Browsing Category

Breaking News

ଦୈନନ୍ଦିନ ଜୀବନରେ ଏହା ପିଇବା ଦ୍ଵାରା ଜିନରେ ଆସିଥାଏ ପରିବର୍ତ୍ତନ

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ମଦ୍ୟପାନ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ। ଏହାଯୋଗୁ କର୍କଟ ରୋଗ ସୃଷ୍ଟି ହୋଇଥାଏ ବୋଲି…

ଚାକିରି ପାଇଁ ଯାଉଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ନିଶ୍ଚିତ ପାଇବେ ସଫଳତା

ବେଳେବେଳେ ଲୋକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ। ଏହାକୁୁ ସାମ୍ନା କରିବା ପାଇଁ କେତେକ ଦିଗ ପ୍ରତି…

ମହିଳାଙ୍କ ଶରୀରର ଉପର ଭାଗର ନଗ୍ନତାକୁ ଅଶ୍ଳୀଳ ବୋଲି କୁହାଯାଇପାରିବ ନାହିଁ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଅର୍ଦ୍ଧ ନଗ୍ନ ଶରୀରରେ ପେଣ୍ଟିଂ ମାମଲାରେ ରେହାନା ଫାତିମାଙ୍କୁ ନିର୍ଦ୍ଦୋଷରେ ଖଲାସ କରି କେରଳ ହାଇକୋର୍ଟ କହିଛନ୍ତି – ‘ନଗ୍ନତା ଏବଂ ଅଶ୍ଳୀଳତା ମଧ୍ୟରେ ପାର୍ଥକ୍ୟ ରହିଛି’। ଜଣେ ମହିଳାଙ୍କ ଉଲଗ୍ନ ଶରୀରର…

ମହିଳାମାନଙ୍କ ପର୍ସନାଲ ଡାଟା ଚୋରି କରି ଇସଲାମ ଦେଶକୁ ପଠାଇବାର ଧମକ: କମ୍ପାନୀକୁ ହିଁ ଅଭିଯୁକ୍ତ କରିବାରେ ଲାଗିଛି ବ୍ଲାକମେଲର

ନୂଆଦିଲ୍ଲୀ: ଅନଲାଇନ୍ ଲେଡିଜ୍ ଅଣ୍ଡର ଗାର୍ମେଣ୍ଟସ ସପ୍ଲାଏ କରୁଥିବା କମ୍ପାନୀଠାରୁ ୧୫ ଲକ୍ଷ ମହିଳାଙ୍କ ପର୍ସନାଲ ଡାଟା ଚୋରି କରି ଇସଲାମ ଦେଶକୁ ପଠାଇବାର ଧମକ ଓ କମ୍ପାନୀକୁ ବ୍ଲାକମେଲ କରୁଥିବା ହ୍ୟାକରକୁ…

ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପଦଯାତ୍ରା କରୁଛନ୍ତି ଏମବିବିଏସ୍ ଛାତ୍ରୀ, କହିଲେ ମୋ ମନର କଥା କହିବେ ମୋ ପ୍ରାଣନାଥ

ସତନା:ମଧ୍ୟପ୍ରଦେଶର ସିବନୀରେ ରହୁଥିବା ଜଣେ ଯୁବତୀ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପର୍ଯ୍ୟନ୍ତ ମୁଣ୍ଡରେ କଳସ ରଖି ପଦଯାତ୍ରା ଆରମ୍ଭ କରିଛନ୍ତି । ଯୁବତୀ ଜଣେ ଏମବିବିଏସ୍ ଛାତ୍ରୀ । କେଉଁ ଲକ୍ଷ୍ୟ ନେଇ ସେ ଗଙ୍ଗୋତ୍ରୀରୁ…

ଶବ ଗାଡ଼ିରେ ଚେତା ଫେରିଲା, ହାତ ଠାରି ଡାକି ନିଜ ଜୀବନ ବଞ୍ଚାଇଲେ ଯୁବକ

କୋଲକାତା : ଜୁନ୍ ୨ ଶୁକ୍ରବାର ର ସେହିୁ କାଳ ରାତି । ଗୋଟିଏ ସେକେଣ୍ଡରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ୍ଛତ୍ର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ ତାହାର କିଛି ହିସାବ…

ରାତିରେ ଫ୍ରିଜ୍ ବନ୍ଦ କରି କ’ଣ କମ୍ କରିପାରିବେ ବିଜୁଳି ବିଲ୍, ଆସନ୍ତୁ ଜାଣିବା ସେ ସଂପର୍କରେ

ଦିନକୁ ଦିନ ବିଜୁଳି ଖର୍ଚ୍ଚ ବଢିବାରେ ଲାଗିଛି । ବେଳେ ବେଳ ବିଲ୍ ଦେଖି ଆମର ହୋସ୍ ଉଡିଯାଏ । ବିଜୁଳି ବିଲ୍ କମ୍ କରିବା ଲାଗି କିଏ କେତେ ପ୍ରକାର ଉପାୟ ଆପଣାଇଥାଏ । ବହୁ ଲୋକ ଏସି, କୁଲର ପରି ଅଧିକ ବିଜୁଳି ଶକ୍ତି…

ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ

କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର…

ଆମେରିକାକୁ ଚେତାଇଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ: ଭରସାଯୋଗ୍ୟ ନୁହେଁ ପାକିସ୍ତାନ, ଅସ୍ତ୍ରଶସ୍ତ୍ର ଦେବାର ଭୂଲ୍ ନକରନ୍ତୁ

ନୁଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ । ବର୍ତ୍ତମାନ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଓଲିଉଡ ଅଷ୍ଟିନ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଆମେରିକାରୁ ଭାରତର ରକ୍ଷାମନ୍ତ୍ରୀ…

ଏହି ମାସରେ ଜନ୍ମିତ ବ୍ୟକ୍ତି ଅନ୍ୟକୁ ପ୍ରଭାବିତ କରିବାରେ ବେଶ୍ ମାହିର, ପ୍ରେମ ସମ୍ବନ୍ଧରେ ବି ବେଶ୍ ସମ୍ବେଦନଶୀଳ

ଆଷାଢ ମାସ ହିନ୍ଦୁ ପଞ୍ଚାଙ୍ଗରେ ୪ର୍ଥ ମାସ ହୋଇଥାଏ । ଏହି ମାସ ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ହୋଇଥାଏ । ଏହି ମାସରେ ଜନ୍ମିତ ଲୋକମାନେ ଅନ୍ୟକୁ ପ୍ରଭାବିତ କରିବାରେ ବେଶ୍ ମାହିର । ଏହି କ୍ରମରେ ଆଷାଢ ମାସରେ ଜନ୍ମିତ…