Browsing Category
Breaking News
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହମ୍ମଦ ଘୋରିଙ୍କ ସହ ତୁଳନା କଲେ ଅନଏକାଡେମୀ ଶିକ୍ଷକ, କହିଲେ ନୂତନ ସଂସଦ ଗୃହ ମୋଦୀ ପ୍ୟାଲେସ ହେବା ଉଚିତ
ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅନଏକାଡେମୀ । ଏହାର ଜଣେ ଶିକ୍ଷକଙ୍କ ବୟାନକୁ ନେଇ ଏହି ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତ୍ୟାଚାରୀ ମୋଗଲ ଶାସକ ମହମ୍ମଦ ଘୋରିଙ୍କ ସହ…
ନବରାତ୍ରୀରେ ସରକାରୀ କର୍ମଚାରୀଙ୍କୁ ମିଳିପାରେ ବର୍ଦ୍ଧିତ ବେତନ: ଜାଣନ୍ତୁ DAରେ କେତେ ହେବ ବୃଦ୍ଧି
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ମାସରେ ବଡ ଖବର ଆସିପାରେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏହି ମାସରେ ଘୋଷଣା ହେବାର ସମ୍ଭାବନା ଅଛି । ଖବର ଅନୁଯାୟୀ, ନବରାତ୍ରୀ ଏବଂ ଦିୱାଲୀ ମଧ୍ୟରେ…
ASIଙ୍କ ମୃତ୍ୟୁ : ସ୍ୱାମୀ ଆଣିଲେ ହତ୍ୟାର ଅଭିଯୋଗ
ରାଉରକେଲା : ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏନେଇ ଇଝଓ ଆଲିଶା ନରମି ଲୁଗୁନଙ୍କ ସ୍ୱାମୀ ହତ୍ୟା ଅଭିଯୋଗ ଆଣିଛନ୍ତି । କୁହାଯାଉଛି ଯେ, ଆଲିଶାଙ୍କ ମୃତ୍ୟୁ ଅସୁସ୍ଥତା ଯୋଗୁଁ ହୋଇଛି ।…
ଗାଡ଼ି ଚଳାଇବା ଓ ରୋଷେଇ କରିବା ଏଣିକି ହେଲା ଶସ୍ତା: MGL କମାଇଲା ସିଏନଜି ଓ ପିଏନଜିର ଦାମ୍
ନୂଆଦିଲ୍ଲୀ: ମହାନଗର ଗ୍ୟାସ ଲିମିଟେଡ୍ (ଏମଜିଏଲ) ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଓ ପିଏନଜି (ପାଇପ୍ ନ୍ୟାଚୁରାଲ ଗ୍ୟାସ୍) ଶସ୍ତା କରିଛି । ଅକ୍ଟୋବର ୧ ରେ କମ୍ପାନୀ ସିଏନଜିର ଖୁଚୁରା ମୂଲ୍ୟରେ…
‘ଅଲ୍ ଇଣ୍ଡିଆ ବାର୍’ ପରୀକ୍ଷା ପାଇଁ ବଢ଼ିଲା ରେଜିଷ୍ଟ୍ରେସନ୍ ତାରିଖ, ଏହି ଦିନ ପଯ୍ୟନ୍ତ କରିପାରିବେ ଆପ୍ଲାଏ
ନୂଆଦିଲ୍ଲୀ: ଚଳିତ ବର୍ଷ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ‘ଅଲ୍ ଇଣ୍ଡିଆ ବାର୍ କାଉନସିଲ୍’ ପରୀକ୍ଷାର ୧୮ ତମ ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ କରିଛି । କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପରୀକ୍ଷା ଅକ୍ଟୋବର ମାସରେ କରାଯିବ ।…
Big Breaking : ଦିଲ୍ଲୀରୁ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ : ପୁଣି ଏନଆଇଏ ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ରାଜଧାନୀରୁ ଆଇଏସଆଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି । ଦିଲ୍ଲୀର ସ୍ୱତନ୍ତ୍ର ଟିମ ଶାହାନୱାଜକୁ ଗିରଫ କରିଛି । ଏନେଇ ୩ଲକ୍ଷ ଟଙ୍କାର ପୁରଷ୍କାର ରାଶି…
ଘାଟିରେ ଓଲଟିଲା ବସ : ୧୫ଜଣ ଆହତ
ଗଜପତି : ଗତକିଛି ଦିନ ତଳେ ମୋହନ ଘାଟିରେ ଆରବି କୋଚ ବସ ଓଲଟିଥିଲା ବେଳେ ଆଜି ପୁଣି ଏକ ଯାତ୍ରୀବାହୀ ବସ ଦୁର୍ଘଟଣଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ମୋହନାର ଗୁଲୁବା ବାମୁଣମଲା ଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା…
ସ୍କୁଲ ପରିସରରେ ଝୁଲନ୍ତା ମୃତ ଦେହ : ଏପର୍ଯ୍ୟନ୍ତ ମିଳିନି କୌଣସି ପରିଚୟ
ଆନ୍ଦପୁର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । ସେହିଭଳି ଏକ ଦୁର୍ଘଟଣା ଆନନ୍ଦପୁରରେ ଘଟିଛି । ସ୍କୁଲ ପରିସରରେ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ । ବସନ୍ତପୁରର ବଳଦେବ ଜିଉ ନୋଡଲ ସ୍କୁଲ…
ଏସିଆନ୍ ଗେମ୍ସର ୯ମ ଦିନରେ ଭାରତକୁ ମିଳିଲା ୨ଟି ମେଡାଲ: ସ୍କେଟିଂରେ ମହିଳା ଓ ପୁରୁଷ ଟିମ୍ ହାତେଇଲେ ବ୍ରୋଞ୍ଜ
ନୂଆଦିଲ୍ଲୀ: ଆଜି ଏସିଆନ୍ ଗେମ୍ସ ୨୦୨୩ର ନବମ ଦିନ । ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଦିନରେ ପାଞ୍ଚଟି, ଦ୍ୱିତୀୟ ଦିନରେ ୬ଟି, ତୃତୀୟ ଦିନରେ ତିନୋଟି, ଚତୁର୍ଥ ଦିନରେ ଆଠଟି, ପଞ୍ଚମ ଦିନରେ ତିନିଟି, ଷଷ୍ଠ ଦିନରେ…
ଅବିଭକ୍ତ କୋରାପୁଟରେ ବସ ଧର୍ମଘଟ : ‘ଲକ୍ଷ୍ମୀ’ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘର ବିରୋଧ
କୋରାପୁଟ: ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ…