Browsing Category

Breaking News

ବଦଳିଯିବ ମାଟ୍ରିକ ପରୀକ୍ଷାର ଢାଞ୍ଚା! ଲାଗୁ ହୋଇପାରେ ପୁରୁଣା ଫର୍ମାଟ

ଭୁବନେଶ୍ୱର: ପୁଣିଥରେ ବଦଳି ଯାଇପାରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚା । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହୋଇପାରେ ହୋଇପାରେ ବୋଲି କୁହାଯାଇଛି । ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ…

ASO ମେରିଟ ତାଲିକା ଖାରଜ: ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇକୋର୍ଟରେ ପହଞ୍ଚିଛି ଏଏସଓ ପରୀକ୍ଷାର ଅନିୟମିତତା ମାମଲା । ଏହି ମାମଲାରରେ ଶୁଣାଣି କରି ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ ।…

ସୁପ୍ରିମକୋର୍ଟକୁ ଆଜି ମିଳିବେ ୨ ନୂଆ ବିଚାରପତି: କେ.ଭି ବିଶ୍ୱନାଥନ-ଜଷ୍ଟିସ ପ୍ରଶାନ୍ତ ମିଶ୍ରା ନେବେ ଶପଥ

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ…

ଅଦ୍ଭୁତ ସଂଯୋଗ! କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ…

ଖିମଜୀ ଜୁଏଲର୍ସର ‘ଶୁଭ ସାବିତ୍ରୀ ବ୍ରତ’ ଅଫର୍: ଗଢା ମୂଲ୍ୟ ଉପରେ ୩୦% ରିହାତି

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ୍, ଖିମଜୀ ଜୁଏଲର୍ସ ସମସ୍ତ ବିବାହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ' ଅଫର୍ର ଘୋଷଣା କରିଛି । ସାବିତ୍ରୀ ବ୍ରତ ହେଉଛି ଉତ୍ସବ ଏବଂ ଭକ୍ତିର ଦିନ ।…

ଜଳସମ୍ପଦ ବିଭାଗର ୩୫୨ ସବଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ଏହି ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ସରକାର ବିଭିନ୍ନ ପଦବୀରେ ନିଯୁକ୍ତି କରୁଛନ୍ତି । ଯେଉଁଥିପାଇଁ ବହୁ ସଂଖ୍ୟକ ଯୁବକ ସରକାରୀ ସେବା ପାଇଁ ସୁଯୋଗ ପାଇଛନ୍ତି । ଜଳ ସମ୍ପଦ ବିଭାଗ ମଧ୍ୟ ୩୫୨ ସବ୍-ଇଞ୍ଜିନିୟର ନିଯୁକ୍ତ କରିଛି । ଧମତରୀରେ…

Big Breaking; ସରକାରୀ ବସ ଉପରକୁ ଅଚାନକ ଗୁଳିମାଡ: କାରଣ ଅସ୍ପଷ୍ଟ

ଜୟପୁର: ରାଜ୍ୟ ସରକାରଙ୍କର ଏକ ବସ ଉପରକୁ ଅଚାନକ ଗୁଳିମାଡ ହୋଇଛି । ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବାଲିମେଳାଠାରୁ ବ୍ରହ୍ମପୁର ଯିବା ବେଳେ ଏପରି ଅଚାନକ…

ଚାରିବର୍ଷ ପରେ IPL ରେ ଶତକ ମାରିଲେ କୋହଲି: ବୃଥା ଗଲା କ୍ଲାସେନଙ୍କ ଶତକୀୟ ଇନିଂସ, ପ୍ଲେ ଅଫ୍ ନିକଟରେ RCB

ହାଇଦ୍ରାବାଦ: ଆଇପିଏଲ୍ କ୍ୟାରିୟରର ଷଷ୍ଠ ଶତକ ଏବଂ ଫାଫ୍ ଡୁପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଇପିଏଲ୍ ୨୦୨୩ ରେ ପ୍ଲେ ଅଫ୍ ନିକଟତର ହୋଇଛି। ହାଇଦ୍ରାବାଦର ୧୮୭ ରନ ଜବାବରେ ବାଙ୍ଗାଲୋର…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: Credit-Debit କାର୍ଡ ନିୟମ ବଦଳିଗଲା, ଏଣିକି ଗ୍ରାହକଙ୍କ ଉପରେ ଲାଗିବ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । କାରଣ ଏଣିକି ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ…

ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ବାଛିଲା କଂଗ୍ରେସ: କାହିଁକି ପଛରେ ପଡ଼ିଲେ ଶିବକୁମାର ଓ ଖଡ଼ଗେ, ଜାଣନ୍ତୁ ୧୨ଟି ବଡ଼ କାରଣ

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଶପଥ ଗ୍ରହଣ କରିବେ । ଅନ୍ୟପକ୍ଷରେ ଡି.କେ ଶିବକୁମାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଦିନକୁ ଦିନ ପତ୍ତନ ଆଡ଼କୁ ଗତି କରୁଥିବା…