CHARIDHAM
Browsing Category

Breaking News

ଲସ୍ ଆଞ୍ଜେଲସରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୋଲିସ, ବିକ୍ଷୋଭ ରିପୋର୍ଟିଂ ବେଳେ ଘଟିଲା ଦୁର୍ଘଟଣା: ଦେଖନ୍ତୁ Video

ଆମେରିକାର ଲସ୍ ଆଞ୍ଜେଲସରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ କଭରେଜ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ପୋଲିସ ରବର ଗୁଳିରେ ଆଘାତ କରିଛି। ଘଟଣାଟি ରବିବାର ସନ୍ଧ୍ୟାରେ ଘଟିଥିଲା, ଯେତେବେଳେ ଅଷ୍ଟ୍ରେଲୀୟ ପତ୍ରକାର…

ଜାହାଜରେ ବିସ୍ଫୋରଣ, ୪ କ୍ରିୟୁ ମେମ୍ବର ନିଖୋଜ

କୋଚି: କେରଳ ସମୁଦ୍ର ତଟ୍ଟରେ କଣ୍ଟେନର ଜାହାଜରେ ବିସ୍ଫୋରଣ ହୋଇଥିବା ସୂଚନା । ଏହି ଜାହାଜରେ ସିଙ୍ଗାପୁର ପତାକା ଲାଗିଥିବା ଜଣାପଡ଼ିଛି । ସୋମବାର ଦିନ ଏହି ଅଘଟଣ ଘଟିଥିବାବେଳେ ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି ।…

ଟିମ୍ ଇଣ୍ଡିଆର ଦୁଇଟି ମ୍ୟାଚର ସୂଚୀ ହଠାତ୍ ବଦଳିଲା, BCCI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଟିମ୍ ଇଣ୍ଡିଆର ୨୦୨୫ ଅନ୍ତର୍ଜାତୀୟ ଘରୋଇ ସିଜନ୍ ପାଇଁ ଦୁଇଟି ଟେଷ୍ଟ ମ୍ୟାଚର ସୂଚୀରେ ପରିବର୍ତ୍ତନ ଘୋଷଣା କରିଛି। ଏହି ପରିବର୍ତ୍ତନ ଅନୁଯାୟୀ, ଭାରତ ଏବଂ…

ବେଆଇନ ଗର୍ଭପାତ କିଟ ବିକୁଥିବା ନେଇ ରାଜଧାନୀରେ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି। ଆଜିକା ସମୟରେ ଗର୍ଭପାତ…

ମହିଳାମାନେ ଆରମ୍ଭ କରିପାରିବେ ନିଜର ବ୍ୟବସାୟ: ଏହି ଯୋଜନାରେ ମିଳିବ ୫ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ

ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଅଭିନବ ଯୋଜନା ଚଳାଇଛନ୍ତି, ଯାହାର ନାମ ହେଉଛି ଲଖପତି ଲକ୍ଷପତି ଦିଦି ଯୋଜନା। ଏହି ଯୋଜନା…

ଟ୍ରମ୍ପଙ୍କ ଟ୍ରାଭେଲ ବ୍ୟାନ ଆଜିଠାରୁ ଲାଗୁ, ଏହି ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ଉପରେ ରୋକ

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଭ୍ରମଣ ନିଷେଧାଜ୍ଞା ଜାରି କରିଛନ୍ତି, ଯାହା ଆଜି ଅର୍ଥାତ୍ ୯ ଜୁନ ୨୦୨୫ରୁ କାର୍ଯ୍ୟକାରୀ ହେଉଛି। ଏହି ନିଷେଧାଜ୍ଞା ଅନୁସାରେ, ୧୨ଟି ଦେଶର ନାଗରିକଙ୍କୁ…

ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ

ସମ୍ବଲପୁର: ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସିନ୍ଦୁରପଙ୍କ ବାଇପାସ ନିକଟରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ…

ହନିମୁନ ଯାଇ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ: ସୁପାରୀ ଦେଇ ରଚିଲେ ହତ୍ୟାକାଣ୍ଡର କାହାଣୀ

ନୂଆଦିଲ୍ଲୀ: ଇନ୍ଦୋରର ପର୍ଯ୍ୟଟକ ରାଜା ରାଘବଂଶୀଙ୍କୁ ତାଙ୍କ ସ୍ତ୍ରୀ ଦ୍ୱାରା ନିୟୋଜିତ ଲୋକମାନେ ମେଘାଳୟରେ ହନିମୁନ ସମୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମେଘାଳୟ ଡିଜିପି ଆଇ ନୋଙ୍ଗରାଙ୍ଗ ସୋମବାର ସକାଳେ ଏହା…

ଇନଷ୍ଟାଗ୍ରାମରେ ନକଲି ଫଲୋଅର୍ସ ବଢ଼ାଇବାର କ୍ଷତି କ’ଣ ? ରିଚ୍ ଉପରେ ପଡ଼ିପାରେ ଖରାପ ପ୍ରଭାବ

ଇନଷ୍ଟାଗ୍ରାମରେ ରିଚ୍ ବଢ଼ାଇବା ପାଇଁ ଅନେକେ ନକଲି ଫଲୋଅର୍ସ କିଣୁଛନ୍ତି। କିନ୍ତୁ, ଏହା ଏକ ବିପଜ୍ଜନକ ପଦକ୍ଷେପ, ଯାହା ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରିପାରେ ଏବଂ ରିଚ୍ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆସନ୍ତୁ…

କାର୍ଲୋସ ଆଲକାରାଜ ଜିତିଲେ ଦୀର୍ଘତମ ଫ୍ରେଞ୍ଚ ଓପନ୍ ଫାଇନାଲ

ପ୍ୟାରିସ: ସ୍ପେନର ୨୨ ବର୍ଷୀୟ ଟେନିସ ତାରକା କାର୍ଲୋସ ଆଲକାରାଜ ରୋଲାଣ୍ଡ ଗାରୋସରେ ଏକ ଐତିହାସିକ ମ୍ୟାଚରେ ବିଶ୍ୱର ନମ୍ବର ଏକ ଖେଳାଳି ଜାନିକ ସିନାରଙ୍କୁ ପରାସ୍ତ କରି ୨୦୨୫ ଫ୍ରେଞ୍ଚ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ…