Browsing Category
Breaking News
ATM ବସାଇ ଲକ୍ଷ ଲକ୍ଷ ଟଙ୍କା କରନ୍ତୁ ରୋଜଗାର, ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ଘରେ ଏଟିଏମ ବସାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆପଣ ନିଜ ଘରେ ଏଟିଏମ ବସାଇ ବ୍ୟାଙ୍କ ସହିତ ବ୍ୟବସାୟ ଆରମ୍ଭ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ…
ବିଜେପି ବରିଷ୍ଠ ନେତାଙ୍କ ୧୦ ଘଣ୍ଟିଆ ବୈଠକ: ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଏବଂ ନିର୍ବାଚନ ରଣନୀତି ଉପରେ ଆଲୋଚନା!
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହା ପରେ ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି…
ମାନବୀୟ ଢଙ୍ଗରେ ବୁଲା କୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି: ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି। ବର୍ତ୍ତମାନ ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି। ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଁ ହେବ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ, ଖନନ କାର୍ଯ୍ୟରେ ମିଳିଲା ୨୫୦ ବର୍ଷର ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷ
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାମ ଏବଂ ବିଦ୍ୟାଳୟକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର। ସଂସ୍କୃତି ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ…
୨୦୦ ଫୁଟର ବୋରୱେଲରେ ଗଳିପଡିଲା ଅଢେଇ ବର୍ଷର ଛୁଆ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଭୋପାଲ: ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବାଡି ମୁଙ୍ଗାଭାଲି ଗ୍ରାମରେ ଏକ ଝିଅ ଗଭୀର ବୋରୱେଲରେ ପଡ଼ିଯାଇଥିବାର ଖବର ମିଳିଥିଲା। ଖୋଲା ବୋରୱେଲରେ ପଡ଼ିଯାଇଥିବା ଝିଅଟି ମାତ୍ର ଅଢେଇ ବର୍ଷ। ଗାଁର ଲୋକମାନେ କହିଥିଲେ ଯେ,…
କେତେ ପରିମାଣରେ କ୍ଷତି ଘଟାଇବ ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ
ନୂଆଦିଲ୍ଲୀ: ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟର ବିପଦ ରହିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର (ଜୁନ୍ ୬) କହିଛି ଯେ, ଗୁଜୁରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ…
ସବୁ ସୀମା ଟପିଗଲା ବର୍ବରତା: ବଲ୍ ଛୁଇଁବାରୁ ଦଳିତ ଯୁବକଙ୍କ ଆଙ୍ଗୁଠି କାଟିଦିଆଗଲା
ନୂଆଦିଲ୍ଲୀ:ଗୁଜୁରାଟର ପାଟନ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଅମାନୁଷିକତାର ଚିତ୍ର । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ପରି ଏଠାରେ କ୍ରିକେଟ୍ ଖେଳରୁ ରକ୍ତପାତ ସୃଷ୍ଟି ହୋଇଛି । କ୍ରିକେଟ୍ ମ୍ୟାଚ୍…
(Video) BMC ର ଚିନ୍ତା ବଢ଼ାଉଛି ସାନିଟାରୀ ନାପକିନ, ପ୍ରତ୍ୟେକ ଦିନ ଗଦା ହେଉଛି ୧ ଲକ୍ଷ ନାପ୍କିନ୍
ଭୁବନେଶ୍ୱର: ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ପାଇଁ ସାନିଟାରୀ ନାପକିନ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିସହ ସରକାର ପ୍ରତି ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ସାନିଟାରୀ ନାପକିନ ବଣ୍ଟନ କରୁଛନ୍ତି ।…
ବାହାନଗା ବଜାର ରେଳ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ, ବାଲେଶ୍ୱର ପହଞ୍ଚିଲା ତଦନ୍ତକାରୀ ଟିମ୍
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର…
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା କଲେ ପାଇଲଟ: କହିଲେ-‘ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ରହସ୍ୟମୟ ଶବ୍ଦ’
ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଦୁର୍ଘଟଣା ଅନେକଙ୍କ ଆଖିରେ ଲୁହ ଆଣିଛି। ଏହି ଦୁର୍ଘଟଣାରେ ଏପର୍ୟ୍ୟନ୍ତ ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ବର୍ତ୍ତମନ…