Browsing Category

Breaking News

(Video) ହିନ୍ଦୁ ଦେବତାଙ୍କୁ ନେଇ ପ୍ରଫେସରଙ୍କ ବିବାଦୀୟ ବିବୃତ୍ତି: ତାତିଲେ କଲେଜ ଛାତ୍ରଛାତ୍ରୀ, ଭିଡ଼ିଓ ଭାଇରାଲ

ପୁଣେ: ସିମ୍ବିଓସିସ୍ କଲେଜର ପ୍ରଫେସର ଅଶୋକ ଧୋଲେ ହିନ୍ଦୁ ଦେବତାଙ୍କୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାରେ କଲେଜ ପ୍ରଶାସନ ଗୁରୁତର ପଦକ୍ଷେପ ନେଇ…

ରାତିରେ ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି କି ? ତାହେଲେ ନିହାତି ପଢନ୍ତୁ

ଦିନକୁ ଦିନ ଚାପ ଗ୍ରସ୍ତ ଜୀବନ ସାଙ୍ଗକୁ କାର୍ୟ୍ୟ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦିନର ବ୍ୟସ୍ତ ବହୁଳ ସମୟକୁ ଅତିବାହିତ କରି ସାରିବା ପରେ ମଣିଷ ଟିକିଏ ଶାନ୍ତିରେ ଶୋଇବାକୁ ଅନାଇ ବସିଥାଏ । ହେଲେ ଦିନ ଯାକର ଥକାପଣ…

ଲୋକସଭାରେ ଚର୍ଚ୍ଚା ସମୟରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ଯୁକ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦୁର୍ଯ୍ୟୋଧନ ବୋଲି କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀମାନଙ୍କର ବଦଳି ଓ ପୋଷ୍ଟିଂ ଉପରେ ଅଧିକାର ସମ୍ବନ୍ଧିତ ବିଧେୟକ ଉପରେ ଗୁରୁବାର ଲୋକସଭାରେ ଚର୍ଚ୍ଚା ସମୟରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ଯୁକ୍ତି ତର୍କ ହୋଇଥିଲା । ଗୃହମନ୍ତ୍ରୀ…

ଛୋଟ ପିଲାମାନେ ଦିନକୁ କେବଳ ଦୁଇଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରିପାରିବେ: ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ବେଳେ ଅଧିକାଂଶ କାର୍ଯ୍ୟ ଏହା ମାଧ୍ୟମରେ କରିବା ସମ୍ଭବପାର ହୋଇପାରୁଛି । ତେବେ ଦିନକୁ ଛୋଟ ପିଲାମାନେ ଅତ୍ୟାଧିକ…

ବ୍ୟକ୍ତିଗତ ଡାଟାକୁ ସାର୍ବଜନୀନ କରୁଛନ୍ତି ସରକାରୀ-ଅନୁଷ୍ଠାନର ମୋବାଇଲ କମ୍ପାନୀ! ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଆପଣ ନିଜର ବହୁ ସୂଚନା ଅନଲାଇନରେ ରଖୁଛନ୍ତି । ଏଥିରେ ବ୍ୟକ୍ତିଗତ ଡାଟା, ଆର୍ଥିକ ତଥ୍ୟ ମଧ୍ୟ ସାମିଲ ରହୁଛି । ହେଲେ ଏକ ସର୍ଭେରେ ଆଶ୍ଚର୍ଯ୍ୟ ହେଲା ଭଳି ଏକ ତଥ୍ୟ ପଦାକୁ ଆସିଛି ।…

ଜାତିଗତ ଜନଗଣନା ମାମଲା, ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

ନୂଆଦିଲ୍ଲୀ: ବିହାରର ଜାତି ଆଧାରିତ ଜନଗଣନା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ପାଟନା ହାଇକୋର୍ଟର ଆଦେଶ ଉପରେ ପ୍ରତିବନ୍ଧ ଲଗାଇବାକୁ ଆବେଦନ କରାଯାଇଛି । ନାଳନ୍ଦାରେ ରହୁଥିବା ଅଖିଳେଶ କୁମାର…

ପ୍ରତ୍ୟେକ ପୂଜା ଆରମ୍ଭରୁ କାହିଁକି ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ?

(ସ୍ପେସିଆଲ ରିପୋର୍ଟ) : ଦର୍ଶକ ବନ୍ଧୁ, ଆପଣମାନେ କେବେ ନା କେବେ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ କିମ୍ବା ପୂଜା ମଣ୍ଡପରେ ପ୍ରତ୍ୟେକ ପୂଜା ଆରମ୍ଭ ପୂର୍ବରୁ ପୁରୋହିତ ପ୍ରଥମେ ଗଣେଶଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ…

(Video) ରିଲିଜ ହେଲା OMG 2ର ଦମଦାର ଟ୍ରେଲର: ଅକ୍ଷୟ କୁମାରଙ୍କ ଶିବ ଦୂତ ଚରିତ୍ର ଦର୍ଶକଙ୍କୁ କଲା ଇମ୍ପ୍ରେସ

ମୁମ୍ବାଇ: ଫିଲ୍ମ 'OMG' ଏକ ସୁପର-ଡୁପର ହିଟ୍ ହୋଇଥିଲା। ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏଥି ସହିତ, ସମସ୍ତ ଅସୁବିଧା ପରେ ଅକ୍ଷୟ କୁମାରଙ୍କ ବହୁ…

ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର: ଅଚାନକ ଭାବରେ ନେଲେ ବିଦାୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୩ ମାସ ବାକି ରହିଥିବା ବେଳେ ଭାରତୀୟ କ୍ରିକେଟକୁ ଏକ ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ଭେଟେରାନ କ୍ରିକେଟର ବର୍ତ୍ତମାନ କ୍ରିକେଟରୁ ବିଦାୟ ନେଇଛନ୍ତି । ଭାରତୀୟ…

ରାଜ୍ୟର ୬୧୮ ହସ୍ପିିଟାଲରେ ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

ଭୁବନେଶ୍ୱର; ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନକୁ ବୃଦ୍ଧି କରିଛନ୍ତି ସରକାର । ରୋଗୀସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି…