CHARIDHAM
Browsing Category

Breaking News

ଅପରେସନ ସିନ୍ଦୂରର ସଫଳତା ପରେ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ମିଳିଲା ପ୍ରମୋଶନ, ମିଳିଲା ଏହି ପଦବୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା ଏବଂ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା। ଏହାପରେ ପାକିସ୍ତାନ ଡ୍ରୋନ ଆକ୍ରମଣ…

ବ୍ୟାଙ୍କ ଭରୁଛି ସରକାରଙ୍କ ତିଜୋରୀ : RBI ପରେ ଏବେ SBI ଦେଲା ୮୦୭୬ କୋଟିର ଡିଭିଡେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପରେ ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ମଧ୍ୟ କେନ୍ଦ୍ର ସରକାରଙ୍କୁ ଏକ ବଡ଼ ଆର୍ଥିକ ସହାୟତା ପ୍ରଦାନ କରିଛି। SBI ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସରକାରଙ୍କୁ ୮,୦୭୬…

ପ୍ରେମିକ ସହିତ ମିଶି ଷଡ଼ଯନ୍ତ୍ର କରିଥିଲେ ସ୍ତ୍ରୀ, ନିର୍ଯାତନା ସହିନପାରି ବିଷ ପିଇଦେଲେ ସ୍ବାମୀ

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରର କାଲୱାଡ ପୋଲିସ ଷ୍ଟେସନ ଅଞ୍ଚଳରେ ଦଶ ମାସ ପୂର୍ବେ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କ ଦ୍ୱାରା ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ତାଙ୍କ…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ, ସହାୟତା ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିର ବୃଦ୍ଧି ଘଟିଛି। ପୂର୍ବରୁ ଏହି ସହାୟତା ରାଶି ୬ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଏଥିରେ ୧୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ଏହି ସହାୟତା ରାଶି…

ବେଙ୍ଗାଲୁରୁ ଦଳାଚକଟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା RCB, ଜାଣନ୍ତୁ କାହାକୁ କହିଲା ଦୋଷୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଦଳାଚକଟା ମାମଲକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଆରସିବି। ଏହି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିସାରିଛନ୍ତି ଯେ, ମଇଦାନ ବାହାରେ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ,…

ଭୟଙ୍କର ସଡ଼କ ଦୁର୍ଘଟଣା, କାର-ବସ୍ ମୁହାଁମୁହିଁ ଧକ୍କାରେ 15 ମୃତ

ନୂଆଦିଲ୍ଲୀ: ମାଲେସିଆର ପେରାକରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । କ୍ୟାମ୍ପସକୁ ଫେରୁଥିବା ଛାତ୍ରମାନଙ୍କୁ ନେଇ ଏକ ବିଶ୍ୱବିଦ୍ୟାଳୟ ବସ୍ ଏକ କାର ସହିତ ଧକ୍କା ଦେଇଥିଲା, ଯେଉଁଥିରେ 15 ଜଣଙ୍କର ମୃତ୍ୟୁ ହୋଇଥିଲା।…

ଆସିଗଲା ଲୋ-ଭାରିଆଣ୍ଟ କୋଭିଡ୍ ଭୂତାଣୁ, ଥଣ୍ଡା-କାଶ ଲକ୍ଷଣ ଥିଲେ ଭିଡ଼କୁ ଯାଆନ୍ତୁନି..

ପୁରୀ: ବସିଥିଲା ରଥଯାତ୍ରା ସମନ୍ୱୟ ବୈଠକ। ଏହି ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ,…

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିପଦ, ୭ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି

ଭୁବନେଶ୍ୱର: ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ବିଜୁଳି, ଘଡ଼ ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ…

ରଥଯାତ୍ରାରେ ଚାଲିବ ୩୬୫ ସ୍ୱତନ୍ତ୍ର ଟ୍ରେନ୍‌, ବଡ଼ଦାଣ୍ଡକୁ ଜଗିବ AI

ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ଏହି ପର୍ବରେ ସାମିଲ ହେବାକୁ କାହିଁ ଦେଶ-ବିଦେଶରୁ ଲୋକେ ପୁରୀ ଧାଇଁ ଆସନ୍ତି। ଏଥିପାଇଁ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି। ସୂଚନା ମୁତାବକ, ରଥଯାତ୍ରାରେ…

APAAR IDର କାହିଁକି ପଡ଼ିଲା ଆବଶ୍ୟକ? ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଦେଲେ ଆଧାର ସହ ଜଡ଼ିତ ଏହି ସମ୍ପୂର୍ଣ୍ଣ ସତ

ନୂଆଦିଲ୍ଲୀ: ଦେଶରେ ଶିକ୍ଷାର ଦୁନିଆରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଏଥିସହ ଏହାର ନାମ APAAR ID, ଅର୍ଥାତ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମୀ ଆକାଉଣ୍ଟ ରେଜିଷ୍ଟ୍ରୀ। ଏହା ଏକ ଏଭଳି ଡିଜିଟାଲ ପରିଚୟ, ଯାହା…