Browsing Category
Breaking News
PM Kisaan ଯୋଜନାକୁ ନେଇ ବଡ଼ ଅପଡେଟ: ୧୫ତମ କିସ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି କୃଷକମାନଙ୍କ ଆକାଉଣ୍ଟକୁ ଆସି ସାରିଛି । ଜୁଲାଇ ୨୭ ତାରିଖରେ ଏକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କୁ ଏହି ଟଙ୍କା ଡିବିଟି…
ଟ୍ୱିଟରର ୫୮୪ ରୁ ଅଧିକ ଆଇଟମ୍ ନିଲାମରେ ରଖିଥିଲେ ଏଲନ୍ ମସ୍କ, ଭାଇରାଲ୍ ହୋଇଥିବା ଏହି ୨ଟି ଫଟୋ ମଧ୍ୟ ହେବ ବିକ୍ରି
ନୂଆଦିଲ୍ଲୀ: ଗତ ମାସରେ ଏକ ବଡ ପଦକ୍ଷେପ ନେଇ ଏଲନ୍ ମସ୍କ ଟ୍ୱିଟରର ନାମକୁ X ରେ ପରିବର୍ତ୍ତନ କରିଥିଲେ। ଏହା ସହିତ ସେ କମ୍ପାନୀର ଲୋଗୋ ମଧ୍ୟ ଅପଡେଟ୍ କରିଥିଲେ।ମସ୍କ କମ୍ପାନୀକୁ ଏକ ନୂଆ ଲୁକ୍ ଏବଂ ଅନୁଭବ ଦେବାକୁ…
ଭୟଙ୍କର ଦୁର୍ଘଟଣା: ୭ ପୋଲିସ ମୃତ, ଚାରିଆଡେ ହାହାକାର
ନୂଆଦିଲ୍ଲୀ: ଅଗଷ୍ଟ ୧୧ ରେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ଏଠାରେ ପୋଲିସ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।…
ହଟିବ ବ୍ରିଟିଶ ଅମଳର IPC ଏବଂ CrPC, ଲୋକସଭାରେ ଆଗତ ହେଲା ‘ଭାରତୀୟ ନ୍ୟାୟ ସଂହିତା -୨୦୨୩’
ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଯାଉଛି। ଏ ସମ୍ପର୍କରେ ସରକାର ସଂସଦରେ ଏକ ‘ବିଲ୍’ ବା ଚିଠା ଉପସ୍ଥାପନ କରିଛନ୍ତି। ଗତ କିଛି…
ଘରେ ସୁଇମିଂ ପୁଲ୍ ଖୋଳୁଥିଲେ ଏହି ବ୍ୟକ୍ତି, ବାହାରିଲା ୮୦୦୦ ବର୍ଷର ପୁରୁଣା ରହସ୍ୟ
ନୂଆଦିଲ୍ଲୀ: ଜଣେ ସ୍କଟଲ୍ୟାଣ୍ଡର ବ୍ୟକ୍ତି ନିଜ ପିଲାଙ୍କ ପାଇଁ ଏକ ସୁଇମିଂ ପୁଲ୍ ନିର୍ମାଣ ପାଇଁ ମାଟି ଖୋଳୁଥିଲେ। ଏହି ଖନନରେ, ୪୪ ବର୍ଷୀୟ ପାଲ୍ ମ୍ୟାକଡୋନାଲ୍ଡ ଯାହା ପାଇଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପାଲ୍…
କ୍ୟାବିନେଟ ବୈଠକରେ ‘ନୂଆ’ ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ: ୧୯ଟି ପ୍ରସ୍ତାବରେ ମୋହର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଆଜିର ରାଜ୍ୟ କ୍ୟାବିନଟ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ୧୯ଟି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ…
ରକ୍ଷାବନ୍ଧନରେ ଭଉଣୀମାନଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ମୁଖ୍ୟମନ୍ତ୍ରୀ, “ଲାଡଲି ବେହନା ଯୋଜନା’ରେ ବି ବୃଦ୍ଧି ହେଲା ସହାୟତା ରାଶି
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି "ଲାଡଲି ବହନା ଯୋଜନା' ଜରିଆରେ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ଏବେ ବୃଦ୍ଧି କରାଯିବ ।…
୫୦୦ ଟଙ୍କିଆ ନୋଟ୍-ଆଧାର କାର୍ଡ ବ୍ୟାନ୍: ଚିକେନ୍ ଖଇବା ଉପରେ ବି ଲାଗିଲା ରୋକ୍, ଜାଣନ୍ତୁ ସତ୍ୟତା
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ପରେ ୫୦୦ ଟଙ୍କିଆ ନୋଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ନୋଟ ମଧ୍ୟ ବ୍ୟାନ ହେଉଥିବା ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ…
ବିଜେପି ନେତାଙ୍କ ବିବାଦୀୟ ବୟାନ, ଭୋଟରଙ୍କୁ କହିଲେ ଭୋଟ ଦେବାକୁ ବୁଥ୍ ଯାଅନି
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଥିବା ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଯୋଶ ଭରିବାର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଗୁରୁବାର ରତଲାମରେ କର୍ମକର୍ତ୍ତାଙ୍କ…
ବିଶ୍ୱକପ ପୂର୍ବରୁ ଅଧିନାୟକ ହାର୍ଦ୍ଦିକ ନେଲେ ବଡ଼ ନିଷ୍ପତ୍ତି: ଦଳରୁ ସ୍ଥାନ ହରାଇଲେ ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବର୍ତ୍ତମାନ ପ୍ରସ୍ତୁତ ହେଉଛି ସାରା ବିଶ୍ୱ କ୍ରିକେଟ । ବିଶ୍ୱକପ ଜିତି ଚମ୍ପିଆନ ହେବା ଆଶାରେ ଚାଲିଛି ଅଙ୍କକଷା । କିନ୍ତୁ ଏହା ଭିତରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼…