Browsing Category

Breaking News

‘ଦିଲ୍ଲୀ ସେବା ବିଲ୍’ ରାଜ୍ୟସଭାରେ ପାସ୍; ସପକ୍ଷରେ ପଡ଼ିଲା ୧୩୧ ଭୋଟ୍

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି। ଗୃହରେ, AAP, କଂଗ୍ରେସ ଆମେତ ସମସ୍ତ ବିରୋଧୀ ଏହି ବିଲ୍ କୁ ଦୃଢ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏହି ବିଲ୍ ଆଗତ…

ଆମ୍ ଆଦମୀ ପାର୍ଟିକୁ ଖୁସି କରିବା ପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରୁଛି: ଅମିତ ଶାହା

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଅର୍ଡିନାନ୍ସ ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଦିନସାରା ଆଲୋଚନା ପରେ ବିରୋଧୀଦଳ ସାଂସଦଙ୍କ ଅଭିଯୋଗ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା…

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୁଭାଶିଷ ତାଳପତ୍ର

ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ସୁଭାଶିଷ ତାଳପତ୍ର । ଆସନ୍ତାକାଲି ସେ ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ବିଚାରପତି…

‘ବର୍ଷ ପରେ ଏଥର ବିଶ୍ୱକପ ଆମେ ଜିତିବୁ…’ World Cup ଟ୍ରଫି ଧରି ହୁଙ୍କାର ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତରେ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ତେଣୁ ଭାରତ ଚଳିତବର୍ଷ…

(Video) ଫେରି ଆସିଲେ କି ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ? Instagramରେ ଭାଇରାଲ ହେଉଛି ଏହି ଭିଡିଓ

ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତ । ଦିନେ ଲକ୍ଷ ଲକ୍ଷ ଝିଅଙ୍କ କ୍ରସ୍ ଥିଲେ ସୁଶାନ୍ତ । କିନ୍ତୁ ୨୦୨୦ ଜୁନ୍ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଦମଦାର ଅଭିନୟ…

Video: ଏଲ୍‌ଓସି ପାର୍ କରୁଥିବା ସମୟରେ ଭାରତୀୟ ସେନା ହାତରେ ଧରା ପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ, ଗୋଟିଏ ପଟେ ଦେଶରେ ଲୋକେ ଖାଇବାକୁ ପାଉନଥିବା ବେଳେ, ଅନ୍ୟ ପଟେ ଭାରତକୁ ଆତଙ୍କବାଦୀ ପଠାଇ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଲାଇନ୍ ଅଫ କଣ୍ଟ୍ରୋଲ(ଏଲ୍‌ଓସି) ପୁଞ୍ଚ…

ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିବେ ନିଜେ ଅଧିନାୟକ: ଚୟନକର୍ତ୍ତା ଦେଲେ ସୂଚନା

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ-୨୦୨୩ । ବିଶ୍ୱବିଜେତାର ଟାଇଟଲ ଜିତିବା ପାଇଁ ସବୁ ଦଳ ଏବେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି । ତେବେ ଏହା ଭିତରେ ଆସିଛି ଏକ ଦୁଃଖଦ ଖବର । ବିଶ୍ୱକପ ଖେଳିବା…

(Video) ସତ ହେଉଛି ମାଳିକାବାଣୀ, ମଣିଷ ଖାଇବା ପାଇଁ ହୀରାକୁଦରୁ ବାହାରି ଆସିଛି ବଉଳା କୁମ୍ଭୀର: ଧ୍ୱଂସ ପାଇବ ସୃଷ୍ଟି!

ହୀରାକୁଦ ବନ୍ଧରେ ଦେଖା ଦେଇଛି ମଣିଷ ଖିଆ ବଉଳା କୁମ୍ଭୀର । ଇଏ ସେଇ ମାଳିକାରେ ଲେଖାଥିବା ବଉଳା କୁମ୍ଭୀର । ଯିଏ ଶୋଉଛି କମ୍ କିନ୍ତୁ ଖାଉଛି ଅଧିକା । ହଠାତ୍ ଦେଖାଦେତ୍ପୁଣି କେଉଁଆଡେ ଉଭାନ ହୋଇଯାଉଛି ଏହି କୁମ୍ଭୀର ।…

ଗାଈ ହେବ କି ଭାରତର ଜାତୀୟ ପଶୁ, ବିଜେପି ସାଂସଦଙ୍କ ଏପରି ପ୍ରଶ୍ନରେ କ’ଣ ଉତ୍ତର ରଖିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜେ କିଷନ ରେଡ୍ଡୀ ସୋମବାର ସଂସଦରେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କର ଗାଈକୁ ଜାତୀୟ ପଶୁ ଘୋଷଣା କରିବାର କୌଣସି ଯୋଜନା ନାହିଁ । ସେ ଆହୁରି କହିଥିଲେ ବାଘ ଭାରତର ଜାତୀୟ ପଶୁ…

ଚଳିତ ବର୍ଷ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିରେ ନିଯୁକ୍ତ ପାଇବେ ୧.୫ ଲକ୍ଷ କମ୍ ନୂତନ କର୍ମଚାରୀ, ଜାଣନ୍ତୁ କାରଣ ?

ନୂଆଦିଲ୍ଲୀ: ବିଶ୍ୱର ଅନେକ ଆଇଟି କମ୍ପାନୀ ସେମାନଙ୍କର କର୍ମଚାରୀ ଛଟେଇ କରୁଥିବା ବେଳେ ଏହାର ପ୍ରଭାବ ଭାରତୀୟ ଆଇଟି ବଜାର ଉପରେ ମଧ୍ୟ ପଡ଼ିଛି । ଯାହା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଆଇଟି କ୍ଷେତ୍ରରେ ନୂଆ ନିଯୁକ୍ତି…