିନ ଏହି ସୂଚନା ଦେଇଛନ୍ତି ।…
୨୪ ଘଣ୍ଟାରେ ୨୪ ଜଣଙ୍କ ମୁଣ୍ଡ ନେଲାଣି ସରକାରୀ ହସ୍ପିଟାଲ: ୧୨ ଜଣ ଶିଶୁ ବି ଥିଲେ ସାମିଲ
ମୁମ୍ବାଇ: ମାତ୍ର ୨୪ ଘଣ୍ଟା ବା ଗୋଟିଏ ଦିନ । ଏହି ୨୪ ଘଣ୍ଟା ଭିତରେ, ଗୋଟିଏ ମେଡିକାଲରେ ୨୪ ଜଣ ମୃତ୍ୟୁବରଣ କରିସାରିଛନ୍ତି । ତେବେ ଏହା ଭିତରେ ୧୨ ଜଣ ଶିଶୁ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହି ମାମଲାକୁ ନେଇ…
ସବୁ କାମ ଛାଡି ଭିଡିଓ ଗେମ ଖେଳୁଛନ୍ତି ଏଲନ ମସ୍କ, ଏବେ ଆପଣ ମଧ୍ୟ ‘X’ରେ କରିପାରିବେ ଲାଇଭ ଷ୍ଟ୍ରୀମ
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ Xରେ ଭିଡିଓ ଗେମ୍ ଲାଇଭ୍ ଷ୍ଟ୍ରିମ୍ କରିବାକୁ ସମର୍ଥ ହେବେ। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓ ଗେମର ଲାଇଭ୍ ଷ୍ଟ୍ରିମ୍ ପରୀକ୍ଷା କରାଯାଉଛି। କମ୍ପାନୀ ମାଲିକ ଏଲନ୍ ମସ୍କ ଏହା ବିଷୟରେ…
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟ କହିବ ସେଦିନ ପୁଅ ହୋଇଥିଲା ନା ଝିଅ
ଓଡିଶା ଭାସ୍କର; ଶିଶୁ ଅଦଳବଦଳ ଘଟଣାରେ ଶିଶୁର ପରିଚୟ ଦେବ ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଛି । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ…
ଆଗକୁ ଆସୁଛି ବିଧାନସଭା ନିର୍ବାଚନ: ସୌମ୍ୟଙ୍କୁ ନେଇ ବଢ଼ୁଛି ରାଜନୈତିକ ମହଲରେ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି । ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ…
ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା! ସେଦିନ ରାତିର ସବୁ ଘଟଣା କହିଦେଲେ ବୋନୀ କପୁର
ମୁମ୍ବାଇ: ୨୪ ଫେବୃଆରୀ, ୨୦୧୮... ଏହି ଦିନକୁ ବଲିଉଡ ସିନେପ୍ରେମୀମାନେ ବୋଧହୁଏ କେବେ ଭୁଲିପାରିବେ ନାହିଁ । କାରଣ ବଲିଉଡର 'ଚାନ୍ଦନୀ' ତଥା ବିୟୁଟି କ୍ୱିନ ଶ୍ରୀଦେବୀ ଏହି ଦିନ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ…
ଦେଶରେ କମୁଛି ବେକାରୀ ହାର, ଘରୋଇ ସର୍ଭେ ସଂସ୍ଥା ପକ୍ଷରୁ ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ ବେକାରୀ ସଂଖ୍ୟା କମିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ କ୍ରମାଗତ ଭବେ ଦେଶରେ ବେକାରୀ ସଂସ୍ଥା ବଢୁଥିବା ବେଳେ ଗତ ସେପ୍ଟେମ୍ବର ମାସରେ ଏହା ହ୍ରାସ ଘଟିବା…
ଗୋଟିଏ ଦିନର ପ୍ରଦର୍ଶନ ଭାଙ୍ଗିଦେଲା ୧୩ ବର୍ଷ ତଳର ରେକର୍ଡ: ଗ୍ୱାଙ୍ଗଝୁରେ ଭାରତ ଲେଖିଲା ନୂଆ ଇତିହାସ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । ଆଜି କ୍ରୀଡ଼ାର ୯ମ ଦିବସ ହୋଇଥିବା ବେଳେ ଏହା ମଧ୍ୟରେ ଭାରତର ପଦକ ସଂଖ୍ୟା ଅର୍ଦ୍ଧଶତକ ପାର କରିସାରିଛି ।…
ଭବାନୀପାଟଣାରେ ଓଲଟିଲା କୋଇଲା ବୋଝେଇ ଟ୍ରକ, ଗାଡି ତଳେ ଫସିରହିଛନ୍ତି ଡ୍ରାଇଭର
ଓଡିଶା ଭାସ୍କର; ଭବାନୀପାଟଣାରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିବା ଖବର ଏବେ ସାମ୍ନାକୁ ଆସିଛି । ଫୁରଲୀଝରନ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏଥିରେ ଥିବା ହେଲପର ଜଣଙ୍କ ଗୁରୁତର…
ଲାଇସେନ୍ସ ପାଇଁ ଯୋଗ୍ୟ ନୁହେଁ ଇ-ମ୍ୟୁଜିକ୍ ପ୍ଲାଟଫର୍ମ: କପିରାଇଟ୍ ଆକ୍ଟକୁ ନେଇ କହିଲେ ହାଇକୋର୍ଟ
ମୁମ୍ବାଇ: ବାଧ୍ୟତାମୂଳକ ଲାଇସେନ୍ସ କେବଳ ଟେଲିଭିଜନ, ରେଡିଓ ଇତ୍ୟାଦି ପାରମ୍ପାରିକ ପ୍ଲାଟଫର୍ମ ଉପରେ କପିରାଇଟ୍ ଗୀତ ବଜାଇବାକୁ ଦାବି କରାଯାଇପାରିବ। ଏହା ଇଣ୍ଟରନେଟ୍ ଉପରେ ଲାଗୁ କରାଯାଇପାରିବ ନାହିଁ ବୋଲି ବମ୍ବେ…