
Browsing Category
Breaking News
ଜେନେରାଲ ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର: ଏବେ ରେଲୱେ ଦେବ ଏହି ସୁବିଧା
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି । ରେଲୱେ ପକ୍ଷରୁ ଏବେ ସାଧାରଣ ବର୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ଖାସ୍ ସୁବିଧା ଦିଆଯିବ । ତେବେ ଗ୍ରୀଷ୍ମ ସମୟରେ…
ୱାଶିଂଟନ୍ ରେ ପ୍ରଧାନମନ୍ତ୍ରୀ: ପଞ୍ଜାବର ଘିଅ, ରାଜସ୍ଥାନରୁ ସୁନା ମୁଦ୍ରା, ମହାରାଷ୍ଟ୍ରର ଗୁଡ ସହିତ ଜିଲ୍ ବାଇଡେନ୍ ଙ୍କୁ ୭.୫ କ୍ୟାରେଟର…
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତର ଆଜି ତୃତୀୟ ଦିନ । ପ୍ରଧାନମନ୍ତ୍ରୀ ୱାଶିଂଟନ୍ରେ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହାପରେ…
ସହର, ଜିଲ୍ଲା, ରାଜ୍ୟ, ରେଳ ଷ୍ଟେସନର ନାମ କିପରି ବଦଳିଥାଏ: ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଗାଁ, ସହର, ସଡ଼କ, ରେଳ ଷ୍ଟେସନ, ଗଳିର ନାମ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି । ତେବେ କୌଣସି ସ୍ଥାନର ନାମ ଏତେ ସହଜରେ ବଦଳିପାରେ ନାହିଁ । ଏଥିପାଇଁ କିଛି ନୀତି ନିୟମ…
ବଡ଼ ଖବର: ସମୁଦ୍ର ମଧ୍ୟରେ ଓଲଟିଲା ଡଙ୍ଗା, ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ!
ନୂଆଦିଲ୍ଲୀ: ଦୁର୍ଘଟଣା ସର୍ବଦା ଅଚାନକ ଆସିଥାଏ, ଆଉ ତାକୁ ରୋକିବାର ଶକ୍ତି କାହାର ନଥାଏ । ସମୁଦ୍ରରେ କୌଣସି ସମୟରେ ଦୁର୍ଘଟଣା ଘଟିଲେ ସେ କ୍ଷେତ୍ରରେ ଯାତ୍ରୀଙ୍କର ବଞ୍ଚିବାର ଆଶା ବହୁତ କମ୍ ଥାଏ । ଏହା ମଧ୍ୟରେ ଏକ ବଡ଼…
ତାତିରୁ ମିଳିବ ତ୍ରାହି: ଆସୁଛି ମୌସୁମୀ
ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
ସୁନିଲ ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ୪-୦ ଗୋଲରେ ହରାଇଲା ଭାରତ
ନୂଆଦିଲ୍ଲୀ: ନିକଟରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତୀୟ ଫୁଟବଲ ଟିମ ଲେବାନନକୁ ୧-୦ରେ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏହା ମଧ୍ୟରେ ଆଜିଠାରୁ ଆରମ୍ଭ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ କରିବେ ଲିଙ୍ଗ ପରିବର୍ତ୍ତନ: କାହିଁକି ନେଲେ ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତାନା ଭଟ୍ଟାଚାର୍ଯ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲିଙ୍ଗ ପରିବର୍ତ୍ତନ କରିବା ପାଇଁ…
(Video) ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ମ୍ୟାଚ: ହାତାହାତି ହୋଇଗଲେ ଉଭୟ ଦେଶର ଖେଳାଳି
ବାଙ୍ଗାଲୋର: ସେଫ ଚମ୍ପିଆନସିପରେ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳ ମଇଦାନରେ କେବଳ ଖେଳ ବେଳେ ମୁହାଁମୁହିଁ ହୋଇ ନାହାନ୍ତି, ବରଂ ଉଭୟ ଦଳର ଖେଳାଳି ଏହି ଲାଇଭ…
ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର: ପ୍ରସ୍ତାବ ପ୍ରସ୍ତୁତ କରିବା ନେଇ ଭୂତଳ ଜଳ ବୋର୍ଡକୁ ଜଳସମ୍ପଦ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶର ଜନସଂଖ୍ୟା ବୃଦ୍ଧି ହେବା ସହିତ ଏହା ମଧ୍ୟରେ ଭାରତ ବିଶ୍ୱର ସର୍ବାବୃହତ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି । ତେବେ ଜନସଂଖ୍ୟା ବଢ଼ୁଥିବାରୁ ଜଳର ଆବଶ୍ୟକତା ମଧ୍ୟ…
(Video) ସର୍ବାଧିକ ଦେଶବାସୀଙ୍କ ସହ ଯୋଗ କଲେ ପି.ଏମ ମୋଦୀ: ଗିନିଜ ବୁକ ରେକର୍ଡରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ନ୍ୟୁୟର୍କ ଜାତିସଂଘର ମୁଖ୍ୟାଳୟଠାରେ ମୋଦୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ…