Browsing Category
Breaking News
ଇତିହାସ ରଚିଦେଲେ ଆର. ଅଶ୍ୱୀନ: ବାପ-ପୁଅ ଉଭୟଙ୍କ ୱିକେଟ ନେଇ ଲେଖିଲେ ବିରଳ ରେକର୍ଡ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…
ଆସୁଛି ବନ୍ୟା! ବୋଲ ମାନୁନି ‘ଯମୁନା’ ନଦୀର ଜଳସ୍ତର: ୪୫ ବର୍ଷର ରେକର୍ଡ ପଛରେ ପଡିଲାଣି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଯମୁନା ନଦୀରେ ଏବେ ହୁ ହୁ ହୋଇ ଜଳସ୍ତର ବଢିବାରେ ଲାଗିଛି । ଦିନକୁ ଦିନ ଏହି ନଈର ପାଣି ରାଜ୍ୟବାସୀଙ୍କ ବନ୍ୟା ଭୟକୁ ମଧ୍ୟ ବଢାଇ ଦେଉଛି । ଏବେ ୪୫ ବର୍ଷର ରେକର୍ଡ ଭାଙ୍ଗି ବନ୍ୟା ଦିଗରେ…
ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ କେନ୍ଦ୍ର ସରକାର ୨୨ଟି ରାଜ୍ୟକୁ ଦେଲେ ଅନୁଦାନ, ଓଡ଼ିଶାକୁ ମିଳିଲା ୭୦୭ କୋଟି ଟଙ୍କା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବାବଦରେ ୨୨ଟି ରାଜ୍ୟକୁ ୭ ହଜାର ୫୩୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଅନୁସାରେ ରାଜ୍ୟଗୁଡ଼ିକୁ ପ୍ରାକୃତିକ…
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ: Team Indiaରେ ଡେବ୍ୟୁ କରୁଛନ୍ତି ଇଶାନ-ଯଶସ୍ୱୀ, ଭରତ ବାଦ୍
ନୂଆଦିଲ୍ଲୀ: ଆଜି ଡୋମିନିକା ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ମ୍ୟାନେଜମେଣ୍ଟ । ଯୁବ ୱିକେଟକିପର ଇଶାନ…
ଚାଲିଛି ଷଡଯନ୍ତ୍ର, ଭାରତରେ ହେବ ବିରାଟ ବିସ୍ଫୋରଣ: ଆତଙ୍କବାଦୀଙ୍କ ପ୍ଲାନକୁ ନେଇ ହେଲା ଖୁଲାସା
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବଳ ଉପରେ ଏକ ବଡ ବିପଦ ଆସୁଛି । ଏ ନେଇ ଗପ୍ତଚର ସଂସ୍ଥା ପକ୍ଷରୁ ଆଭାସ ମିଳି ସାରିଛି । ଆତଙ୍କବାଦୀମାନେ ଭାରତର ସୈନ୍ୟବାହିନୀ ଉପରେ ଆକ୍ରମଣ କରିବାକୁ ଯାଉଥିବା ନେଇ ସଂସ୍ଥା ପକ୍ଷରୁ…
ବାହାନଗା ଷ୍ଟେସନକୁ କରାଯିବ ନବୀକରଣ: ନୂଆ ପ୍ରକଳ୍ପରେ ବଦଳିଯିବ ଷ୍ଟେସନର ସମ୍ପୂର୍ଣ୍ଣ ରୂପରେଖ
ବାଲେଶ୍ୱର: ଆଉ ମାତ୍ର ୬ କି ୭ ମାସ, ତା’ ପରେ ବଦଳିଯିବ ବାହାନଗା ଷ୍ଟେସନର ସମ୍ପୂର୍ଣ୍ଣ ଚେହେରା । ଦୁର୍ଘଟଣା ପରେ ଏବେ ଏହି ଷ୍ଟେସନର କରାଯିବ ନବୀକରଣ । ପୁଣିଥରେ ଅପଡେଟ ହେବ ବାହାନଗା ରେଳ ଷ୍ଟେସନ । ରିଲେ ରୁମରୁ…
ଅବୈଧ ସମ୍ପର୍କ ପାଇଁ ପୁଅକୁ ମାରିଲା ମା’: ପ୍ରେମୀ ସହ ସମ୍ଭୋଗ ବେଳେ ଦେଖି ଦେଇଥିଲା କୁନି ପୁଅ
ନୂଆଦିଲ୍ଲୀ: ଗୋଟିଏ ପିଲା ପାଇଁ ତା’ ମାଆର କୋଳ ସବୁଠାରୁ ସୁରକ୍ଷିତ ଜାଗା ବୋଲି କୁହାଯାଏ । କିନ୍ତୁ ଏବେ ସାମନାକୁ ଆସିଥିବା ଏକ ଖବର ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଆଠ ବର୍ଷର କୁନିପୁଅକୁ ମାରି ଦେଇଛି ନିର୍ଦ୍ଦୟୀ…
ଜୁନ୍ ମାସରେ ଆକାଶ ଛୁଇଁଲା ଖାଦ୍ୟ ପଦାର୍ଥର ଦରଦାମ୍, ୪.୮୧% ରେ ଖୁଚୁରା ମୁଦ୍ରାସ୍ପିତି
ନୁଆଦିଲ୍ଲୀ: ଜୁନ୍ ମାସ ପାଇଁ ସରକାରଙ୍କ ପକ୍ଷରୁ ଖୁଚୁରା ମୁଦ୍ରାସ୍ପିତି ପ୍ରକାଶ ପାଇଛି । ଦେଶର ଅନେକ ସ୍ଥାନରେ ଜୁନ୍ ମାସରେ ପନିପରିବା ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦରଦାମ୍ ବୃଦ୍ଧି ପାଇବା ସହିତ…
ଭାରତୀୟ ବାୟୁସେନା ବିଭାଗରେ ଅଗ୍ନିବୀର ପାଇଁ ପ୍ରକାଶ ପାଇଲା ନିଯୁକ୍ତି: ଜାଣନ୍ତୁ ସମସ୍ତ ତଥ୍ୟ
ଭାରତୀୟ ବାୟୁସେନାରେ ନିଯୁକ୍ତି ନେଇ ଆଜି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ, ଭାରତୀୟ ବାୟୁସେନା ଅଗ୍ନିବୀରବାୟୁ ପଦବୀରେ ନୂଆ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି…
ପଶ୍ଚିମ ବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍ସିର ପ୍ରଚଣ୍ଡ ବିଜୟ, ପୁଣି ପଛରେ ପଡ଼ିଲା ବିଜେପି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିଛି ତୃଣମୁଳ କଂଗ୍ରେସ(ଟିଏମ୍ସି)। ପଶ୍ଚିମବଙ୍ଗର ମୋଟ୍ ୩୩୧୭ ପଞ୍ଚାୟତରୁ ଟିଏମ୍ସି ମୋଟ୍ ୨୫୫୨ ପଞ୍ଚାୟତରେ ବାଜିମାତ୍ କରିଛି। ୨୩୨ ପଞ୍ଚାୟତ…