CHARIDHAM
Browsing Category

Breaking News

ଅଧାରେ ଅଟକି ରହିଛି ‘ବନ୍ଦେ ଭାରତ ଏକ୍ସପ୍ରେସ’: ଭାଙ୍ଗିଗଲା ଲୋକୋ ପାଇଲଟର ସାମନା ଗ୍ଲାସ

ଯାଜପୁର: ପୁରୀ-ହାୱଡା ଯିବା ବାଟରେ ଅଧାରେ ଅଟକିଗଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ବୈତରଣୀ ରୋଡ ନିକଟ ବୈତରଣୀ ବ୍ରିଜ ଉପରେ ଆଗକୁ ଯାଇ ନ ପାରି ଅଟକି ରହିଛି ଏହି ସୁପରଫାଷ୍ଟ ଟ୍ରେନ । ଅପରାହ୍ନ ୪.୩୫ରୁ ଗୋଟିଏ…

ବଡ ଖବର; ଆହୁରି ୫ ଦିନ ସିଝିବ ଓଡିଶା: ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ

ଭୁବନେଶ୍ୱର: ସାରା ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିର ପ୍ରଭାବ ଜାରି ରହିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ବିଶେଷ କରି ପଶ୍ଚିମ ଓଡିଶାରେ ଗରମ ଏହିଭଳି ଭାବରେ ବଳବତ୍ତର…

ମ୍ୟାଚ୍ ମାତ୍ର ୧୬ ମିନିଟ୍ ଧରି ଚାଲିଥିଲା, ତା’ପରେ ଭୟଙ୍କର ଦୁର୍ଘଟଣା ବଦଳାଇଲା ଦୃଶ୍ୟ : ୧୨ ମୃତ, ୫୦୦ ଆହତ

ନୂଆଦିଲ୍ଲୀ: ଫୁଟବଲ ସହିତ ଦୁର୍ଘଟଣାର ସମାନ ସମ୍ପର୍କ ରହିଛି। ତାଜା ମାମଲା ସାଲଭାଡୋରର, ଯେଉଁଠାରେ ଫୁଟବଲ ଷ୍ଟାଡିୟମରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଅଲ୍‌ ସାଲଭାଡୋରରେ ଶନିବାର ଫୁଟବଲ ମ୍ୟାଚ୍ ଦେଖିବା ପାଇଁ…

କ’ଣ ୨୦୦୦ ନୋଟ୍ ଫେରାଇବା ପଛରେ ଆଗାମୀ ନିର୍ବାଚନ ସହିତ ଅଛି କି କନେକ୍ସନ ? ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ହଇଚଇ ସୃଷ୍ଟି ହୋଇଛି । ଏହି ନିଷ୍ପତ୍ତି ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି । ବିରୋଧୀ ଦଳ ୨୦୦୦ ନୋଟ…

ବିଦ୍ୟୁତ ଚାଳିତ ଯାନ ସୋ’ ରୁମରେ ଅଗ୍ନିକାଣ୍ଡ: ଜଳିଗଲା ଇଭି ବାଇକ୍

କଟକ: କଟକ ନିଆଳି ସ୍ଥିତ ଏକ ବୈଦୁତିକ ଗାଡି ସୋ'ରୁମରେ ଘଟି ଯାଇଛି ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ମୋଟ ୩ଟି ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ପୋଡି ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର ସ୍ପଷ୍ଟ…

ନିଜର ସୁରକ୍ଷା ପାଇଁ ଆଇନର ଲାଭ ଉଠାଇପାରୁ ନାହାଁନ୍ତି ମହିଳା: ହାଇକୋର୍ଟର ଜଜ୍

ନୂଆଦିଲ୍ଲୀ: କଲିକତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଦାବି କରିଛନ୍ତି ଯେ, ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଦେଶରେ ଅନେକ ଆଇନ ଲାଗୁ ହୋଇଥିଲେ ମଧ୍ୟ ସେମାନେ ପ୍ରାୟତଃ ସେହି ଆଇନଗୁଡ଼ିକର ଲାଭ ଉଠାଇବାକୁ…

ସାବଧାନ୍ ! ଟ୍ରେନ କି ଫ୍ଲାଇଟରେ ସିଗାରେଟ୍ ଟାଣିଲେ ହୋଇପାରେ ଜେଲ୍

ନୂଆଦିଲ୍ଲୀ: ଯଦି ଆପଣଙ୍କର ସିଗାରେଟ୍ ଟାଣିବାର ଅଭ୍ୟାସ ଅଛି, ତେବେ ବର୍ତ୍ତମାନ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ନିକଟରେ ଜଣେ ବ୍ୟକ୍ତି ବିମାନରେ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥିଲା । ବିମାନଟି…

SBI ସୂଚନା: ୨୦୦୦ ଟଙ୍କିଆ ନୋଟ୍ ଏକ୍ସଚେଞ୍ଜ ପାଇଁ ଫର୍ମ ଭରିବାକୁ ପଡ଼ିବନି, କୌଣସି ପରିଚୟ ପତ୍ରର ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟର ବ୍ୟବହାର ବନ୍ଦ କରିବା ପାଇଁ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ଏଥିସହିତ ଲୋକମାନେ ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨୦୦୦…

ରାଜନୀତିର ଶିକାର ହୋଇଥିଲେ ସୁଶାନ୍ତ: ବଲିଉଡରେ ଟପ୍ ପୋଜିସନ ପାଇଁ ବଡ଼ଧରଣର ଚକ୍ରାନ୍ତ ଚାଲିଛି, ମାୟା ନଗରୀର ରହସ୍ୟ ଖୋଲିଲେ ମନୋଜ

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତଦେହ ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି…

‘ଧାରା ୩୭୦ ପୁନଃ ସ୍ଥାପିତ ନହେବା ପର୍ଯ୍ୟନ୍ତ ନିର୍ବାଚନ ​​ଲଢ଼ିବି ନାହିଁ’ : ଘୋଷଣା କଲେ ଜାମ୍ମୁ-କାଶ୍ମୀରର ପୂର୍ବତନ…

ବାଙ୍ଗାଲୋର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି କହିଛନ୍ତି ଯେ, ସମ୍ବିଧାନର ଧାରା ୩୭୦ ପୁନଃ ସ୍ଥାପିତ ନହେବା ପର୍ଯ୍ୟନ୍ତ ସେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ…