Browsing Category

Breaking News

ରେଲୱେ ପକ୍ଷରୁ ବାହାରିଲା ୫ ଶହରୁ ଅଧିକ ପଦ: ମାଟ୍ରିକରେ ୫୦ ପ୍ରତିଶତ ମାର୍କ ଆବଶ୍ୟକ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୫୪୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେ ଅଧିନରେ…

ଗରିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବେକାର ଯୁବକଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା ଭତ୍ତା, ବଜେଟରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ବେକାର ଯୁବକଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏଁ ବେରୋଜଗାରୀ ଭତ୍ତା…

ପାକିସ୍ତାନ: ପେଗାମ୍ବରଙ୍କ ସହିତ ଇମ୍ରାନ ଖାନଙ୍କୁ ତୁଳନା କଲେ ମୁସଲିମ ଯୁବକ, ଭିଡ଼ ହିଂସା ନେଇଗଲା ଜୀବନ

ନୂଆଦିଲ୍ଲୀ: ଇସଲାମ ଧର୍ମର ପେଗାମ୍ବରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସହିତ ଇମ୍ରାନ ଖାନଙ୍କ ସହିତ ତୁଳନା କରିବାରୁ ଭିଡ଼ ହିଂସା ନେଇଗଲା ଜୀଵନ। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ପାକିସ୍ତାନର ଖାଇବର ପାଖ୍ଟନଖୱାରେ।…

ଭୟଙ୍କର ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ, ୧୫ ଆହତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡ଼ି ଚାଳନା, ଦାହିତ୍ୱହୀନତା, ମଦ୍ୟପାନ ଆଦି ବିଭିନ୍ନ କାରଣରୁ ଅକାଳରେ ଅନେକ ଜୀବନ ଚାଲିଯାଉଛି…

ଖାଇବା ପରେ ନିଦ କାହିଁକି ଆସେ: ମଣିଷକୁ ଆଳସ୍ୟ ଓ ଥକ୍କା ଲାଗିବାର କାରଣ କ’ଣ, ‘Food Coma’ର ବୈଜ୍ଞାନିକ ରହସ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଖାଇବା ପରେ ଅଧିକାଂଶ ସମୟରେ ଆମ ସମସ୍ତଙ୍କୁ ଅଳସୁଆ ଲାଗିବା ସହିତ ନିଦ ଆସିଥାଏ । ଅନେକ ସମୟରେ ବିବାହ, ପର୍ବପର୍ବାଣୀ, ପାର୍ଟିରେ ଭୋଜିଭାତ ଖାଇବା ପରେ ପରେ କିଛି ଲୋକ ୧ ମିନିଟ୍ ସମୟରେ ବସିବା ସ୍ଥାନରେ…

ପ୍ରତିଶୋଧ ନେଉଛି ସେନା: ୨ ଆତଙ୍କବାଦୀ ନିପାତ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ

ନୂଆଦିଲ୍ଲୀ: ଗତ ୫ ତାରିଖରେ ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଯବାନ ସହିଦ ହୋଇଥିଲେ । ଏଥିସହିତ ଏହି ଗୁଳିକଣ୍ଡରେ ସେନା ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ ।…

ଶୁଭମନ୍ ଶାହାଙ୍କ ଧୁଆଁଧାର ଅର୍ଦ୍ଧଶତକ: ଲକ୍ଷ୍ନୌ ଆଗରେ ବିଜୟ ଲକ୍ଷ୍ୟ ୨୨୮

ନୂଆଦିଲ୍ଲୀ: ଆପିଏଲ୍ ୨୦୨୩ର ୫୧ ତମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଅଧିନାୟକ କୃନାଲ…

Republic Day 2024 ପରେଡ, ମାର୍ଚ୍ଚ ପାଷ୍ଟ ପ୍ରଦର୍ଶନରେ କେବଳ ମହିଳାମାନେ ସାମିଲ ହେବେ, ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗଣତନ୍ତ୍ର ଦିବସକୁ ନରେନ୍ଦ୍ର ମୋଦୀ ସରକାର ସ୍ପେଶାଲ କରିବାକୁ ଯୋଜନା କରିଛନ୍ତି । ଏଥର ଗଣତନ୍ତ୍ର ଦିବସ ପରେଡ ଠାରୁ ଆରମ୍ଭ କରି ମାର୍ଚ୍ଚ ପାଷ୍ଟରେ କେବଳ ମହିଳାଙ୍କୁ ହିଁ ଦେଖିବାକୁ ମିଳିବ…

ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟରେ ଚାଞ୍ଚଲ୍ୟ: ୫ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ, NCRB ରିପୋର୍ଟରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରୁ ଗତ ୫ ବର୍ଷରେ ୪୦ ହଜାରରୁ ଅଧିକ ଯୁବତୀ ନିଖୋଜ ହୋଇଯାଇଛନ୍ତି। ଏଭଳି ଚାଞ୍ଚଲ୍ୟକର ଖବର ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ…

RuPay କ୍ରେଡିଟ୍ କାର୍ଡ ହୋଲ୍ଡର୍ସଙ୍କ ପାଇଁ ଧମାକେଦାର ଅଫର, ଆଜି ହିଁ ମିଳିବ ୧୦୦% କ୍ୟାସବ୍ୟାକ୍ ସାଙ୍ଗକୁ ଫ୍ରୀ କଫି! ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଯଦି ଆପଣଙ୍କର ରୁପେ କ୍ରେଡିଟ୍ କାର୍ଡ ଅଛି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ଆଜି (ମଇ୭) ଆପଣ ୧୦୦% କ୍ୟାସବ୍ୟାକ୍ ପାଇପାରିବେ। UPI ଆପ୍ ସହିତ ରୁପେ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରି ଆପଣଙ୍କୁ…