Browsing Category

Breaking News

Met Gala 2023: ହଲିଉଡ୍ ଡେବ୍ୟୁ ପୂର୍ବରୁ ଜୋରଦାର ଏଣ୍ଟ୍ରି … ଲକ୍ଷେ ମୋତିର ଗାଉନ ପିନ୍ଧି ରେଡ୍ କାର୍ପେଟରେ ଚାଲିଲେ ଆଲିଆ

ନୂଆଦିଲ୍ଲୀ : ବଲିଉଡର ନୂଆ ମାଆ ଆଲିଆ ଭଟ୍ଟ ହଲିଉଡ ଡେବ୍ୟୁ ପୂର୍ବରୁ ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ ରେ ଡେବ୍ୟୁ କରିଛନ୍ତି । ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟରେ ମେଟ ଗାଲା ଇଭେଣ୍ଟରେ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସରଗରମ ରାଜନୀତି; ଏବେ କିଏ ସମ୍ଭାଳିବ ଏହି ପଦ

ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ଝଟକା । ବର୍ତ୍ତମାନ ଯେପରି ରାଜନୈତିକ ପାଣିପାଗ ତାତିକି ରହିଛି । ଗୋଟେ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର…

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ…

PoKକୁ ଫେରାଇ ଆଣିବା BJP ସରକାରର ମୁଖ୍ୟ ଏଜେଣ୍ଡା: PM ମୋଦୀଙ୍କର ରହିଛି ମାଷ୍ଟର ପ୍ଲାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଇକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ତାହା ବର୍ତ୍ତମାନ ପାକିସ୍ତାନ କବଜରେ ରହିଛି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତକୁ ପିଇକେ ଫେରିବା ନେଇ ଏକାଧିକ…

ଶ୍ରୀମନ୍ଦିର ପ୍ରଶାସକଙ୍କ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

ପୁରୀ: ଗତ ଶନିବାର ଦିନ ଓଡିଶା ସରକାର ୨୦୦୭-ବ୍ୟାଚ୍ ଆଇଏଏସ୍ ଅଧିକାରୀ ରଂଜନ କୁମାର ଦାସଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ନୂତନ ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ କରିଥିଲେ। ତେବେ ଆଜି ସେ ଦାୟିତ୍ୱ ଗ୍ରହଣ କରି…

ଓଡ଼ିଶାରେ ଆରମ୍ଭ ହେଲା OBC ସର୍ଭେ: ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ମେ ମାସ ୧ ତାରିଖରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖରେ ସମାପ୍ତ ହେବ ।…

ପୁଣି ଆପ୍ କୁ ଝଟକା ; ମଦ ଦୁର୍ନୀତି ମାମଲାରେ ରାଘବ ଚଡ୍ଡାଙ୍କ ନାଁ !

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ତଥା ଆପ୍ ପାର୍ଟିର ଅତି ଜଣାଶୁଣା ଚେହେରା ରାଘବ ଚଡ୍ଡା । ଏଥର ଚର୍ଚ୍ଚା ଅଭିନେତ୍ରୀ ପରିଣୀତିଙ୍କ ସହ ତାଙ୍କ ବିବାହ କୁ ନେଇ ନୁହେଁ, ବରଂ ମଦ ଦୁର୍ନୀତିରେ ଫସିଛନ୍ତି ।…

NCP ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ମହା ବିକାଶ ଅଘାଡ଼ି (ଏମଭିଏ) ଓ ବିଜେପିକୁ ନେଇ ଜୋରଦାର ରାଜନୀତି ଦେଖିବାକୁ ମିଳିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର…

ମୁମ୍ବାଇର ଐତିହାସିକ ସିନେମାଘରକୁ ଭାଙ୍ଗିବା ପଛରେ ଏହା ହେଉଛି ପ୍ରକୃତ କାରଣ, ପୂରା ଖବର ପଢି ଖୁସିରେ ନାଚି ଉଠିବେ

ମୁମ୍ବାଇ: ଆଜିକାଲି ମୁମ୍ବାଇରେ ନିର୍ମିତ ଆର୍ଟ ଡେକୋ ଷ୍ଟାଇଲ୍ ବିଲ୍ଡିଂରେ ସବୁଠାରୁ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଏରୋସ୍ ସିନେମା ଭାଙ୍ଗିବା ବିଷୟରେ 'ସମ୍ବାଦ' ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ହାରୁଛି କରୋନା , ଖସୁଛି ସଂକ୍ରମଣ ସଂଖ୍ୟା ; ୨୪ ଘଣ୍ଟାରେ ମାତ୍ର ୩ ହଜାର ନୂଆ ମାମଲା, ଜାଣନ୍ତୁ ସକ୍ରିୟ ସଂଖ୍ୟା କେତେ..?

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିଜନକ ଖବର । କରୋନାର ପାର୍ଦୁଭାବ ଏବେ କମିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଲାଣି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୧୦ ହଜାରୁ ୧୧ ହଜାର…