CHARIDHAM
Browsing Category

Breaking News

ଉଚ୍ଚଶିକ୍ଷା ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ୟୁଜି ଓ ପିଜି କୋର୍ସ ଲାଗି ଆର୍ଥିକ ସହାୟତା, ରିଲାଏନ୍ସ ଫାଉଣ୍ଡେସନ ଦେବ ୨ ଲକ୍ଷରୁ ୬ ଲକ୍ଷ…

ନୂଆଦିଲ୍ଲୀ: ଯଦି ଆପଣ ପଇସା ଅଭାବରୁ କଲେଜରେ ପଢି ପାରୁନାହାନ୍ତି କିମ୍ବା ଆପଣଙ୍କୁ କଲେଜରେ ଫି’ ଭରିବାରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ସାରା ଦେଶରେ ବିଭିନ୍ନ ଉଚ୍ଚଶିକ୍ଷା…

(Video)”ଫେକ ନ୍ୟୁଜକୁ ବିଶ୍ୱାସ କରନ୍ତୁ ନାହିଁ ..ମୁଁ ବହୁତ ଭଲ ଅଛି ..ସୁଟିଂ ସାରିକି ଆସିଛି “ଅନୁ ଚୌଧୁରୀ

ଓଡିଶା ଭାସ୍କର; ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ହୋଇଥିବା ଭଳି ଏକ ଗୁଜବ ଖବର ଗତକାଲି ସକାଳୁ ପ୍ରକାଶ ପାଇଥିଲା । ଯାହାକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା…

ଭାରତ ଠାରୁ ହାରିବା ପରେ ବ୍ୟାକଅପ ପ୍ଲାନ କରୁଛି ପାକିସ୍ତାନ, ଜାଣନ୍ତୁ ତାଙ୍କର ପ୍ଲାନ କ’ଣ…

ଓଡିଶା ଭାସ୍କର; ଏସିଆ କପ ୨୦୨୩ର ସୁପର ୪ ମ୍ୟାଚରେ ଭାରତକୁ ଏକ ବଡ ସଫଳତା ମିଳିଛି । ସୂଚନା ଥାଉକି, ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଶତକ ସହାୟତାରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଥିଲା ।…

ଆକାଶରେ ପୁଣି ଭାରତ-ପାକ୍ ଫାଇଟର ଜେଟ୍ ହେବେ ସାମ୍ନାସାମ୍ନି, ୨୦୧୯ ପରେ ପୁଣି ହେବ ଡଗ୍ ଫାଇଟ୍‌

ନୂଆଦିଲ୍ଲୀ: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପରେ ଫେବୃୟାରୀ ୨୦୧୯ରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଶେଷ ଥର ଲାଗି ଆକାଶରେ ଡଗ୍ ଫାଇଟ୍ ହୋଇଥିଲା । ଏବେ ପୁଣି ଆଉଥରେ ଏହି ଦୁଇ ଦେଶର ଫାଇଟର ଜେଟ୍ ଆକାଶରେ…

G-20 ସମ୍ମିଳନୀରେ ଅତିଥିଙ୍କୁ ଏହି ଉପହାର ଦେଲେ ପ୍ରଧାନମନ୍ତ୍ରୀ: କ’ଣ ଅଛି ଏହି ବକ୍ସ ଭିତରେ?

ନୂଆଦିଲ୍ଲୀ: ରବିବାର ଶେଷ ହୋଇଛି ଭାରରେ ଆୟୋଜିତ ହୋଇଥିବା ଐତିହାସିକ ଜି-୨୦ ସମ୍ମିଳନୀ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ…

ବ୍ୟବହାର ସମୟରେ ଆପଣଙ୍କ ଫୋନ୍ ତାତି ଯାଉଛି କି? ତୁରନ୍ତ କରନ୍ତୁ ଏହି କାମ ଅନ୍ୟଥା ଖରାପ ହୋଇଯିବ ଫୋନ୍‌

ଆପଣଙ୍କ ଫୋନ୍ କଥା ହେବା ସମୟରେ କିମ୍ବା ଚାର୍ଜରେ ବସାଇବା ସମୟରେ ତାତି ଯାଉଛି କି? ତେବେ ଆପଣଙ୍କୁ କ’ଣ କରିବା ଉଚିତ ହେବ । ସର୍ବପ୍ରଥମେ ଆପଣ ଜାଣିବା ଉଚିତ ଯେ, ଆପଣଙ୍କ ଫୋନ୍ କାହିଁକି ତାତି ଯାଉଛି । ଏହା ଜାଣିବା…

ଏଣିକି ପ୍ରତିଦିନ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ଦୁଇଟି ସାମଗ୍ରୀ…ମିଳିବ ଅନେକ ଲାଭ

ଓଡିଶା ଭାସ୍କର; ଏକ ଭଲ ସ୍ୱାସ୍ଥ୍ୟ ପାଇବାକୁ ହେଲେ ଆମକୁ ଅନେକ ପ୍ରକାରର ଉତ୍ତମ ଖାଦ୍ୟ ଖାଇବାକୁ ପଡିବ । ସାଧାରଣତଃ ବଞ୍ଚିବା ପାଇଁ ଆମେ ଖାଦ୍ୟ ଖାଇଥାଉ ହେଲେ ଭଲ ସ୍ୱାସ୍ଥ୍ୟ ସହ ବଞ୍ଚିବାକୁ ହେଲେ ଆମର ଖାଦ୍ୟପେୟ…

Captain ରୋହିତଙ୍କର ବିରାଟ କୀର୍ତ୍ତିମାନ: ୧୦ ହଜାର କ୍ଲବରେ ପାଦ ଥାପିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକ ବିରାଟ କୀର୍ତ୍ତିମାନ ରଚିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସୁପର-୪ ଷ୍ଟେଜରେ ଶ୍ରୀଲଙ୍କା ବିପକ୍ଷରେ ୨୨ ରନ୍ କରିବା ମାତ୍ରେ ଏକ ବିଶାଳ ରେକର୍ଡର ଅଧିକାରୀ…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ! ପ୍ରବଳ ବର୍ଷା ହେବା ନେଇ ୬ଟି ଜିଲ୍ଲାକୁ ରେଡ୍‍…

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିନରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର…

MCD ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଧାରା ହୋଇଥିଲା କୁକୁର, ବର୍ତ୍ତମାନ ନିଜ ଅଞ୍ଚଳରେ ଛାଡିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ (ଏମସିଡି) ସୋମବାର କହିଛି, ଯେଉଁ କୁକୁର ମାନଙ୍କୁ ସେମାନଙ୍କ ସ୍ଥାନରୁ ଧରାଯାଇଥିଲା, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କ ସ୍ଥାନରେ ଛଡାଯିବ । ଅଧିକାରୀଙ୍କ କହିବା ଅନୁସାରେ ୨୦୨୩ରେ…