Browsing Category
Breaking News
କେନିଆରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗୋଟିଏ ପରେ ଗୋଟିଏ ଗାଡି ଉପରେ ଚଢ଼ିଗଲା ଅନିୟନ୍ତ୍ରିତ ଟ୍ରକ୍, ୪୮ ମୃତ
ନୂଆଦିଲ୍ଲୀ: କେନିଆରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପଶ୍ଚିମ କେନିଆରେ ସନ୍ଧ୍ୟାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା…
୧ ଜୁଲାଇରୁ ବଦଳିଲା ଏହି ନିୟମ: ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ଦେଶର ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ୧ ଜୁଲାଇ ୨୦୨୩ ରୁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି, ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ୧…
ଅସମ୍ଭବକୁ ସମ୍ଭବ କଲା SCB: ଯୋଡି ହେଲା କଟା ହାତ
କଟକ : ଅସମ୍ଭବକୁ ସମ୍ଭବ କରି ଦେଖାଇଲା SCB ମେଡିକାଲ କଲେଜ ଓ ହସ୍ପିଟାଲ । କଟା ହାତକୁ ଯୋଡାଯାଇ ପାରିଲା । ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଏହା କରାଯାଇ ପାରିଛି ।…
ଏବେ ବିନା ଲଗଇନରେ ଦେଖିପାରିବେନି ଟ୍ବିଟ, ଏଲନ ମସ୍କ କହିଲେ ଆମର ଲୁଟ୍ ହେଉଛି ଅନେକ ତଥ୍ୟ
ନୂଆଦିଲ୍ଲୀ: ଟ୍ୱିଟର ପ୍ରତିଦିନ ନୂଆ ପରୀକ୍ଷଣ କରୁଛି। ଶୁକ୍ରବାର ଦିନ ଟ୍ୱିଟର ଏକ ନୂଆ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ଅନୁଯାୟୀ, ଲଗ୍ ଇନ୍ ନକରି ଟ୍ୱିଟ୍ ଗୁଡିକ ଆଉ ଦେଖାଯାଇପାରିବ ନାହିଁ। ଏହାର…
ଇତିହାସ ରଚିଲା ଭାରତ: ଇରାନକୁ ହରାଇ ଭାରତୀୟ ପୁରୁଷ ଦଳ କବାଡ଼ି ଚାମ୍ପିୟନ
ନୂଆଦିଲ୍ଲୀ: ଭାରତ ଏସିଆନ କବାଡ଼ି ଚାମ୍ପିୟନ ୨୦୨୩ରେ ଇତିହାସ ରଚିଛି । ଦକ୍ଷିଣ କୋରିଆର ବୁସାନାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ସହଜରେ ପରାସ୍ତ କରିଥିଲା । ଏହି ବିଜୟ…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସଲିସିଟର ଜେନେରାଲ ଭାବେ ପୁଣି ନିଯୁକ୍ତି ପାଇଲେ ତୁଷାର ମେହତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ଆସିଛି । ସଲିସିଟର ଜେନେରାଲ ପଦରେ ପୂର୍ବରୁ ରହିଥିବା ତୁଷାର ମେହତା ନିଜର ପଦ ଜାରି ରଖିବେ । ତୁଷାରଙ୍କୁ ପୁଣି ଥରେ ସଲିସିଟର ଜେନେରାଲ ଭାବେ ନିଯୁକ୍ତି…
ଗ୍ରାହକ ଏବେ ଭାରି ଖୁସି! ଟମାଟୋ କେଜି ୨୫ ଟଙ୍କା, ଶସ୍ତାରେ ବିକ୍ରି କରିବାକୁ ସରକାର ନେଲେ ନିଷ୍ପତ୍ତି
ନୂଆଦିଲ୍ଲୀ: ସାରା ଦେଶର ଅଧିକାଂଶ ରାଜ୍ୟରେ ଏବେ ଟମାଟୋ କିଲୋ ୧୦୦ ଟଙ୍କା ଟପି ଯାଇଛି । ଟମାଟୋ ଦର ବୃଦ୍ଧି କାରଣରୁ ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଗୋଟିଏ ସପ୍ତାହ ପୂର୍ବରୁ ପାଖାପାଖି ୫୦…
ରିସର୍ଚ୍ଚ ଖୋଲିଲା ବଡ଼ ରହସ୍ୟ: ବୃକ୍ଷଲତା, ସବୁଜିମା ଅଞ୍ଚଳରେ ରହିଲେ ମଣିଷର ଆୟୁଷ ବୃଦ୍ଧି ପାଉଛି
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଖାଦ୍ୟପେୟ, ଜୀବନଧାରଣ ଶୈଳୀରେ ଅନେକ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ତେଣୁ ବିଭିନ୍ନ କାରଣ ପାଇଁ ମଣିଷ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେବା ସହ ତା’ର ଆୟୁଷରେ ହ୍ରାସ ଘଟୁଥିବା ନେଇ…
Bank Account ଥିବା ଲୋକଙ୍କ ପାଇଁ RBI ଆଣିଲା ନୂଆ ନିୟମ : ଏଣିକି ଜଣେ ବ୍ୟକ୍ତି ଖୋଲିପାରିବେ ଏତିକି ଖାତା !
ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ଅନେକ ଥର ଲୋକଙ୍କୁ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଥିବାର ନଜର ଆସନ୍ତି। ଯଦି ଆପଣଙ୍କର ମଧ୍ୟ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ…
ACF ସୌମ୍ୟ ମୃତ୍ୟୁ ମାମଲା: ବିଦ୍ୟାଭାରତୀ, ସଂଗ୍ରାମ ଓ ମନ୍ମଥଙ୍କ ବିରୋଧରେ NBW ଜାରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଅପଡେଟ୍ ଆସିଛି । ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ…