CHARIDHAM
Browsing Category

Breaking News

ଦିନକୁ ଅତି କମରେ 7 ଘଣ୍ଟା ଶୁଅନ୍ତୁ, ନଚେତ୍ ହୋଇପାରେ…

ଓଡ଼ିଶା ଭାସ୍କର: ଆଜିକାଲି ଯୁବପିଢ଼ିଙ୍କ ପାଖରେ କମ୍ ଶୋଇବାର ସମସ୍ୟା ଦେଖାଯାଉଛି । ସେମାନେ ଜାଣିଶୁଣି କମ୍ ଶୋଇଥାନ୍ତି କିମ୍ବା କାମ ପ୍ରସର୍ ଯୋଗୁଁ ସେମାନଙ୍କୁ କମ୍ ଶୋଇବାକୁ ପଡ଼ିଥାଏ । କାରଣ ଯାହା ହେଉନା…

ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ; ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମୃତ୍ୟୁ । ଗୁରୁତର ଅବସ୍ଥାରେ ଶଶୁର ଓ ଶାଶୂ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ପ୍ରକାଶ ପାଇଲା OJEE ରେଜଲ୍ଟ, ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ବର: ପ୍ରକାଶ ପାଇଲା OJEE-2025 ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-2025 ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ…

ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 3 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ହେବ ଅନ୍ତର୍ଯ୍ୟାତୀୟସ୍ତରର ବ୍ୟାଖ୍ୟାନ କେନ୍ଦ୍ର । ରଥଯାତ୍ରା…

ଆମେରିକାରେ ଚୀନ୍ ବୈଜ୍ଞାନିକ ଗିରଫ, ଚୀନ୍‌ର ଉହାନ୍ ଲ୍ୟାବ ସହିତ ଅଛି ସମ୍ପର୍କ

ୱାଶିଂଟନ: ଆମେରିକାରେ ପୁଣି ଥରେ ଜଣେ ଚୀନ୍ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଜୈବିକ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଚୀନର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ଆମେରିକା । ବୈଜ୍ଞାନିକ ଚୀନ୍ରୁ ଆମେରିକାର ଡେଟ୍ରାଇଟ୍…

ଦେଶର ଦୁଇ ବୃହତ୍ ବ୍ୟାଙ୍କ ICICI ଓ HDFCରୁ ଗ୍ରାହକଙ୍କୁ ଝଟକା: FD ସୁଧ ହାରରେ ହ୍ରାସ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ (ICICI) ଏବଂ ଏଚଡିଏଫସି (HDFC) ବ୍ୟାଙ୍କ ନିଜ ସୁଧ ହାରରେ ହ୍ରାସ କରି ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଏଚଡିଏଫସି ବ୍ୟାଙ୍କ ତା’ର ମାର୍ଜିନାଲ…

ଏବେ ମହିଳା ଅଧିକାରୀଙ୍କ ପାଳି, ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ମ୍ୟାଡାମ

ଭୁବନେଶ୍ୱର: ୮ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଲା ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ…

ରଥ ଉପରକୁ ମୋବାଇଲ ନେଇ ଯାଇପାରିବେନି ସେବାୟତ: ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, “ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି ।…

IPS ଉତ୍କଳ ରଞ୍ଜନ ସାହୁ ହେଲେ RPSCର ନୂତନ ଅଧ୍ୟକ୍ଷ, 35 ବର୍ଷ ଧରି ସରକାରୀ ସେବାରେ ଅଛନ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ନୂତନ ଅଧ୍ୟକ୍ଷ ହେଲେ ଉତ୍କଳ ରଞ୍ଜନ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉତ୍କଳ । ସେ କହିଛନ୍ତି ଯେ ରାଜ୍ୟ…

ଗଛ କାଟିଲେ ଗଛ ଲଗାଓ, ତା’ ର 7 ବର୍ଷ ଯତ୍ନ ନିଅ: ହାଇକୋର୍ଟ

ନାଗପୁର: ଦରିଆପୁର ବସ୍ ଡିପୋରୁ ଶିବାଜୀନଗର ରାସ୍ତାର ପ୍ରଶସ୍ତୀକରଣ ପାଇଁ ଗଛ କାଟିବା ଉପରେ ଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି ହାଇକୋର୍ଟର ନାଗପୁର ଖଣ୍ଡପୀଠ । ଯାହା ଫଳରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ପଥ…