Browsing Category
Breaking News
ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ କରୁଥିବା ଅଭିଯୋଗକୁ ଖଣ୍ଡନ କଲା ‘ଚିଙ୍ଗାରୀ’, କହିଲା ପ୍ରାଇଭେଟ କଲ୍ ହେଉଛି ଏହି ଆପର ଅନ୍ୟତମ ବୈଶିଷ୍ଟ୍ୟ
ନୂଆଦିଲ୍ଲୀ: ଟିକ୍ ଟକ୍ ର ପ୍ରତିନ୍ଦ୍ୱନ୍ଦୀ ଭାରତୀୟ ଆପ୍ ଚିଙ୍ଗାରି ହେଉଛି ଏକ ସର୍ଟ-ଭିଡିଓ ତିଆରି ଆପ୍ । ତେବେ ଏହି ଆପ୍ ଦେୟଯୁକ୍ତ ୧-ଅନ୍ -୧ ଭିଡିଓ କଲ୍ ଫିଚର ମାଧ୍ୟମରେ ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ…
(Video) ରଥରୁ ଓହ୍ଲାଇ ଆସିଲେ ଶ୍ରୀଜୀଉ: ମହିଳାଙ୍କ ପରଟା ଉପରେ ଦିଶିଲା କଳାଶ୍ରୀମୁଖ
ଅତ୍ର ତତ୍ର ସର୍ବତ୍ର ଜଗନ୍ନାଥ । ଏକଥା ଆମେ କେବଳ ଶୁଣିଥିଲେ, ଆଉ ପୁରାଣକୁ ବିଶ୍ୱାସ କରି ଚାଲିଥିଲୋ କିନ୍ତୁ ଏବେ ଏହାର ମିଳିଛି ପ୍ରମାଣ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରୁ ଓହ୍ଲାଇ ଆସିଛନ୍ତି କଳାବାମନ । ଦିନେ…
ରେପ୍ ପୀଡିତା ନାବାଳିକାକୁ ଗର୍ଭପାତର ଅନୁମତି ଦେଲେନାହିଁ ହାଇକୋର୍ଟ, ଡାକ୍ତର କହିଥିଲେ କି, ‘ଶିଶୁ ଜୀବନ୍ତ ଜନ୍ମ ହେବ’
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଜଣେ ୧୫ ବର୍ଷୀୟା ରେପ୍ ପୀଡିତା ନାବାଳିକାଙ୍କ ୨୮ ସପ୍ତାହ ଗର୍ଭଧାରଣକୁ ନଷ୍ଟ କରିବାର ଅନୁମତି ଦେବାକୁ ମନା କରିଛନ୍ତି ।…
(Video) ଚାକିରି ଛାଡି ଭାବପ୍ରବଣ ହେଲେ ସୁରଙ୍କ ପୁଅ, ଜାଣନ୍ତୁ ଏୟାର ଇଣ୍ଡିଆ ପଦବୀ ଛାଡିବାର କଣ ରହିଛି କାରଣ
ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁତ୍ର ଏୟାର ଇଣ୍ଡିଆ କ୍ୟାପଟେନ ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ଏହି ଚାକିରି ଛାଡିବା କଥା ନିଜେ ମନ୍ମଥ ରାଉତରାୟ ସୂଚନା ଦେଇଛନ୍ତି । ରାଜନୀତିରେ ଯୋଗ…
ଚୀନ୍ କୁ ଲକ୍ଷେ ମାଙ୍କଡ ବିକି ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରୁଥିଲା ଶ୍ରୀଲଙ୍କା, ବାଟ ଓଗାଳିଲେ ପରିବେଶବିଦ୍ ଓ ପଶୁ ପ୍ରେମୀ
ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଚୀନ୍ ଯାଇଥାନ୍ତେ ଏକ ଲକ୍ଷ ମାଙ୍କଡ । କିନ୍ତୁ ପରିବେଶ ଓ ପଶୁ ପ୍ରେମୀଙ୍କ ବିରୋଧ ପରେ ବିଚରା ନୀରିହ ମାଙ୍କଡମାନେ ରକ୍ଷା ପାଇ ଯାଇଛନ୍ତି । ଏପ୍ରିଲରେ ଶ୍ରୀଲଙ୍କା କୃଷି ମନ୍ତ୍ରୀ ମହିନ୍ଦା…
ସ୍ତ୍ରୀର ତଣ୍ଟି ଚିପି ଜୀବନରୁ ମାରିଦେଲା ସ୍ୱାମୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ବାଇ : ଆଜିକାଲି ହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମଣିଷ ରାଗରେ କଣ କରିବସେ ତାହା ସେ ନିଜେ ଜାଣିପାରେନି । ମୁମ୍ବାଇର ଥାଣେ ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଗତକାଲି ଅର୍ଥାତ ୨୬ ଜୁଲାଇ…
ଆପଣଙ୍କ ଟ୍ରେନ ଟିକେଟରେ ପରିବାରର ଅନ୍ୟ କୌଣସି ସଦସ୍ୟ ଯାତ୍ରା କରିପାରିବେ କି? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଅନେକ ଥର ଏହା ଘଟେ ଯେତେବେଳେ ଆପଣଙ୍କ ଟ୍ରେନ୍ ଟିକେଟ୍ ଥାଏ ଏବଂ ବାଧ୍ୟତାମୂଳକ ଭାବରେ ଅନ୍ୟ ପରିବାର ସଦସ୍ୟଙ୍କୁ ଆପଣଙ୍କ ସ୍ଥାନରେ ଯାତ୍ରା କରିବାକୁ ପଡେ। ତେବେ ସେ କ୍ଷେତ୍ରରେ ଅନ୍ୟ କେହି ଆପଣଙ୍କ…
ଭଡାଘର ବି ହୋଇପାରିବ ନିଜର: କେତେ ଦିନ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ?
ଭୁବନେଶ୍ୱର: ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ…
ପ୍ରକୃତିର ଭୀଷଣ ତାଣ୍ଡବ, ଭୂସ୍ଖଳନ ଓ ବନ୍ୟା ଯୋଗୁ ୩୦୦ରୁ ଅଧିକ ରାସ୍ତା ବନ୍ଦ, ୩ ଦିନ ଧରି ଫସି ରହିଛନ୍ତି ଶହ ଶହ ଯାତ୍ରୀ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏବେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଭୀଷଣ ବର୍ଷା କାରଣରୁ ଭୂସ୍ଖଳନ ଓ ବନ୍ୟା ପରି ପରିସ୍ଥିତି ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ଏବେ ହିମାଚଳ ପ୍ରଦେଶରେ ବହୁ ରାସ୍ତା ବନ୍ଦ ହୋଇ…
ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର, ୨ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ
ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ଦୁଇ ଦିନ ତଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିପୁଳ ଆୟ…