Browsing Category

Breaking News

ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଭାଗ ନେବା ପାଇଁ କିଶୋର ଜେନାଙ୍କୁ ମିଳିଲାନି ଭିସା, ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ନୀରଜ ଚୋପ୍ରା

ନୁଆଦିଲ୍ଲୀ: ଅଲମ୍ପିକ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଗୁରୁବାର ସାଥୀ ଖେଳାଳି କିଶୋର ଜେନାଙ୍କ ଭିସା ପାଇବାକୁ ଦେଖା ଦେଇଥିବା ସମସ୍ୟାର ସମାଧାବ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ…

ସରିନି ବିପଦ, ୨୦୨୩ ହିଁ ବିଶ୍ୱ ପାଇଁ ମହାବିପଦ ଡାକି ଆଣିବ! ମାଳିକା କହୁଛି ହୋଇପାରେ ପ୍ରଳୟ

ମାଳିକା ଅନୁସାରେ ୨୦୨୩ ମହାବିନାଶର ବର୍ଷ ହେବ । ଘଟିବ ଅନେକ ଅଘଟଣ । ବଢିଯିବ ସୂର୍ଯ୍ୟଙ୍କ ତାପ । ବିଲ ଫାଟି ଆଁ କରିବ । ମରୁଡି ଦେଖାଦେବ । ମହାପୁରୁଷ ମାନେ ଲେଖିଛନ୍ତି ୨୦୨୩ ମସିହାରେ ମହାପ୍ରଳୟକୁ ସାମ୍ନା କରିବ…

Asia Cup-2023; ସଞ୍ଜୁ ସାମସନଙ୍କୁ ମିଳିବନି ଏସିଆ କପ୍ ଟିକେଟ! ଏହି ଖେଳାଳିଙ୍କୁ ମିଳିପାରେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟର ପ୍ରଭାବ ଭାରତୀୟ ଦଳ ଏବଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷ କରି ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଉପରେ…

ପ୍ରୋପଲ୍ସନ ମଡ୍ୟୁଲ୍‌ ଠାରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ୍‌, ଆଗାମୀ ୬ ଦିନ ଗୁରୁତ୍ୱପୁର୍ଣ୍ଣ

ନୂଆଦିଲ୍ଲୀ: ଲ୍ୟାଣ୍ଡର ବିକ୍ରମ୍ ଠାରୁ ସଫଳତାପୁର୍ଣ୍ଣ ଅଲଗା ହୋଇଛି । ଆଗକୁ ଚନ୍ଦ୍ର ଯାଏଁ ବାକି ୧୦୦ କିଲୋମିଟର ରସ୍ତା ଲ୍ୟାଣ୍ଡର ବିକ୍ରମ୍‌କୁ ନିଜେ ଅତିକ୍ରମ କରିବ । ଏଥିପାଇଁ ବିକ୍ରମ୍ ନିଜର ଇଞ୍ଜିନ୍ ବା…

‘ଭାରତରେ ହିନ୍ଦୁଧର୍ମ ପ୍ରାଚୀନ କାଳରୁ ରହି ଆସିଛି, ମୁସଲମାନ କେବଳ ଧର୍ମ ପରିବର୍ତ୍ତର ଫଳ’: ଗୁଲାମ ନବୀ ଆଜାଦ

ନୁଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ହୋଇ ଜନ୍ମ ହୋଇଥିଲେ । ପରେ ମୁସଲମାନମାନେ ବାହାରୁ ଆସି ଏହି ମହାନ ଦେଶରେ ବସବାସ କରୁଛନ୍ତି । ଯଦି ଭାରତରେ ଆଜି କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ…

Betting app scam, ୧,୪୦୦ କୋଟି ଟଙ୍କା ଠକି ନେଲା Betting App: ୧୨୦୦ ଲୋକ ଶୀକାର

ନୂଆଦିଲ୍ଲୀ: ବିଭିନ୍ନ ସନ୍ଦିଗ୍ଧ ଚୀନର ମୋବାଇଲ ଆପ୍ ବ୍ୟବହାର କରିବା ସମୟରେ ସଜାଗ ରହିବା ସହ ସଚେତନ ରହିବା ପାଇଁ ଲଗାତାର ସୂଚନା ଦେଉଛନ୍ତି ଭାରତ ସରକାର । ଦେଶରେ ଅନଲାଇନ ବେଟିଂ ଆପ୍ ବୃଦ୍ଧି ପାଉଥିବା ବେଳେ ଏହାର…

(Video) ସାବଧାନ! ସାରା ବିଶ୍ୱରେ ବ୍ୟାପୁଛି ଗାଜର ଘାସ: ଭୟଙ୍କର ରୋଗ ଆଣି ଆସୁଛି ପାର୍ଥେନିନ୍

ସାରା ବିଶ୍ୱରେ ବର୍ତ୍ତମାନ ଗାଜର ଘାସ ବ୍ୟାପିବାରେ ଲାଗିଛି । ଗାଜର ଘାସ ବା "ପାର୍ଥେନିୟମ ୱାଇଡ଼’ । ଏହି ଗାଜର ଘାସରେ ପ୍ରଚୁର ପରିମାଣର ଫୁଲ ଫୁଟେ । ଏବେ ସେହି ଫୁଲ ବାୟୁମଣ୍ଡଳକୁ ବ୍ୟାପିଯାଏ । ଏହି ଗାଜର ଘାସ…

ଅଗଷ୍ଟରେ ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଦେଲା ବଡ଼ ଝଟକା: ମହଙ୍ଗା କଲେ ଲୋନ୍, ବଢ଼ିଲା ମାସିକ କିସ୍ତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଲୋନ୍ ନେଉଥିବା ଗ୍ରାହକମାନଙ୍କୁ ଶୀର୍ଷ ବ୍ୟାଙ୍କଗୁଡିକ ଏକ ବଡ଼ ଝଟକା ଦେଇଛନ୍ତି । ଏହି ବ୍ୟାଙ୍କଗୁଡ଼ିକ ପାଣ୍ଠି ଭିତ୍ତିକ ଋଣ ହାରର ସାମାନ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି । ରେପୋ ରେଟ୍ ଉପରେ…

Mid Day Mealରେ ସାମିଲ ହେଲା ଏହି ଖାଦ୍ୟ: ସପ୍ତାହରେ ଗୋଟିଏ ଦିନ ମିଳିବ ସ୍ପେଶାଲ ଆଇଟମ୍

ନୂଆଦିଲ୍ଲୀ: ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି । ଏବେ ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ୪ ଦିନ ଡାଲିଜାତୀୟ ଖାଦ୍ୟ ସହିତ…

ବଡ଼ ଖବର… ୧୫ଟି ଭାଷାରେ ପରୀକ୍ଷା ଆୟୋଜନ କରିବେ ସରକାର: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ…