Browsing Category

Breaking News

ଭୁଲ୍‌ରେ ବି କରନ୍ତୁନି ଏପରି କାମ, ନ ହେଲେ ଆପଣଙ୍କ ହ୍ୱାଟସଆପ ଆକାଉଣ୍ଟ ବି ବ୍ୟାନ ହୋଇଯିବ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । ଏହାର ଫାଇନା ବହୁ ସ୍କାମର୍ସ ଉଠାଉଛନ୍ତି ଆଉ ବହୁ ନୀରିହ ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ଭାରତରେ ବୃଦ୍ଧି ପାଉଥିବା ଅନଲାଇନ ସ୍କାମ ଉପରେ…

କ’ଣ ପାଇଁ ସଂସଦର ବିଶେଷ ଅଧିବେଶନ ? ସରକାର ଏଜେଣ୍ଡା ସ୍ପଷ୍ଟ କରନ୍ତୁ ବୋଲି ମୋଦୀଙ୍କୁ ଚିଠି ଲେଖିବେ ସୋନିଆ

ନୂଆଦିଲ୍ଲୀ:ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ମଙ୍ଗଳବାର ସଂସଦର ବିଶେଷ ଅଧିବେଶନର ଏଜେଣ୍ଡା କ’ଣ ରହିଛି ତାହାକୁ ସାର୍ବଜନୀନ କରିବାକୁ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ମେଣ୍ଟ କହିଛି ସେମାନେ ଏକ ସକରାତ୍ମକ ଅଧିବେଶନ…

ପ୍ରଧାନମନ୍ତ୍ରୀ ମୋଦୀ ମନି କଣ୍ଟ୍ରୋଲ ସହିତ ସାକ୍ଷାତ କରି ଦେଲେ ଟୁଇଟ୍ : ଆସନ୍ତୁ ଜାଣିବା ଏହି ସାକ୍ଷାତକାରରେ ସେ କ’ଣ ଚର୍ଚ୍ଚା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନି କଣ୍ଟ୍ରୋଲର ଏକ ସ୍ୱତନ୍ତ୍ର ଇଣ୍ଟରଭିଉରେ ଭାରତର ଜି -20 ଅଧ୍ୟକ୍ଷତା, ବିଶ୍ୱର କଲ୍ୟାଣ ଦିଗରେ ଭାରତର ଆଭିମୁଖ୍ୟ, ଆମ ଦେଶର ବିକାଶର ଅଗ୍ରଗତି ଏବଂ ଅନ୍ୟାନ୍ୟ ବିଷୟ…

ଲିଭ୍ ଇନରେ ରହିବାକୁ ମିଳିଗଲା ସ୍ୱୀକୃତି, ଧର୍ମ ଅଲଗା ହୋଇଥିଲେ ବି କେହି ବାଧା ସୃଷ୍ଟି କଲେ ପୋଲିସ ଦେବ ସୁରକ୍ଷା

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ନିକଟରେ ଏକ ଚର୍ଚ୍ଚିତ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ପିଲା କୌଣସି ପାର୍ଟନରଙ୍କ ସହ ଲିଭ୍ ଇନ ରିଲେସନସିପ୍ ରେ ରହିଲେ ପିତାମାତା ସେଥିରେ ହସ୍ତକ୍ଷେପ କରିପାରିବେ ନାହିଁ ।…

India vs Bharat row: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ନାମ ପରିବର୍ତ୍ତନ ହେବ ନାହିଁ, ଏହା ଏକ ଗୁଜବ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ‘ଇଣ୍ଡିଆ’ର ‘ଭାରତ’ ନାମ ପରିବର୍ତ୍ତନକୁ ନେଇ ଜୋରସୋରରେ ଚର୍ଚ୍ଚା ଜାରି ରହିଛି । ତେଣୁ ‘ଇଣ୍ଡିଆ’ ଶବ୍ଦକୁ ହଟାଇବା ପାଇଁ ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସଂସଦର…

SPG ମୁଖ୍ୟ ତଥା IPS ଅରୁଣ କୁମାର ସିହ୍ନାଙ୍କ ପରଲୋକ: ସମ୍ଭାଳୁଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ ଘଟିଛି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ସିହ୍ନା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧…

ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା, ଉଦୟପୁର ହୋଟେଲରେ ହେବ ସମସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ସାଂସଦ ଆମ ଆଦମୀ ପାର୍ଟୀର ରାଘବ ଚଡ୍ଡା ଏବଂ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ…

ନୋମିନି ଓ ଉତ୍ତରାଧିକାରୀ ମଧ୍ୟରେ ଫରକ କ’ଣ: ଖାତାଧାରୀଙ୍କ ମୃତ୍ୟୁ ପରେ ଜମା ଅର୍ଥ ଓ ବୀମାରାଶି ଉପରେ କାହାର ରହିବ ହକ୍, କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ଅନେକଙ୍କ ମନରେ ଏହି ଧାରଣା ରହିଥାଏ ଯେ, କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ନୋମିନି ମୃତକଙ୍କର ବ୍ୟାଙ୍କ ଜମା ବା ବୀମା ରାଶିର ମାଲିକ ହୋଇଯିବେ । ମାତ୍ର ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଅନେକ ସମୟରେ…

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସଂନ୍ଧ୍ୟାଧୂପ ଶେଷ ହେବାପରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମନୀତି

ଓଡିଶା ଭାସ୍କର; ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ଲୀଳାମୟ ଭଗବାନ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଯାହାକୁ ସମସ୍ତେ ଜନ୍ମାଷ୍ଟମୀ ଭାବେ ପାଳନ କରନ୍ତି । ତେବେ ଆଜି ଏହି ଜନ୍ମାଷ୍ଟମୀ…

World of Statistics ରିପୋର୍ଟ: ପାକିସ୍ତାନ ଠାରୁ ଭାରତରେ ଅଧିକ ବେକାରୀ, ବିଶ୍ୱରେ କାହିଁକି ଦେଖାଗଲା ମାନ୍ଦାବସ୍ଥା

ନୂଆଦିଲ୍ଲୀ: କୋଭିଡ ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ସାରା ବିଶ୍ୱ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତିକରୁଛି । ବିଶ୍ୱର ଅନେକ ରାଷ୍ଟ୍ରର ଆର୍ଥିକ ଅବସ୍ଥା ଏବେ ନିମ୍ନମୁଖୀ ହେବାରେ ଲାଗିଛି । ତେଣୁ ଏପରି ଆର୍ଥିକ…