Browsing Category

Breaking News

ଖାଉଟୀଙ୍କ ଲାଗି ଖୁସି ଖବର, ଖୁବ୍ ଶୀଘ୍ର ଶସ୍ତା ହେବ ହରଡ ଡାଲି

ନୂଆଦିଲ୍ଲୀ: ଏବେ ଦେଶରେ ବିଭିନ୍ନ ଖାଦ୍ୟପଦାର୍ଥର ଦାମ୍ ଯେପରି ଆକାଶଛୁଆଁ ହୋଇଛି ସେଥିରେ ବିଚରା ଖାଉଟୀ ଅଧା ପେଟରେ ରହିବା ସାର ହୋଇଛି । କିନ୍ତୁ ଏବେ ଖାଉଟୀଙ୍କ ଲାଗି ଏକ ଖୁସି ଖବର ସାମ୍ନାକୁ ଆସିଛି । ଆମ ଦେଶରେ…

ଏବେ ଭାରତ ଭୂମିରେ ଦୃଶ୍ୟମାନ ହେଉଛି କୈଳାସ ପର୍ବତ, ପ୍ରସ୍ତୁତିକରଣରେ ନିୟୋଜିତ ହେଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କୈଳାସ ପର୍ବତ ଏବଂ ମନୋସରୋଭର ହ୍ରଦ ପାଇଁ ଚୀନ୍ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ, ବର୍ତ୍ତମାନ ଏହି ନିର୍ଭରଶୀଳତା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇପାରେ। ବାସ୍ତବରେ, ଚୀନ୍ ସୀମା…

ନଦୀକୁ ଖସିଲା ବରଯାତ୍ରୀଙ୍କୁ ଧରି ଆସୁଥିବା କାର୍, ଯୁବତୀଙ୍କ ସହିତ ୪ ମୃତ

ସିମଳା: ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ରାମପୁରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ହସ୍ପିଟାଲ୍…

ଦତିଆରେ ବଡ଼ ଦୁର୍ଘଟଣା, ନଦୀକୁ ଖସିଲା ଅନିୟନ୍ତ୍ରିତ ଟ୍ରକ୍, ୧୦ ମୃତ: ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ସୂଚନା

ଦତିଆ: ମଧ୍ୟପ୍ରଦେଶର ଦତିିଆରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଅନିୟନ୍ତ୍ରିତ ଆଇଚର୍ ଟ୍ରକ୍ ଫୁଲିଯାଇଥିବା ନଦୀରେ ଖସିପଡିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ…

ଝିଅଙ୍କ ହାତ ଧରିବା ବା ସାଙ୍ଗରେ ବସିବା ଉପରେ ଏହି କଲେଜ ଲଗାଇଦେଲା ବ୍ୟାନ୍, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସାମିଲ ପଶ୍ଚିମବଙ୍ଗର କୋଲକାତାର ପ୍ରେସିଡେନ୍ସି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛି । ଏହି ନିଷ୍ପତ୍ତି ଅନୁଯାୟୀ, କଲେଜର ଛାତ୍ରଛାତ୍ରୀମାନେ…

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର…

ସବୁ ପୁରୁଣା ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ହାସଲ କଲା ନିଫ୍ଟି ୫୦, ବୈଶ୍ୱିକ ବଜାରରୁ ଆସୁଥିବା ସକରାତ୍ମକ ସଂକେତରୁ ମିଳିଛି ଶକ୍ତି

ନୂଆଦିଲ୍ଲୀ:ଭାରତୀୟ ସେୟାର ବଜାର(ଇଣ୍ଡିଆନ ଷ୍ଟକ ମାର୍କେଟ୍) ଆଜି ଐତିହାସିକ ଉଚ୍ଚତାକୁ ଛୁଇଁ ଯାଇଛି । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ(ନିଫ୍ଟି ୫୦) ଏହାର ସମସ୍ତ ପୁରୁଣା ଅଲ୍ ଟାଇମ୍ ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ…

ବରଯାତ୍ରୀ ସହ କନ୍ୟା ଦୁଆରେ ଅପେକ୍ଷା କଲା ବର, ବିୟୁଟି ପର୍ଲର ଯାଇଥିବା ବଧୂ ଫେରାର

ନୂଆଦିଲ୍ଲୀ: ବିବାହ ଲାଗି ବିୟୁଟି ପାର୍ଲର ଯାଇଥିବା କନ୍ୟା ଅଧାବାଟରୁ ଫେରାର ହୋଇଯିବା କଥା ସାମ୍ନାକୁ ଆସିଛି । ଅନ୍ୟପଟେ ବର ଖୁବ୍ ଧୁମଧାମରେ ବାଜା ବାଣ ଫୁଟାଇ, ଘୋଡ଼ା ଚଢି କନ୍ୟା ଦୁଆର ମୁହଁରେ ପହଁଚିଛି । ବର…

ଶିକ୍ଷା ବିଭାଗର କଡା ନିଷ୍ପତ୍ତି: ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଥିବା ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ବନ୍ଦ

ପାଟନା: ଯେଉଁମାନେ ଏଣିକି ବାରମ୍ବାର ଅଫିସରେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ । ବିହାରର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଯେଉଁମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ…

ଶୁକ୍ରବାର ପରିବର୍ତ୍ତେ, ଗୁରୁବାର ଇଦ୍-ଉଲ୍-ଜୁହା ଛୁଟି

ଭୁବନେଶ୍ୱର: ଚଳିତ ବର୍ଷ ୨୯ ତାରିଖରେ ଇଦ୍-ଉଲ୍-ଜୁହା ଛୁଟି ପଡୁଛି । ଏନେଇ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ ଶୁକ୍ରବାରକୁ ଇଦ୍-ଉଲ୍-ଜୁହା ନିମନ୍ତେ…