CHARIDHAM
Browsing Category

Breaking News

ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ପୁଣେରେ ଅନୁଷ୍ଠିତ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି…

ସରକାରୀ ଚାକିରି ଖୋଜୁଥିଲେ ଖୁସିଖବର ! ଓଡ଼ିଶାରେ ନିଯୁକ୍ତ ହେବେ ୫ ଶହରୁ ଅଧିକ ଶିକ୍ଷକ, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ସରକାରୀ ଚାକିରି ଖୋଜୁଥିଲେ ଆସିଲା ଖୁସି ଖବର। ଆସିଲା ବଡ଼ ନିଯୁକ୍ତି ଖବର। ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର ୫୫୫ଟି ପଦବୀ ପୂରଣ ହେବ। ଏଥିପାଇଁ SSB ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ…

(Video) ୯ କିଲୋ ଲେହେଙ୍ଗା ପିନ୍ଧି ଏପରି ନାଚିଲା କନ୍ୟା, ବର ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଉତ୍ସବ, ହସ, ନୃତ୍ୟ, ସଙ୍ଗୀତ ଏବଂ ଆହୁରି ଅନେକ ସ୍ମରଣୀୟ ମୁହୂର୍ତ୍ତ ସହିତ ଭାରତୀୟ ବିବାହ ଏକ ଆନନ୍ଦଦାୟକ ଉତ୍ସବ ଅଟେ। ବିବାହ ସମୟରେ ବଲିଉଡ ଡ୍ୟାନ୍ସ ଅନ୍ତର୍ଭୁକ୍ତ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି।…

“ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ପ୍ରତିଶ୍ରୁତିବଦ୍ଧ”: ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ତିନି ଦିନିଆ ଆମେରିକା ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ୍ ହାଉସ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି। ଏଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ…

ବାଇଡେନଙ୍କ ପାଖେ ଠିଆ ହୋଇ, ପ୍ରଥମ ଥର ହ୍ୱାଇଟ ହାଉସ ଦେଖିବା ସ୍ମୃତିକୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ର ଗସ୍ତରେ ପ୍ରଥମ ଥର ପାଇଁ ଯାଇଛନ୍ତି । ଯାହାକି ଆଜି ତାଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରାଯାଇଛି । ସେ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇ…

ସ୍ପେସାଲ୍ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ଝିଅ କଳ୍ପନା ଜେନା

ନୂଆଦିଲ୍ଲୀ: ଜର୍ମାନୀର ବର୍ଲିନରେ ଆୟୋଜିତ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ କଳ୍ପନା ଜେନା। ସାଇକେଲ ଚାଳନା ୨ କିଲୋମିଟର ଟାଇମ୍ ଟ୍ରାଏଲ୍ ଇଭେଣ୍ଟରେ କଳ୍ପନା ଏହି ସଫଳତା ହାସଲ କରିଛନ୍ତି।…

ପିତାଙ୍କ ଅଫିସରେ ସବ-ଇନ୍ସପେକ୍ଟର ହୋଇ ପହଞ୍ଚିଲା ଝିଅ, ଅବସର ଦିନରେ ମିଳିଲା ତାଙ୍କ ସ୍ଥାନ: ଏପରି ହେଲା ୱେଲକମ୍

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏହା ହେଉଛି ରାଜ୍ୟରେ ମାଣ୍ଡ୍ୟାର ଘଟଣା, ଯେଉଁଠାରେ କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ଭାବରେ ତାଙ୍କ ପଦ ସମ୍ଭାଳିବା ପରେ ଜଣେ…

ଜେନେରାଲ ବଗିରେ ଯାଉଥିବା ଲୋକଙ୍କ ପାଇଁ ଖୁସି ଖବର, ରେଳବାଇ ଆରାମଦାୟକ କରିବ ଯାତ୍ରା

ନୂଆଦିଲ୍ଲୀ: ଜେନେରାଲ ବଗିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଲୱେ ଏକ ବିଶେଷ ସର୍ଭିସ ଆରମ୍ଭ କରିଛି । ଯଦି ଆପଣ ଜେନେରାଲ ବଗିରେ ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଘୋଷଣା କରାଯାଇଛି । ଖାସକରି…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି, ବଢ଼ିଲା ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା

ଭୁବନେଶ୍ୱର: ଗୃହରକ୍ଷୀଙ୍କ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଗୃହରକ୍ଷୀ ମାନଙ୍କୁ ୪୨୩ ବଦଳରେ…

ଚାଷୀମାନଙ୍କ ପାଇଁ ଖୁସିଖବର, ୧୪ ତମ କିସ୍ତି ପୂର୍ବରୁ ମିଳିବ ୩୦୦୦ ଟଙ୍କାର ଫାଇଦା !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଏବେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଆଉ ଏକ ଖୁସି ଖବର ଆସିଛି । ପିଏମ କିଷାନ ଯୋଜନାର ୧୪ ତମ କିସ୍ତି ପୂର୍ବରୁ…